ଆଜିର ବଡ଼ ଖବର (୨୦ ଏପ୍ରିଲ୍, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୭ ବର୍ଷରେ ୬ ଥର: ଆଉ ବଦଳିବେ କେତେ ପିସିସି ସଭାପତି? ଓଡ଼ିଶା କଂଗ୍ରେସକୁ ସଜାଡ଼ିବା ପାଇଁ ହାଇକମାଣ୍ଡ ୧୭ ବର୍ଷ ଭିତରେ ୬ ଥର ପିସିସି ସଭାପତି ବଦଳାଇ ସାରିଲେଣି। ହେଲେ...

ହକି ବିଶ୍ୱକପ୍ ପୂର୍ବରୁ ସଜେଇ ହେବ ରାଜଧାନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହକି ବିଶ୍ୱକପକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଣ୍ଟ ନଭେମ୍ବର ୨୮ରୁ ଡିସେମ୍ବର ୧୬ ଯାଏଁ ଚାଲିବ ହକି ବିଶ୍ୱକପ ସ୍ମାର୍ଟ ସିଟିରେ ମିଳିବ ହାଇ ସ୍ପିଡ୍ ଫ୍ରି...

ରାହୁଲ ଖେଳିଲେ ସିନିୟର କାର୍ଡ, ବରିଷ୍ଠ ନେତାଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗୁରୁବାର ଓଡ଼ିଶା କଂଗ୍ରେସର ନବକଳେବର କରିଛନ୍ତି। ପ୍ରସାଦ ହରିଚନ୍ଦନଙ୍କୁ ପିସିସି ସଭାପତି ପଦରୁ ହଟାଇ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ଓଡ଼ିଶା କଂଗ୍ରେସର ମଙ୍ଗୁଆଳ କରିଛନ୍ତି।...

ଚାରିଦିନ ବିତିଲା, ଶ୍ରୀମନ୍ଦିରରେ ମିଳିଲାନି ମହାପ୍ରସାଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାପ୍ରସାଦ ନମିଳିବାରୁ ଶ୍ରଦ୍ଧାଳୁ ନିରାଶ ଚାରି ଦିନ ହେଲା ଲାଗି ରହିଛି ଏହି ଅସୁବିଧା ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରୁଥିଲେ ସୁଆର-ମହାସୁଆର ନିଯୋଗ ସମିତି ରାଜି ହେଉ...

ନିଆରା ପରମ୍ପରା: ବାଲେଶ୍ୱରରେ ଆରମ୍ଭ ହେଲା ପଟିଦିଅଁ ଅଙ୍କନ-ପୂଜନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ନିଆରା ପରମ୍ପରା ତଥା ଉତ୍କଳୀୟ ଚିତ୍ରକଳା ଓ ଚିତ୍ରକରଙ୍କର ଅନନ୍ୟ ପର୍ବକୁ ଲୋକାଭିମୁଖି କରିବା ଲକ୍ଷ୍ୟରେ ବାଲେଶ୍ୱରରେ ଆରମ୍ଭ ହୋଇଛି ପଟିଦିଅଁ ଅଙ୍କନ ଓ ପୂଜନ...

ବୈଜୟନ୍ତଙ୍କ ଘରୁ ନବୀନଙ୍କ ଶିବିରକୁ ତୀର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡି-ବୈଜୟନ୍ତ ବିବାଦର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ବୈଜୟନ୍ତଙ୍କ ଘରେ ସାମ୍ବାଦିକ ସମ୍ମିଳନୀ କରି ସାଂସଦଙ୍କର ଜଣେ ସମର୍ଥକ ବିଜେଡି ଶିବିରକୁ ତୀର ମାରିଛନ୍ତି। ବିଜେଡି ଶିବିରକୁ ତୀର ମାରିବା...

ସୁସ୍ଥ ହେବାପରେ ସୋସିଆଲ ମିଡିଆରେ ଅନୁଭବଙ୍କ ଜବରଦସ୍ତ ଏଣ୍ଟ୍ରି: ଫ୍ୟାନଙ୍କୁ କହିଲେ ଧନ୍ୟବାଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଲିଉଡର ସୁପରଷ୍ଟାର୍ ଅନୁଭବ ମହାନ୍ତି ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ଓଲିଉଡ ଭାଇଜାନ ସୁସ୍ଥ ହୋଇ ପୁଣି ସୁଟିଂ ଆରମ୍ଭ କରିଛନ୍ତି। ନିକଟରେ ଫିଲ୍ମ ସୁଟିଂବେଳେ ଆହତ ହୋଇପଡ଼ିଥିଲେ ଓଲିଉଡ ଷ୍ଟାର୍ ଅନୁଭବ...

ବୈଜୟନ୍ତ ସମର୍ଥକଙ୍କ ପ୍ରେସମିଟ୍: କହିଲେ, “ସାଂସଦଙ୍କ ବିରୋଧରେ ଚାଲିଛି ଷଡ଼ଯନ୍ତ୍ର”

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଢ଼ୁଛି ବୈଜୟନ୍ତ-ବିଜେଡି ବିବାଦ। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଶିବିରକୁ ବିଜେଡି ନେତା ଟାର୍ଗେଟ୍ କରିବା ପରେ ଆଜି ବୈଜୟନ୍ତଙ୍କ ସମର୍ଥକ ବିଜେଡି ଶିବିରକୁ ତୀର ମାରିଛନ୍ତି। ଭୁବନେଶ୍ୱରସ୍ଥିତ ସାଂସଦଙ୍କ ବାସଭବନରେ...

ଶ୍ରୀରାମଚନ୍ଦ୍ର ଦାଶ ଥିଲେ ଜଣେ ଅନନ୍ୟ ସାଧାରଣ ବକ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀରାମଚନ୍ଦ୍ର ଦାଶଙ୍କୁ ଅବା କିଏ ନ ଜାଣେ? ଓଡ଼ିଶାରେ ଏଭଳି ବହୁତ କମ ବ୍ୟକ୍ତି ଜନ୍ମ ନେଇଛନ୍ତି ଯେଉଁମାନେ ନିଜର ବାକପଟୁତା ପାଇଁ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ନିଜର ପ୍ରତ୍ୟୁତ୍ପନ୍ନମତିତା ପାଇଁ...

ପିସିସି ମୁଖିଆ ନିରଞ୍ଜନ: ତିନି ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ନେଇ ଆରମ୍ଭ କରିବେ ସେକେଣ୍ଡ ଇନିଂସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ପିସିସି ସଭାପତି ହେଲେ ନିରଞ୍ଜନ ପଟ୍ଟନାୟକ। ତାଙ୍କୁ ସଯୋଗ କରିବା ପାଇଁ ତିନି ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ରାହୁଲ ଗାନ୍ଧି। ତିନି ଜଣ କାର୍ଯ୍ୟକାରୀ ସଭାପତିଙ୍କୁ...