ବୈଜୟନ୍ତଙ୍କ ‘ଥାର୍ଡ ଫ୍ଲୋର’ ଟାର୍ଗେଟ୍‌ର କାଉଣ୍ଟର ରଖିଲେ ନବୀନ

ଓଡ଼ିଶାଲାଇଭ୍‍ ପଲିଟିକାଲ୍‍ ବ୍ୟୁରୋ କ୍ରମାଗତ ଭାବେ ଥାର୍ଡ ଫ୍ଲୋର କ୍ଷମତା କେନ୍ଦ୍ରକୁ ନେଇ ଉଠୁଥିବା ଅଭିଯୋଗର ଉତ୍ତର ରଖିଲେ ନବୀନ କିଛି ନୂଆ କଥା ନୁହେଁ: ନବୀନ ଦଳ ଭିତରେ ବିରୋଧୀଙ୍କ ଆଚରଣର...

ଫିଲ୍ମରୁ ଯାତ୍ରା ସଙ୍ଗୀତ: ସବୁଠି ମହକିଛି ଅମୃତାଂଶୁଙ୍କ ସ୍ୱରର ମହକ

ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି ସହରରେ ସଂଗୀତକୁ ନେଇ ଯେ କୌଣସି କାର୍ଯ୍ୟକ୍ରମ ହେଲେ ଆୟୋଜକମାନେ ଖୋଜିଥାନ୍ତି ଅମୃତାଂଶୁଙ୍କୁ। ବିଭିନ୍ନ ମଞ୍ଚ କାର୍ଯ୍ୟକ୍ରମ ସାଙ୍ଗକୁ ଆଲବମ୍, ସିନେମା ଓ ଯାତ୍ରାଜଗତରେ ଅମୃତାଂଶୁଙ୍କର ଚର୍ଚ୍ଚା ଚାଲେ।...

ତୃତୀୟ ମହଲାକୁ ନେଇ ଜୋର୍ ଧରିଲା ରାଜନୀତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ତୃତୀୟ ମହଲାକୁ ନେଇ ଜୋର୍‌ ଧରିଛି ରାଜନୀତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂ ତୃତୀୟ ମହଲା ଅଫିସରଙ୍କ ଉପରେ ଟିପ୍ପଣୀ ଦେଇ ରାଜ୍ୟ...

ଦେଶର ବିଭିନ୍ନ ବେଳାଭୂମିରେ ତିରୁଭଲ୍ଲୁଭରଙ୍କୁ ବାଲୁକା ଶ୍ରଦ୍ଧାଞ୍ଜଳି ଦେବେ ସୁଦର୍ଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୫ ତାରିଖରେ ତିରୁବନନ୍ତପୁରମ୍‌ ବେଳାଭୂମିରେ ଶ୍ରଦ୍ଧାଞ୍ଜଳି ୧୬ ତାରିଖରେ ଚେନ୍ନାଇର ପ୍ରସିଦ୍ଧ ମେରିନା ବିଚ୍‌ରେ ନିର୍ମାଣ ହେବ ବାଲୁକା କଳା ପୁରୀ ଏବଂ ବିଶାଖାପାଟଣା ପରେ ଏବେ ଦେଶର ଆଉ ତିନୋଟି...

ସୋସିଆଲ ମିଡିଆରେ ଅନୁଭବଙ୍କ ବାହୁବଳୀ ଫଟୋ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ ରଜ ସିନେମା ପାଇଁ ଏବେଠୁ ସଜବାଜ ହେଲେଣି ଅନୁଭବ ସ୍ଲିମ୍‌ ଫିଗର ପାଇଁ ଅନୁଭବ ଯାଉଛନ୍ତି ଜିମ୍‌ ଡାଏଟ୍‌ କଣ୍ଟ୍ରୋଲ ଉପରେ ଜୋର୍ ଦେଉଛନ୍ତି ଓଲିଉଡ ତାରକା ଅନୁଭବ ମହାନ୍ତି...

ରମା ଛାଡ଼ିଲେ ବିଜେଡି: କହିଲେ, “ନବୀନଙ୍କର ନାହିଁ ଦୂରଦୃଷ୍ଟି, ତାମିଲ୍‌ବାବୁ ଚଳାଉଛନ୍ତି ଦଳ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡିରୁ ଇସ୍ତଫା ଦେଇ ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂ। ନବୀନ କିଛି ନୁହନ୍ତି, ତାମିଲ୍‌ବାବୁଙ୍କ ଇସାରାରେ ସବୁକିଛି ଚାଲୁଛି କହି ରମା...

ଆରମ୍ଭ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମ୍ମିଳନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇଦିନିଆ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମ୍ମିଳନୀ। ୩୦ଟି ଜିଲ୍ଲାର ସମସ୍ତ ମୁଖ୍ୟ ଚିକିତ୍ସାଧିକାରୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ଏହି ସମ୍ମିଳନୀକୁ ସ୍ୱାସ୍ଥ୍ୟ ଓ ପରିବାର...

ମାହାଙ୍ଗାରେ ପ୍ରକଳ୍ପ ରାଜନୀତି: ଛକାପଞ୍ଝା ଭିତରେ ‘ଜୟ ପଣ୍ଡା’ ଉଦ୍‌ଘାଟନ କଲେ ପାଣିଟାଙ୍କି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛକାପଞ୍ଝା ଭିତରେ ନିଶ୍ଚିନ୍ତକୋଇଲି ବ୍ଲକର ବୁହାଳୋ ପଞ୍ଚାୟତକୁ ଆସିଥିଲେ ସାଂସଦ ବୈଜୟନ୍ତ ପଣ୍ଡା। ସାଂସଦ ପାଣ୍ଠିରେ ନିର୍ମିତ ପାଣିଟାଙ୍କିକୁ ଉଦ୍‌ଘାଟନ କରିବା ସହ ବିରୋଧୀଙ୍କୁ ଦେଇଛନ୍ତି ଜବାବ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି।...

ସଫଳ ମହିଳା ଉଦ୍ୟୋଗୀ ସନ୍ଧ୍ୟାରାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ   'ମୁଁ ଆଜି ସକ୍ଷମ, ସ୍ଵାବଲମ୍ବୀ। ମୋ ପରିବାର ଖୁସିରେ ଚଳୁଛି। ସ୍ଵାମୀଙ୍କୁ ମୁଁ ଏବେ ଆର୍ଥିକ ସହଯୋଗ କରିପାରୁଛି। ଭବିଷ୍ୟତ ପାଇଁ ଅଳ୍ପ କିଛି ସଞ୍ଚୟ କରିବାକୁ ସମର୍ଥ ହୋଇଛୁ।...

୨୦୧୯ ଏପ୍ରିଲ୍ ସୁଦ୍ଧା ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୦୧୯ ଏପ୍ରିଲ ମାସ ସୁଦ୍ଧା ଭୁବନେଶ୍ଵର ବରମୁଣ୍ଡା ବସଷ୍ଟାଣ୍ଡର ନବୀକାରଣ କରାଯାଇ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଭାବରେ ବିକଶିତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି...