ବାତ୍ୟା କ୍ଷତିଗ୍ରସ୍ତ ଓଡ଼ିଶାକୁ ସଜାଡ଼ିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ – ଡକ୍ଟର ତପନ କୁମାର ଚାନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=xkQlFkwoStw] ଭୟଙ୍କର ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଯେଉଁ କ୍ଷୟକ୍ଷତି ଘଟିଛି ତାହା ଅବର୍ଣ୍ଣନୀୟ। ବିଶେଷକରି ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଲୋକଙ୍କ ଜୀବନ ଜୀବିକାକୁ ଉଜାଡ଼ି...

୧୫ରୁ ପୁରୀକୁ ବିଦ୍ୟୁତ ସଂଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘ପୁରୀ ସହର ଏବଂ ଅନ୍ୟ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ୨୯ ଲକ୍ଷ ୧ ହଜାର ୧୭୧ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେବା...

ବାତ୍ୟାରେ ଦକ୍ଷତା ବିକାଶ ବିଭାଗର ୩୦ କୋଟିରୁ ଅଧିକ କ୍ଷତି

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ପ୍ରଭାବରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବ୍ୟାପକ କ୍ଷତି ହୋଇଛି। ୩୦ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଥିବା ସାମ୍ବାଦିକ ସମ୍ମଳିନୀରେ କହିଛନ୍ତି ସୂଚନା ଓ ଲୋକସମ୍ପର୍କ...

୨୦୧୯ ଫ୍ଲାସ୍‌ବ୍ୟାକ୍ – ନିର୍ବାଚନ ଲଢ଼େଇକୁ ବାଏ ବାଏ କହିଥିଲେ ତଥାଗତ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୧୯ ନିର୍ବାଚନରେ ଟିକେଟକୁ ‘ନା’ କହି ଚର୍ଚ୍ଚାରେ ଥିଲେ ତଥାଗତ। ଘମାଘୋଟ ଲଢ଼େଇ ଭିତରେ ଶେଷ ହୋଇଛି ୨୦୧୯ ନିର୍ବାଚନ। କେବଳ ମେ’ ୨୩କୁ ଅପେକ୍ଷା। ତେବେ ଏହି ନିର୍ବାଚନରେ ଅନେକ...

ଆଉ ୮ ଦିନ ପରେ ଖୋଲିବ ଇଭିଏମ୍, ନେତାଙ୍କ ଛାତି ଧଡ୍‌ଧଡ୍‌

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମେ’ ୨୩ରେ ବାହାରିବ ନିର୍ବାଚନ ଫଳାଫଳ। କିଏ ଜିତିବ, କିଏ ହାରିବ ତାକୁ ନେଇ ଚାଲିଛି ଅଙ୍କକଷା। ଆଉ ୮ ଦିନ ପରେ ବାହାରିବ ୨୦୧୯ର ବଡ଼ ପରୀକ୍ଷା ଫଳ। ପରୀକ୍ଷାରେ...

୭ଟି ସହରରେ ୪୦ ଉପରେ ପାରଦ, ତାଳଚେରରେ ସର୍ବାଧିକ ୪୨.୫ ଡିଗ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେଉଥିବା ବେଳେ ଆଜି ତାପମାତ୍ରାରେ ସାମାନ୍ୟ ହ୍ରାସ ଦେଖା ଦେଇଛି। ତଥାପି ଅସହ୍ୟ ଗରମରେ ଡହଳ ବିକଳ ହେଉଛନ୍ତି ଜନସାଧାରଣ। ଆଞ୍ଚଳିକ ପାଣିପାଗ ବିଭାଗ...

ଜୁନ ୪ରେ ଉପକୂଳ ଛୁଇଁବ ମୌସୁମୀ – ଏଥର ସ୍ୱାଭାବିକଠାରୁ କମ୍‌ ହେବ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ଜୁନ ୪ରେ କେରଳ ଉପକୂଳ ଛୁଇଁବ ମୌସୁମୀ। ଏହା ପୂର୍ବରୁ ମେ' ୨୨ରେ ଆଣ୍ଡାମାନ ନିକୋବରରେ ମୌସୁମୀ ଛୁଇଁବ। ଏନେଇ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ପୂର୍ବାନୁମାନ କରିଛି। ସ୍କାଏମେଟ୍‌ର...

ମୋଦିଙ୍କୁ ନବୀନ ମାଗିଲେ ୫ ଲକ୍ଷ ଘର, ବିଜେପି ମାରିଲା ବାଣ

  ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମୋଦିଙ୍କୁ ୫ ଲକ୍ଷ ପକ୍କା ଘର ନବୀନ ମାଗିବା ପରେ ଘେରିଲା ବିଜେପି। ବାତ୍ୟା ପ୍ରଭାବିତ ୧୪ଟି ଜିଲ୍ଲା ପାଇଁ ୫ ଲକ୍ଷ ପକ୍କା ଘର ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ଜୁନ୍‌ ୬ରୁ ରାଜଧାନୀରେ ହକି ଫିଭର – ଆରମ୍ଭ ହେଲା ଟିକେଟ୍‌ ବିକ୍ରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ଥରେ ରାଜଧାନୀରେ ଦେଖିବାକୁ ମିଳିବ ହକି ଫିଭର। ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଅଦ୍ଭୁତପୂର୍ଣ୍ଣ ସଫଳତା ପରେ ପୁଣିଥରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଏଫ୍‌ଆଇଏଚ୍‌ ପୁରୁଷ ହକି...

ମଦୁଆ ବରକୁ ଛି କରିଦେଲା ମଙ୍ଗୁଳା କନ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହ ବେଦିରୁ ଶିଶୁପାଳ ହୋଇ ଫେରିଲା ମାତାଲା ବର। (ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକର ଗୋବର୍ଦ୍ଧନ ବଡମାଳ ଗାଁରେ ଘଟିଛି ଅଭାବନୀୟ ଘଟଣା। ବର ମଦ ପିଇ ବେଦୀକୁ...