୩୯ ବର୍ଷରେ କିନ୍ନର ମୀରା ପରିଡ଼ା – ଜନ୍ମଦିନରେ ରକ୍ତଦାନ ଶିବିର
ଓଡ଼ିଶାଲାଇଭ୍ ବ୍ୟୁରୋ
୩୯ ବର୍ଷରେ ପଦାର୍ପଣ କଲେ କିନ୍ନର ମୀରା ପରିଡ଼ା। ତେବେ ଜନ୍ମଦିନ ଉପଲକ୍ଷେ ପଲାଶପଲ୍ଲୀଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ ମୀରା। ଏଥଇଥିରେ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
ଏହି...
୨୦୧୨ ମଧ୍ୟପ୍ରଦେଶ ଟ୍ରେଜେରୀ ଲୁଟ୍ ଘଟଣା – କେନ୍ଦ୍ରାପଡ଼ାରେ ମଧ୍ୟପ୍ରଦେଶ ପୋଲିସ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶ ଗୁନା ଜିଲ୍ଲାରେ ଏକ ସରକାରୀ କାର୍ଯ୍ୟାକାଳୟ ଟ୍ରେଜେରୀରୁ ୨୦୧୨ରେ ଡକାୟତି ଦଳ କର୍ମଚାରୀଙ୍କୁ ନିଶା ଦେଇ ଚମ୍ପଟ ମାରିଥିଲେ। ଡକାୟତି ଦଳଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲା। ଏହି ଡକାୟତି...
ଆରମ୍ଭ ହେଲା ଖଣ୍ଡଗିରି-ଉଦୟଗିରି ମହୋତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଖଣ୍ଡଗିରି-ଉଦୟଗିରି ମହୋତ୍ସବର ଆଜି ଥିଲା ଉଦଘାଟନୀ ସନ୍ଧ୍ୟା। ଏହାକୁ ଉଦଘାଟନ କରିଥିଲେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ...
ବୈଜୟନ୍ତଙ୍କ ବିରୋଧରେ ଆୟକର ଫାଙ୍କି ଅଭିଯୋଗ, ଲୋକସଭାରେ ପ୍ରଶ୍ନ ଉଠାଇଲେ ଭର୍ତ୍ତୃହରି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଭର୍ତ୍ତୃହରିଙ୍କ ପ୍ରଶ୍ନ: ବୈଜୟନ୍ତଙ୍କ ବିରୋଧରେ କ'ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର।
ପୁଣି ଅଡୁଆରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତଙ୍କ ନାଁରେ ଆୟକର ଫାଙ୍କି ଏବଂ ବିଦେଶରୁ ବେଆଇନ୍ ଉପାୟରେ...
ଲୋକାୟୁକ୍ତ ଚୟନ କମିଟି ବୈଠକରେ ଚୂଡ଼ାନ୍ତ ହେଲା ଅଧ୍ୟକ୍ଷଙ୍କ ନାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ବସିଥିଲା ଲୋକାୟୁକ୍ତ ଚୟନ କମିଟିର ବୈଠକ। ଏହି ବୈଠକରେ ସର୍ବସମ୍ମତିକ୍ରମେ ଅଧ୍ୟକ୍ଷଙ୍କ ନାଁ ଚୂଡ଼ାନ୍ତ ହୋଇଛି। ତେବେ କାହାକୁ ଅଧ୍ୟକ୍ଷ ଭାବେ ଚୂଡ଼ାନ୍ତ...
ଶ୍ରୀମନ୍ଦିରରେ ସଂସ୍କାର – ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଶଙ୍କରାଚାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଫେବ୍ରୁଆରି ୧୭ରେ ଏକ ବୈଠକ ଡକାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ବୈଠକରେ ଯୋଗ ଦେବା ପାଇଁ ନିମନ୍ତ୍ରଣ...
ନିର୍ବାଚନ ପୂର୍ବରୁ ସଚେତନତା ସୃଷ୍ଟି ଲାଗି ମକ୍ ପୋଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସଚେତନତା ସୃଷ୍ଟି ପାଇଁ ସଚିବାଳୟରେ ମକ୍ ପୋଲ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମକ୍ ପୋଲ ବେଳେ ଇଭିଏମ୍ ଭିଭିପାଟ ବ୍ୟବହାର ନେଇ ଅଧିକାରୀ ଓ ସଚିବାଳୟ...
ବସ୍ତିବାସିନ୍ଦାଙ୍କ ହକ୍ ପାଇଁ ଅଣ୍ଟା ଭିଡ଼ିଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସମ୍ବଲପୁରରେ ବସ୍ତିବାସିନ୍ଦାଙ୍କ ସ୍ଥାୟୀ ଘର ଜମି ପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗୁ କରିବା ନେଇ ବିଜେପି ଓ ବସ୍ତିବାସିନ୍ଦାଙ୍କ ପକ୍ଷରୁ ମହାନଗର ଗିରଫ କରାଯାଇଛି।...
କଂଗ୍ରେସକୁ ଫେରିବେ ହେମା ଗମାଙ୍ଗ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସ୍ତ୍ରୀ ହେମା ଗମାଙ୍ଗ ପୁଣି କଂଗ୍ରେସକୁ ଫେରିବେ। ଏନେଇ ଦିଲ୍ଲୀରେ ହେମା ଡେରା ପକାଇଛନ୍ତି। କଂଗ୍ରେସର ଶୀର୍ଷ ନେତୃବୃନ୍ଦଙ୍କୁ ଭେଟି କଂଗ୍ରେସ ଘରକୁ ଫେରିବା...
ଧର୍ମଶାଳାରୁ କାଙ୍ଗାଳୀ ପଣ୍ଡା ହେବେ କଂଗ୍ରେସର ପ୍ରାର୍ଥୀ?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଜେଡିର ପ୍ରଣବ ବଳବନ୍ତରାୟଙ୍କ ବିପକ୍ଷରେ କଂଗ୍ରେସ କାଙ୍ଗାଳୀ ଚରଣ ପଣ୍ଡାଙ୍କୁ ପ୍ରାର୍ଥୀ କରିବ।
ଯାଜପୁର ଜିଲ୍ଲାର ଅନ୍ୟ ଏକ ସମ୍ବେଦନଶୀଳ ଆସନ ହେଉଛି ଧର୍ମଶାଳା। ଏଠାରୁ ବହୁ ରଥୀ ମହାରଥୀ ଅତୀତରେ...





















