ବ୍ୟାଟେରୀ ଫାଟି ନାବାଳକଙ୍କ ହାତରୁ ଛିଡ଼ିଗଲା ୩ଟି ଆଙ୍ଗୁଠି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ଜଣ ନାବାଳକଙ୍କ ପାଇଁ ବ୍ୟାଟେରୀରେ ଖେଳିବା ହେଲା କାଳ। ବ୍ୟାଟେରୀ ଫାଟିବା ଫଳରେ ଦୁଇ ନାବାଳକ ଆହତ ହୋଇଛନ୍ତି। ଜଣେ ନାବାଳକଙ୍କ ପାପୁଲିରୁ ୩ଟି ଆଙ୍ଗୁଠି ଛିଡ଼ିଯାଇଛି। ଏପରି ଅଭାବନୀୟ...

ଅନୁଗୁଳ ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ରେ ବିଭିନ୍ନ ପଦବୀରେ ନିଯୁକ୍ତି: ଫେବ୍ରୁଆରି ୨୩ରେ ଓ୍ଵାକ ଇନ୍‌ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନୁଗୁଳ ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଫେବ୍ରୁଆରି ୨୩ (ରବିବାର) ଅନୁଷ୍ଠିତ ହେବ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ। ଷ୍ଟିଲ୍‌ ମେଲ୍ଟିଂ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋଗୋକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋଗୋକୁ ନେଇ ବିଧାନସଭାରେ ଆଜି ଶାସକ, ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଆବାସ ଯୋଜନାରେ ବିଜୁଙ୍କ ଲୋଗୋ ଲାଗିପାରିବ ନାହିଁ ବୋଲି ବିରୋଧୀ କହିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଦଳ...

ରାଜ୍ୟରେ କମିଛି ଅର୍ଥନୈତିକ ଅଭିବୃଦ୍ଧି ହାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ହାର (ଜିଡିପି) କମିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୬.୧୬ ପ୍ରତିଶତ ରହିବ ବୋଲି ସର୍ଭେ ରିପୋର୍ଟରୁ ଆକଳନ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ...

ଆସନ୍ତା ୧୯ରୁ ମାଟ୍ରିକ ପରୀକ୍ଷା: ପ୍ରଶ୍ନପତ୍ର ଲିକ୍‌ ନ ହେବା ପାଇଁ ତ୍ରିସ୍ତରୀୟ ସୁରକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୧୯ରେ ମାର୍ଟିକ ପରୀକ୍ଷା। ଏଥର ମାଟ୍ରିକ ପରୀକ୍ଷା ବେଳେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ଏହାଛଡ଼ା ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟରଗୁଡ଼ିକରେ ଶିକ୍ଷକମାନଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଛି।...

ଗଞ୍ଜାମ ଯୁବତୀଙ୍କୁ ଗୋଆରେ ଦୁଷ୍କର୍ମ ପରେ ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ଯୁବତୀଙ୍କୁ ଗୋଆରେ ଦୁଷ୍କର୍ମ ପରେ ହତ୍ୟା କରଯାଇଛି। ଏହି ଘଟଣାରେ ଗୋଆ ପୋଲିସ କଳାହାଣ୍ଡି ଜିଲ୍ଲା ଲୋକସରା ଥାନା ପିପଲପଡ଼ା ଗାଁ ରୂପେନ୍ଦ୍ର ନାୟକ, ନବରଙ୍ଗପୁରର କ୍ରିଷ୍ଣାଙ୍କୁ ଗିରଫ କରିଛି। ଯୁବତୀ...

ଫିଟୁଛି ଝାରସୁଗୁଡ଼ା ଡବଲ ମର୍ଡରର ଗୁମର – ଡେମୋରେ ସାମ୍ନାକୁ ଆସିଲା ଇନୋଭା ଗାଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳ୍ପନା-ବବ୍‌ଲି ହତ୍ୟାକାଣ୍ଡର ସିନ୍‌ ରିକ୍ରିଏଟ୍‌ କଲା ପୋଲିସ। ଡେମୋ ଦେଖାଇ ସତ କହିଲା ଡ୍ରାଇଭର ବର୍ଦ୍ଧନ। ଫିଟୁଛି ଝାରସୁଗୁଡ଼ା ଡବଲ ମର୍ଡରର ଗୁମର। କଳ୍ପନା ଓ ତାଙ୍କ ଝିଅ ବବ୍‌ଲିକୁ ହତ୍ୟା କରିବା...

ବିଧାନସଭା ବଜେଟ ଅଧିବେଶନ – ପ୍ରଶ୍ନ ପଚାରିବା ପାଇଁ ଲଟେରୀ ହେଉନଥିବାରୁ ବିରୋଧୀଙ୍କ ହଙ୍ଗାମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ। ଅଧିବେଶନ ଆରମ୍ଭରୁ ସୋମବାର ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ। ବିଧାନସଭାରେ ପ୍ରଶ୍ନ ପଚାରିବା ନେଇ ଲଟେରୀ ହେଉନଥିବାରୁ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ...

ଦୁର୍ନୀତି ମାମଲାରେ ସିଧାସଳଖ ଲୋକାୟୁକ୍ତଙ୍କୁ ଭେଟି ପାରିବେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ ସିଂହ କହିଛନ୍ତି ଯେ ଦୁର୍ନୀତି ମାମଲାରେ ଲୋକମାନେ ସିଧାସଳଖ ତାଙ୍କୁ ଭେଟିପାରିବେ। କୌଣସି ସରକାରୀ ଚାକିରିଆ ଯଦି ଦୁର୍ନୀତିରେ ଲିପ୍ତ ଥାଆନ୍ତି ସେହି ଅଭିଯୋଗ...

ଦଳକୁ ବଞ୍ଚାଇବା ପାଇଁ କଂଗ୍ରେସର ସାନି ଉଦ୍ୟମ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଓଡ଼ିଶାରେ ଦଳକୁ ସଙ୍କଟ ମୁହଁରୁ ବଞ୍ଚାଇବା ପାଇଁ କଂଗ୍ରେସ ପକ୍ଷରୁ ସାନି ଉଦ୍ୟମ ଆରମ୍ଭ ହୋଇଛି। ଓଡ଼ିଶା ଦାୟିତ୍ୱରେ ଥିବା ଜିତେନ୍ଦ୍ର ସିଂହ ସୋମବାର ଦିନ ତିନିଦିନିଆ ଓଡ଼ିଶା ଗସ୍ତରେ...