ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ – ଜାଣନ୍ତୁ, କେତେବେଳେ ହେବ କେଉଁ ନୀତି ?

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=JWI9hPbIrXs] ମହାଶିବରାତ୍ରୀରେ ଲିଙ୍ଗରାଜ ମନ୍ଦିରରେ କେତେବେଳେ କେଉଁ ନୀତି ଅନୁଷ୍ଠିତ ହେବ ଜାଣନ୍ତୁ। ରାତି ପାହିଲେ ମହାଶିବରାତ୍ରୀ। ଏଥିପାଇଁ ବିଭିନ୍ନ ଶୈବ ପୀଠଗୁଡ଼ିକରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ...

ସୋଆ ବିଶ୍ୱବିଦ୍ୟାଳୟରେ JRF ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ଫେବ୍ରୁଆରି ୨୯ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (SOA) ୟୁନିଭର୍ସିଟିରେ ଏକ ରିସର୍ଚ୍ଚ ପ୍ରୋଜେକ୍ଟ ପାଇଁ ଜୁନିୟର ଫେଲୋ (କେମେଷ୍ଟ୍ରୀ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଏନେଇ ଆସନ୍ତା ଫେବ୍ରୁଆରି...

ଛାତରୁ ପଡ଼ି ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା – ମୃତ୍ୟୁ ପୂର୍ବରୁ ଛାତ୍ରୀ ପିଇଥିଲେ ବିଷ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵର ବିଜେବି ନଗରରେ ଛାତ ଉପରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁର ଘଟଣାରେ ନୂଆ ମୋଡ। ଛାତରୁ ଖସିବା ପୂର୍ବରୁ ଛାତ୍ରୀଜଣକ କୀଟନାଶକ ଖାଇଥିବା ଡାକ୍ତର ସୂଚନା ଦେଇଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆସିବା...

ସର୍ବକ୍ଷମା ଆବେଦନ ଅବଧିକୁ ନେଇ ବିଧାନସଭାରେ ହଙ୍ଗାମା  – ମନ୍ତ୍ରୀ କହିଲେ ଆଉ ବଢ଼ିବନି ସମୟ ସୀମା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ବଢ଼ିବନି ସର୍ବକ୍ଷମା ଅବଧି। ଯେଉଁ ଲୋକମାନେ ୨୦ ତାରିଖ ସୁଦ୍ଧା ସର୍ବକ୍ଷମା ପାଇଁ ଆବେଦନ କରିଛନ୍ତି ସେମାନଙ୍କ କଥା ବିଚାରକୁ ନିଆଯିବ। ଏଥିସହିତ ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଆବେଦନ ଏଥିପାଇଁ...

ଶିବରାତ୍ରୀ ଲାଗି ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି: ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ?

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=JWI9hPbIrXs] ରାତି ପାହିଲେ ମହାଶିବରାତ୍ରୀ। ଏଥିପାଇଁ ଚଳଚଞ୍ଚଳ ଶୈବ ପୀଠ। ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍‌ ସମସ୍ୟା ଏଡ଼ାଇବା ପାଇଁ  କମିସନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ଜାଣନ୍ତୁ...

ସିଲ ହେଲା ପଟିଆ ବିଗ୍‌ ବଜାର

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=RIv-_Zb3ZF4]ଭୁବନେଶ୍ୱରସ୍ଥିତ ପଟିଆ ବିଗ୍‌ ବଜାର ବିଲ୍‌ଡିଂକୁ ସିଲ୍‌ କଲା ବିଏମ୍‌ସି। ପାର୍କିଂ ସମସ୍ୟା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଓ ବିଡିଏ ଗାଇଡଲାଇନର ଉଲ୍ଲଂଘନ କରାଯାଇ ଏହାର ନିର୍ମାଣ...

ବିଜେଡିକୁ ଟାର୍ଗେଟ କଲେ ନିରଞ୍ଜନ – କହିଲେ ରାଜ୍ୟ ବଜେଟ୍ ହତାଶଜନକ, ଚାଷୀ ପୁଅଙ୍କ ଅସୁବିଧା ବୁଝୁନି ଶାସକ...

ଓଡ଼ିଶାଲାଇଭ୍ ବ୍ୟୁରୋ “ଏଥରକ ରାଜ୍ୟ ବଜେଟ୍ ହେଉଛି ଏକ ହତାଶ ବଜେଟ୍। ଲୋକମାନଙ୍କ କୌଣସି ପ୍ରତିଶ୍ରୁତିକୁ ସରକାର ରକ୍ଷା କରିନାହାନ୍ତି। ପୂର୍ବବର୍ଷ ତୁଳନାରେ ଏଥରର ବଜେଟ୍ ମାତ୍ର ୯ ହଜାର କୋଟି ଅଧିକ”, ପିସିସି...

ଝାରସୁଗୁଡ଼ା ଡବଲ ମର୍ଡର ଘଟଣା: ଡେମୋ ଦେଖାଇବେ ଅନୁପ ଓ ଡ୍ରାଇଭର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ଡବଲ ମର୍ଡର ଘଟଣାର ଡେମୋ ଦେଖାଇବେ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋ। ଏନେଇ ସୂଚନା ଦେଇଛନ୍ତି ବିଳାଶପୁର ରେଞ୍ଜ ଆଇଜି ଦୀପାଂଶୁ କାବ୍ରା। ବୁଧବାର ଅନୁପ ସାଏ ଓ...

କଟକରେ ହେବ ଜଗଦ୍‌ଗୁରୁ କୃପାଳୁ ଏକକ ବିଶ୍ୱବିଦ୍ୟାଳୟ, ବିଧାନସଭାରେ ବିଲ୍ ପାସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଜିଲ୍ଲା ଡମପଡ଼ା ତହସିଲ ଅନ୍ତର୍ଗତ ବାଆଁରାରେ ହେବ ଜଗଦ୍‌ଗୁରୁ କୃପାଳୁ ଏକକ ବିଶ୍ୱବିଦ୍ୟାଳୟ। ବିଧାନସଭାରେ ବୁଧବାର ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ବିଲ୍ ୨୦୨୦ ପାରିତ ହୋଇଛି। ଉଚ୍ଚ ଶିକ୍ଷା ମନ୍ତ୍ରୀ...

ଫେବ୍ରୁଆରି ୨୪ରୁ ରାଜ୍ୟରେ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ୨୪ରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣରୁ ବର୍ଷା ହେବା ବୋଲି ଆଞ୍ଚଳିକ ପାଣିବାଭ ବିଭାଗ ପୂର୍ବାନୁମାନ...