ଆଜି ଭଦ୍ରକ ଆସୁଛନ୍ତି ରାଜନାଥ ସିଂ, ୪ଟି ଲୋକସଭା ଆସନର ସମୀକ୍ଷା

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ନିର୍ବାଚନକୁ ଆଉ ଅଳ୍ପଦିନ ବାକିଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସର ହେବିୱେଟ ନେତା ଓଡ଼ିଶା ଗସ୍ତ କରୁଛନ୍ତି। ଏହି ଗସ୍ତ ସମୟରେ ନେତା ଓ କର୍ମୀଙ୍କୁ ନିର୍ବାଚନ ନେଇ...

କେନ୍ଦ୍ରାପଡ଼ାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।ଜିଲ୍ଲାର ବିଭିନ୍ନ ଗଣ ସଂଗଠନ, ସ୍କୁଲ କଲେଜର ଶିକ୍ଷକ ଓ ଛାତ୍ରଛାତ୍ରୀ ଆତଙ୍କବାଦକୁ ନିନ୍ଦା...

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି – ଫଟୋରେ ଖବର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ ୪୦ ଅଧିକ ଯବାନ। ସେମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାର ଦୁଇ ଯବାନ ମନୋଜ ବେହେରା ଏବଂ ପ୍ରସନ୍ନ କୁମାର ସାହୁ। ଭୁବନେଶ୍ୱର ଏୟାରପୋର୍ଟରେ...

ପଞ୍ଚଭୂତରେ ଲୀନ ହେଲା ମନୋଜଙ୍କ ପାର୍ଥିବ ଶରୀର

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=nge1RY_e80o] ଗାଁ ରତନପୁରରେ ଶେଷକୃତ୍ୟ ସମ୍ପନ୍ନ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ଗାଁରେ ଶୋକାକୂଳ ପରିବେଶ ସହିଦଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର୍ ପଞ୍ଚଭୂତରେ ଲୀନ ହେଲା ସହିଦ ଯବାନ...

ରତନପୁରରେ ପହଞ୍ଚିଲା ସହିଦ ମନୋଜଙ୍କ ପାର୍ଥିବ ଶରୀର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜନ୍ମମାଟି ନିଆଳିର ରତନପୁରରେ ପହଞ୍ଚିଲା ସହିଦ ଯବାନ ମନୋଜ ବେହେରାଙ୍କ ପାର୍ଥିବ ଶରୀର। ଭୁବନେଶ୍ୱର ବିମାନ ବନ୍ଦରରୁ ସ୍ୱତନ୍ତ୍ର ଗାଡ଼ିରେ ମନୋଜଙ୍କ ପାର୍ଥିବ ଶରୀରକୁ ନିଜ ଗାଁ ରତନପୁର ଅଭିମୁଖେ ନିଆଯାଇଥିଲା।...

ସହିଦଙ୍କୁ ସମ୍ମାନ, ଆଇପିଏସ୍‌ ଦେବେ ଦିନକର ଦରମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲୱାନା ଆକ୍ରମଣରେ ସହିଦଙ୍କ ପରିବାରକୁ ଗୋଟେ ଦିନର ଦରମା ଦେବେ ଓଡ଼ିଶା ଆଇପିଏସ୍‌ ସଙ୍ଘ। ଜମ୍ମୁ-କଶ୍ମୀରର ପୁଲୱାନାରେ ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ...

କାନ୍ଦୁଛି ପାରିଶିଖର, ଝୁରୁଛି ରତନପୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରିଶିଖର ଓ ରତନପୁର ଗାଁରେ ଶୋକର ଛାୟା। ସହିଦ ମନୋଜ, ପ୍ରସନ୍ନଙ୍କୁ ଝୁରି ଘୁମୁରି ଘୁମୁରି କାନ୍ଦୁଛନ୍ତି ଗାଁ ଲୋକେ। ଦୁଇ ଦିନ ହେଲା କାହା ଘରେ ଚୁଲି ଜଳୁନି। ଖାଇବା ପିଇବା...

ନୂଆପଡ଼ାରେ ସହିଦଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ୧୪ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦ ବିସ୍ଫୋରଣରେ ୪୪ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଯାହାକି ବର୍ତ୍ତମାନ ସାରା ଦେଶକୁ ବିଚଳିତ କରିଦେଇଛି। ଚାରିଆଡ଼େ ପ୍ରତିବାଦର ସ୍ୱର ଉଠୁଥିବା ବେଳେ ନୂଆପଡ଼ା...

ଭୁବନେଶ୍ଵରରେ ପହଞ୍ଚିଲା ସହିଦଙ୍କ ପାର୍ଥିବ ଶରୀର, ଦିଆଗଲା ଗାର୍ଡ ଅଫ୍ ଅନର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲୱାମା ଆତଙ୍କବାଦୀ ହମ୍‌ଲାରେ ସହିଦ ହୋଇଥିବା ଦୁଇ ଓଡ଼ିଆ ପୁଅ ପ୍ରସନ୍ନ କୁମାର ସାହୁ ଏବଂ ମନୋଜ ବେହେରାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ନୂଆଦିଲ୍ଲୀରୁ ସ୍ୱତନ୍ତ୍ର...

ସହିଦଙ୍କ ପରିବାର ଲାଗି ଅନୁକମ୍ପା ରାଶି ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁ଼-କଶ୍ମୀର ପୁଲୱାମାଠାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୪୪ ଜଣ ଯବାନ ସହିଦ ହୋଇଛନ୍ତି। ଏହି ୪୪ ଜଣଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଯବାନ ମଧ୍ୟ ଥିଲେ। ଏହି ଆକ୍ରମଣରେ ସହିଦ...