ଘରୋଇ ଉପଚାରରେ କରନ୍ତୁ ଓଠକୁ ଗୋଲାପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଲାପି ଓ କୋମଳ ଓଠ ସମସ୍ତଙ୍କୁ ପସନ୍ଦ। କିନ୍ତୁ ଓଠର ଠିକ୍‌ ଭାବେ ଯତ୍ନ ନହେବା ଦ୍ୱାରା ଓଠ କଳା ପଡ଼ିଥାଏ। ଓଠ କଳା ପଡ଼ିବା ଦ୍ୱାରା ମୁହଁ ମଧ୍ୟ ଖରାପ...

ବିରୋଧୀ ଅସହାୟ ହୋଇ ପଡ଼ିଛନ୍ତି: ସୂର୍ଯ୍ୟନାରାୟଣ ପାତ୍ର

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ପିପିଲି ପୀଡିତାଙ୍କ ଉପରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ମନ୍ତବ୍ୟକୁ ନେଇ ମହିଳା କଂଗ୍ରେସ ଆଜି ମହାରଥୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲା। ଏହା ସହିତ ଏହାକୁ...

ପିପିଲି ଗଣଦୁଷ୍କର୍ମ – ମନ୍ତ୍ରୀ ମହାରଥୀଙ୍କ ଇସ୍ତଫା ଦାବି କଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=XdEQ16BTJRA] ମନ୍ତ୍ରିମଣ୍ଡଳରୁ ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବି କଲା ବିଜେପି। 'ପିପିଲି ପୀଡ଼ିତାଙ୍କୁ ନ୍ୟାୟ ମିଳିଲା' - ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ବିବାଦୀୟ ବୟାନ...

ଏସ୍‌ସିବି ଓ ଭିମସାର୍‌ ଲାଗି ୭୦ଟି ପଦବୀକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

 ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଏସ୍‌ସିବି ମେଡିକାଲ କଲେଜ ଓ ବୁର୍ଲା ଭିମ୍‌ସାର୍‌ରେ ନସିଂ କଲେଜ ଲାଗି ୫୬ଟି ନୂଆ ଶିକ୍ଷକ ପଦବୀ ପୂରଣ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ ଦେଇଛନ୍ତି। ଏସ୍‌ସିବି...

କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବିରେ କରଞ୍ଜିଆରେ ବନ୍ଦ ଡାକରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବିରେ କରଞ୍ଜିଆ ଉପଖଣ୍ଡରେ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବରେ ସମଗ୍ର ସବଡିଭିଜନରେ ବନ୍ଦ ପ୍ରଭାବିତ ଦେଖାଦେଇଛି। ସମସ୍ତ ସରକାରୀ ଵେସରକାରୀ ଅନୁଷ୍ଠାନ, ଦୋକାନ...

ଜାନୁଆରୀ ୨୮ରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା, ୨୫ରୁ ମିଳିବ ଆଡ୍‌ମିଟ୍‌ କାର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଲାଗି ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨୮ରୁ ଫେବୃଆରୀ୮ ଯାଏ ଅନୁଷ୍ଠିତ ହେବ। ପ୍ରାକ୍ଟିକାଲ ପରୀକ୍ଷା...

ମହାରଥୀଙ୍କ ଘର ଉପରକୁ ମହିଳା କଂଗ୍ରେସର ଅଣ୍ଡା ଓ ଟମାଟୋ ମାଡ଼

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ବହୁ ଚର୍ଚ୍ଚିତ ପିପିଲି ପୀଡିତାଙ୍କୁ ନେଇ ପ୍ରଦୀପ ମହାରଥୀ ଦେଇଥିବା ପ୍ରତିକ୍ରିୟାକୁ ବିରୋଧ କରାଯାଇଛି। ମହିଳା କଂଗ୍ରେସ ପକ୍ଷରୁ ତାଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ କରାଯାଉଛି। ଶତାଧିକ ମହିଳା ଏକାଠି...

ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଧର୍ମଗଡ଼ ବନ୍ଦ ଡାକରା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ଧର୍ମଗଡ଼ ବନ୍ଦ ଡାକରା ଦିଆଯାଇଛି। ଧର୍ମଗଡ଼ର ୬ଟି ବ୍ଲକରେ ଏହି ବନ୍ଦ ପାଳନ...

ଓଡ଼ିଶା ବୁଲିବ ବିଜେପି ରଥ, ରାଜ୍ୟ ସରକାରଙ୍କୁ ଜବାବ ମାଗିବେ ଜନତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଥମ ପର୍ଯ୍ୟାୟରେ ୭୦ ରଥ ୭୦ ନିର୍ବାଚନମଣ୍ଡଳୀ ବୁଲିବ ରଥ ଗାଁ ଗାଁରେ ସଚେତନତା କରିବ ରଥ ରାଜ୍ୟ ସରକାରଙ୍କ ବିଫଳତାକୁ ପଦାରେ ପକାଇବ ବିଜେପି ଜନତା ମାଗିବେ ଜବାବ ୨୦୧୯...

ଭୁବନେଶ୍ୱର ଏୟାରପୋର୍ଟରୁ କଟକ ସିଡିଏକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକବାସୀଙ୍କ ପାଇଁ ଖୁସି ଖବର। ରାଜଧାନୀ ଭୁବନେଶ୍ୱରରୁ କଟକକୁ ଗଡ଼ିଲା 'ମୋ ବସ୍'। ପ୍ରତିଦିନ ଭୁବନେଶ୍ୱର ଏୟାରପୋର୍ଟରୁ କଟକ ସିଡିଏକୁ ମୋ ବସ ସେବା ମିଳିବ। ରୁଟ୍‌ ନମ୍ବର ୧୦ ଦେଇ ଏହି...