‘ଫନି’ ପରେ ଗଛ ଶୂନ୍ୟ ରାଜଧାନୀର ରାଜରାସ୍ତା

ଓଡ଼ିଶାଲାଇଭ ବ୍ୟୁରୋ ସାମୁଦ୍ରିକ ଝଡ଼ ଫନି ପରେ ଧିରେ ଧିରେ ଅଣ୍ଚା ସଳଖୁଛି ରାଜଧାନୀ ଭୁବନେଶ୍ୱର। ମାତ୍ର ଫନି ଭୁବନେଶ୍ୱର ସୌନ୍ଦର୍ଯ୍ୟକୁ ଯେମିତି ଧ୍ୱସ୍ତବିଧ୍ୱସ୍ତ କରିଦେଇଛି। ଅନ୍ୟପଟେ ଫନି ପରଦିନଠୁ ରାଜ୍ୟରେ ଗ୍ରୀଷ୍ଣର ପ୍ରକୋପ...

ଟ୍ରାଫିକ ପୋଲିସଙ୍କୁ ପାଣି ଯୋଗାଉଛି ମୋବାଇଲ ଟ୍ୟାଙ୍କର

ଓଡ଼ିଶାଲାଇଭ ବ୍ୟୁରୋ ସାମୁଦ୍ରିକ ଝଡ଼ ଫନିପରେ ଅତି ଆବଶ୍ୟକ ସେବା ବିଶେଷ ଭାବେ ପ୍ରଭାବିତ ହୋଇଛି। ଲୋକଙ୍କର ସବୁଠୁ ଅଧିକ ସମସ୍ୟା ହୋଇଛି ପାଣି ସମସ୍ୟା। ଏହାରି ଭିତରେ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି...

ସ୍ମାର୍ଟସିଟିରେ ବିପନ୍ନଙ୍କୁ ମିଳିଲା ବାତ୍ୟା ସହାୟତା

ଓଡ଼ିଶାଲାଇଭ ବ୍ୟୁରୋ ସ୍ମାର୍ଟସିଟି ଭୁବନେଶ୍ବର ବିଭିନ୍ନ ବସ୍ତିର ମୋଟ ୬୬ରୁ ଉର୍ଦ୍ଧ୍ବ ଓ୍ବାର୍ଡରେ ବିଏମସି ପକ୍ଷରୁ ମଙ୍ଗଳବାରଠୁ ଆରମ୍ଭ ହୋଇଛି ଲୋକଙ୍କୁ ବାତ୍ୟା ସହାୟତା ଦେବା। ୨୩ ହଜାରରୁ ଅଧିକ ବିପନ୍ନଙ୍କୁ ସହାୟତା ରାଶି  ପରିବାର...

ସ୍ମାର୍ଟସିଟି ରାସ୍ତାରୁ ଏବେ ବି ହଟିନି ଗଛ

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ‘ଫନି’ ଯିବାର ପାଞ୍ଚ ଦିନ ବିତିଥିଲେ ମଧ୍ୟ ସ୍ମାର୍ଟ ସିଟି ଭୁବନେଶ୍ୱରର ଅନେକ ରାସ୍ତାରୁ ଗଛ ହଟାଯାଇ ପାରିନି। ବିଭିନ୍ନ କଲୋନି ରାସ୍ତାରେ ଗଛ ରାସ୍ତା ଉପରେ ଶୋଇ ରହିଛି।...

‘ଫନି’ ପରେ ରାଜଧାନୀରେ ଜମୁଛି ତରଭୂଜ ବେପାର

ଓଡ଼ିଶାଲାଇଭ ବ୍ୟୁରୋ ଫନି ପରେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଅହେତୁକ ବୃଦ୍ଧି ଘଟିଛି। ସହରରେ ବିଜୁଳି, ପାଣିର ଅଭାବ ଯୋଗୁଁ ତରଭୁଜର ଚାହିଦା ବୃଦ୍ଧି ହେବାରେ ଲାଗିଛି। ଫଳରେ ତରଭୂଜ ବେପାରୀଙ୍କ ବେପାର ଜମୁଛି।...

ଫନି ପ୍ରଭାବରେ ପୁରୀ ନେଚର କ୍ୟାମ୍ପ ହରାଇଛି ସୌନ୍ଦର୍ଯ୍ୟ – ‘ହରିଣ ସୁରକ୍ଷିତ’

ଓଡ଼ିଶାଲାଇଭ୍ ବ୍ୟୁରୋ ଫନି ଦ୍ୱାରା  ବିଶେଷ ଭାବେ ନଷ୍ଟ ହୋଇଛି ପୁରୀ ସହର। ଏଥିରୁ ବାଦ ପଡ଼ିନି ପୁରୀ କୋଣାର୍କ ମଧ୍ୟରେ ଥିବା ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ। ବାତ୍ୟା ଦ୍ୱାରା ଅଭୟାରଣ୍ୟ ଭିତରେ ଥିବା ନେଚର...

ମେ ୧୨ ସୁଦ୍ଧା ସମ୍ପୂର୍ଣ୍ଣ ରାଜଧାନୀରେ ଆସିବ ବିଜୁଳି

ଓଡ଼ିଶାଲାଇଭ ବ୍ୟୁରୋ ବାତ୍ୟା ଫନି ପାଇଁ ବିଶେଷ କ୍ଷତିହୋଇଛି ରାଜଧାନୀ ଭୁବନେଶ୍ବର। ମେ ୧୨ ତାରିଖ ସୁଦ୍ଧା ରାଜଧାନୀରେ ସମ୍ପୂର୍ଣ୍ଣ ବିଜୁଳି ସଂଯୋଗ ହୋଇଯିବ ବୋଲି ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ  ବିଭାଗର...

ଓଡ଼ିଶା ପିଲାଙ୍କ ପାଇଁ ୫ ଦିନ ବଢ଼ିଲା ଜେଇଇ ଆଡଭାନ୍ସଡ ରେଜିଷ୍ଟ୍ରେସନ ତାରିଖ

ଓଡ଼ିଶାଲାଇଭ ବ୍ୟୁରୋ ଓଡ଼ିଶା ପିଲାଙ୍କ ପାଇଁ ଜେଇଇ ଆଡଭାନ୍ସଡ ରେଜିଷ୍ଟ୍ରସନ  ଅବଧି ୫ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ ମେ ୧୪ ପର୍ଯ୍ୟନ୍ତ କେବଳ ଓଡ଼ିଶା ପିଲାଙ୍କ ରେଜିଷ୍ଟ୍ରେସନ ତାରିଖ ବୃଦ୍ଧି କରାଯାଇଛି। ତାରିଖ ବୃଦ୍ଧି...

ରାଜଧାନୀରେ ସଭିଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ‘ଲାଇନ’ କେବେ ଆସିବ?

ଓଡ଼ିଶାଲାଇଭ ବ୍ୟୁରୋ ବାତ୍ୟା ଫନି ଓଡ଼ିଶାରେ ରଚିଛି ତାଣ୍ଡବ। ଫନିର କରାଳ ରୂପରେ ଦେଢ଼ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କର ଅଧିକ କ୍ଷତି ହୋଇଛି। ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର,...

ଫନିରେ ମୃତ୍ୟୁସଂଖ୍ୟା ୪୧କୁ ବୃଦ୍ଧି, ପୁରୀରେ ସର୍ବାଧିକ ୨୧

ଓଡ଼ିଶାଲାଇଭ ବ୍ୟୁରୋ ବାତ୍ୟା ଫନି ପରେ ଧିରେ ଧିରେ ଅଣ୍ଟା ସଳଖୁଛି ସମସ୍ତ ଅଞ୍ଚଳ। ଅନ୍ୟପଟେ ଏବେବି ଅନେକ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ ବିଜୁଳି ଓ ପାଣି ସୁବିଧା। ଫନିରେ ସରକାରୀ ହିସାବରେ ମୃତ୍ୟୁସଂଖ୍ୟା ୪୧ରେ...