ହକି ୱାର୍ଲ୍ଡକପ୍: ସେମିଫାଇନାଲ ଲକ୍ଷ୍ୟରେ ଭାରତ  

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଗୁରୁବାର ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳାଯିବ। ରାତି ୭ଟାରେ ଭାରତ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯିବ। ସେହିପରି ଅପରାହ୍ନ ୪ଟା ୪୫ରେ ଜର୍ମାନୀ ଏବଂ...

ଓଡ଼ିଶାରେ ପରିବର୍ତ୍ତନ ଆବଶ୍ୟକ – ଅପରାଜିତା

  ଓଡ଼ିଶାଲାଇଭ୍ ବ୍ୟୁରୋ ଗୋଟିଏ ରାଜ୍ୟରେ ଗୋଟିଏ ଦଳ ଅଧିକ ଦିନ ଶାସନରେ ରହିବା ଅନୁଚିତ। ୫ଟି ରାଜ୍ୟ ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ, ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳ ଆସିବା ପରେ ରାଜନୀତି ପାଣିପାଗ ଗରମ ହୋଇଯାଇଛି।...

ପିସିସି ସଭାପତିଙ୍କ ପ୍ରେସମିଟ୍: କହିଲେ, “ଶାସନକୁ ଆସିଲେ କରିବୁ କୃଷିଋଣ ଛାଡ଼”

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ଆସିଥିବା ନିର୍ବାଚନ ଫଳାଫଳକୁ ନେଇ ରାଜ୍ୟ କଂଗ୍ରେସ ଭବନରେ ଉତ୍ସାହ। ୩ରାଜ୍ୟରେ କଂଗ୍ରେସକୁ ସଫଳତା ମିଳିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ନିରଞ୍ଜନ ଅନେକଗୁ଼ଡ଼ିଏ ପ୍ରସଙ୍ଗ...

ହାତୀଦାନ୍ତ ଚୋରା ବ୍ୟବସାୟରେ ୬ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ଉଦଳା ବନାଞ୍ଚଳର ଆମ୍ବଡିହା ଗ୍ରାମରୁ ହାତୀଦାନ୍ତ ଚୋରା ବ୍ୟବସାୟୀମାନଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ପୂର୍ବରୁ ଏହି ବ୍ୟବସାୟୀମାନେ ବାହାର ରାଜ୍ୟର ବ୍ୟବସାୟୀମାନଙ୍କୁ ଦୁଇଟି ବଜ୍ରକପ୍ତାକୁ ଲକ୍ଷାଧିକ...

ବିଷାକ୍ତ ଫଳ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ 

ଓଡିଶାଲାଇଭ୍ ବ୍ୟୁରୋ ଭଦ୍ରକ ଜିଲ୍ଲା ତିହିଡ଼ି ପ୍ରାଥମିକ ବିଦ୍ୟାଳୟରେ ବିଷାକ୍ତ ଫଳ ଖାଇ ୧୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ପରେ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ...

ଆଠଗଡ଼ରେ ହାତୀ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ପୁଣି ହାତୀ ମୃତ୍ୟୁ। ଆଠଗଡ଼ରେ ମୃତ ହାତୀ ଠାବ। ରାଜ୍ୟରେ ହାତୀ ମୃତ୍ୟୁ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ହାତୀ ମୃତ୍ୟୁକୁ ରୋକିବାକୁ ରାଜ୍ୟ ସରକାର ଉଦ୍ୟମ କରୁଥିଲାବେଳେ ବୁଧବାର ପୁଣି...

ହକି ୱାର୍ଲ୍ଡକପ୍: ସେମିଫାଇନାଲ ଲକ୍ଷ୍ୟରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ 

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ବୁଧବାର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳାଯିବ। ଅପରାହ୍ନ ୪ଟା ୪୫ରେ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ସେହିପରି ରାତି ୭ଟାରେ ଅଷ୍ଟ୍ରେଲିଆ ଏବଂ...

ହକି ବିଶ୍ୱକପ୍: କ୍ୱାର୍ଟର ଫାଇନାଲରେ ବେଲଜିୟମ୍, ନେଦରଲାଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ୨୭ତମ ମ୍ୟାଚରେ ବେଲଜିୟମ୍ ୫-୦ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଚତୁର୍ଦ୍ଦଶ ହକି ବିଶ୍ୱକପ୍‌ର କ୍ରସ ଓଭର ମ୍ୟାଚରେ ବେଲଜିୟମର...

ନିରାଶ୍ରୟାଙ୍କ ସାହା ବିଜୁ ପକ୍କା ଘର

କପିଳାସ ଭୂୟାଁ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳର ନିରାଶ୍ରୟା ମହିଳାମାନଙ୍କ ବୃଦ୍ଧାବସ୍ଥାର ସାହାରା ପାଲଟିଛି ବିଜୁ ପକ୍କା ଘର। ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ଅନ୍ତର୍ଗତ ବଡ଼ଗାଁ ଗ୍ରାମ ପଞ୍ଚାୟତର ଅନନ୍ତ ସାହି ଗାଁରେ...

ପୋଲ ତଳୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଧିନ କୁମ୍ଭାରୁଣି ଗାଁ ନିକଟରେ ଏକ କଲଭର୍ଟ ତଳୁ ସୋମବାର ଜଣେ ବ୍ୟକ୍ତିଙ୍କ ମୃତଶରୀର ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ନାମ ହେଉଛି ଦିବାକର ଦାସ।...