ଟି.ଏସ୍ ସିଂଦେଓଙ୍କୁ ମିଳିଲା ଓଡ଼ିଶା କଂଗ୍ରେସ ଦାୟିତ୍ୱ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ ମନ୍ତ୍ରୀ ଟି.ଏସ୍ ସିଂଦେଓଙ୍କୁ ଓଡ଼ିଶା କଂଗ୍ରେସର ଅସ୍ଥାୟୀ ପ୍ରଭାରୀ ଦାୟିତ୍ୱ ମିଳିଛି। ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି।
ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି...
ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ନୂଆ ମୋଡ଼ – ୧୧ ଶିକ୍ଷକ ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ନୂଆ ମୋଡ଼ରେ ଦେଖାଦେଇଛି। ଶନିବାର ଶୁଦ୍ଧା ମୋଟ ୧୧ ଜଣ ଶିକ୍ଷକ ସସ୍ପେଣ୍ଡ ହୋଇଛନ୍ତି। ଶନିବାର ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ...
ମୟୂରଭଞ୍ଜରୁ ହାତୀ ଛୁଆର ମୃତ ଦେହ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଫରେଷ୍ଟ ନିକଟବର୍ତ୍ତୀ ଚତୁରିଘାଟରୁ ଏକ ୫ ବର୍ଷର ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି। ଶନିବାର ବନ ବିଭାଗ କର୍ମକର୍ତ୍ତା ହାତୀର ମୃତ ଶରୀରକୁ ଉଦ୍ଧାର କରି...
ରାଜ୍ୟରେ ୫୦ରୁ ଅଧିକ ସରକାରୀ ୱେବସାଇଟ୍ ହ୍ୟାକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ପାଖାପାଖି ୫୦ରୁ ଅଧିକ ୱେବସାଇଟ୍ ହ୍ୟାକ୍ ହେବାର ଖବର ସାମ୍ନାକୁ ଆସିଛି। ଶନିବାର ଓଡ଼ିଶା ପ୍ରଶାସନିକ ବିଭାଗ ଓଏଏସ୍ ଆସୋସିଏସନ୍, ଶ୍ରୀମନ୍ଦିର ଦଇତାପତି ନିଯୋଗ, କିଛି ସରକାରୀ କଲେଜ ଓ...
ମୁମ୍ବାଇ ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମରେ ଓଡ଼ିଶାର ଯୋଡ଼ି ଶଙ୍ଖ ନୃତ୍ୟର ଝଲକ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇରେ ଆରମ୍ଭ ହୋଇଛି ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମ। ନଭି ମୁମ୍ବାଇର ସିଡ୍କୋ ଗ୍ରାଉଣ୍ଡରେ ଫେବ୍ରୁଆରି ୨୩ ଏବଂ ୨୪ ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ଆୟୋଜିତ...
ଦକ୍ଷିଣପୂର୍ବ ଏସିଆରେ କଳିଙ୍ଗର ସାଂସ୍କୃତିକ ପ୍ରଭାବ
ଆଶୁତୋଷ ପ୍ରସାଦ ପଟ୍ଟନାୟକ
ସମଗ୍ର ଦକ୍ଷିଣପୂର୍ବ ଏସିଆର ଇତିହାସ ଉନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ, ଭାରତୀୟ ଐତିହାସିକମାନଙ୍କ ନିକଟରେ ପ୍ରାୟ ଅଜ୍ଞାତ ରହିଥିଲା। ବିଂଶ ଶତାବ୍ଦୀର ପ୍ରଥମ ଭାଗରେ, ଡଚ୍ ଓ ଫରାସୀ ଐତିହାସିକମାନଙ୍କ...
ଶ୍ରୀମନ୍ଦିର ସଂସ୍କାର ଉପରେ ଧ୍ୟାନ ଦେଇନାହାନ୍ତି ସରକାର – ଗଜପତି ମହାରାଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି ଆମିକସ୍ କ୍ୟୁରି ରଞ୍ଜିତ କୁମାର। ଦୁଇ ଘଣ୍ଟା ଶ୍ରୀମନ୍ଦିରର ଅନୁଧ୍ୟାନ କରିବା ପରେ ପରିଚାଳନା କିମଟି-ଆମିକସ୍ କ୍ୟୁରିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶ୍ରୀମନ୍ଦିର...
ବମିଖାଲ ଓଭରବ୍ରିଜ୍ – ଯୋଉ କଥାକୁ ସେଇ କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ବମିଖାଲ ଫ୍ଲାଇଓଭର ଖୋଲିବାର ଦୁଇ ଦିନ ହୋଇଛି କି ନାହିଁ ଏଠି ଝାମେଲା ଆରମ୍ଭ ହୋଇଯାଇଛି। ଏହି ପୋଲଟି ଏଥର ଚର୍ଚ୍ଚାରେ ରହିଛି ଭିନ୍ନ କାରଣ ପାଇଁ - ଦଳେଇ ଆଇଲେ...
ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ମାମଲା -୫ ଶିକ୍ଷକଙ୍କ ନାମରେ ମାମଲା ରୁଜୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟ୍ରିକ୍ ପରୀକ୍ଷା ପ୍ରଥମ ଦିନରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ନେଇ ଥାନାରେ ମାମଲା ରୁଜୁ କରାଯାଇଛି। ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନାରେ ମାମଲା ରୁଜୁ କଲେ ବିଇଓ। ଭାଇରାଲ ହୋଇଥିବା୨ଟି ହାଇସ୍କୁଲର...
ମୟୂରଭଞ୍ଜର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଓଡ଼ିଆ ସାହିତ୍ୟ ଆସର
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ବ୍ଲକସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ସାହିତ୍ୟ ଘରର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶାମାଖୁଣ୍ଟା ପରି ଏକ ସବୁଜ ବନାନୀ ପରିବେଶ ମଧ୍ୟରେ...





















