ବଢ଼ିଲା ଜିଆର୍ଏସ୍ଙ୍କ ଦରମା: ପାଇବେ ୮,୮୦୦ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଆର୍ଏସ୍ ଆନ୍ଦୋଳନକୁ ନେଇ ଜୋର୍ ଧରିଲା ରାଜନୀତି
ଜିଆର୍ଏସ୍ଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପୋଲିସ ଲାଠିମାଡ଼କୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ
ପ୍ରଦୀପ ମହାରଥୀ କହିଲେ ଆନ୍ଦୋଳନକୁ ଉସ୍କାଉଛନ୍ତି ଧର୍ମେନ୍ଦ୍ର
ବଢ଼ିଲା...
‘ଓଡ଼ିଶା ବାଇଏନାଲେ ୨୦୧୭’ ଆଜିଠାରୁ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ କଳା ଓ ସଂସ୍କୃତିର ଉତ୍ସବ ‘ଓଡ଼ିଶା ବାଇଏନାଲେ ୨୦୧୭’ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ନଅଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ମାଇଣ୍ଡଟ୍ରି କଲିଙ୍ଗ୍ କ୍ୟାମ୍ପସଠାରେ ଅନୁଷ୍ଠିତ ହେବ।...
ଦୁଃଖ ପ୍ରକାଶ କଲେ ଦାମ: ଲେଖାଶ୍ରୀ କହିଲେ, ‘କ୍ଷମା ନମାଗିଲେ ଛାଡ଼ିବୁନି’
ଓଡ଼ିଶାଲାଇଭ୍ ବ୍ୟୁରୋ
ପରିସ୍ଥିତି ଅଣାୟତ୍ତ ହେବା ପରେ କଥା ବଦଳାଇଛନ୍ତି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ଲେଖାଶ୍ରୀଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏହି ବରିଷ୍ଠ ମନ୍ତ୍ରୀ। ହେଲେ ଏହାକୁ...
ଶନିବାର ସଚିବାଳୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳମାନଙ୍କର ଗରୁତ୍ବପୂର୍ଣ୍ଣ ବୈଠକ ବସିବ। ଏହି ବୈଠକରେ ରାଜ୍ୟ ସରକାରଙ୍କ ୧୨ଟି ଯୋଜନା ସମ୍ପକର୍ରେ ସମୀକ୍ଷା କରାଯିବ। ମମତା, ନିରାମୟ, ଖାଦ୍ୟ ସୁରକ୍ଷା ଆଇନ୍, ସର୍ବଶିକ୍ଷା ଅଭିଯାନ, ବିଜୁ...
ଟଳିନି ବିପଦ: ଭେଣ୍ଟିଲେଟରରେ ଜଗା-କାଳିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ବିତୀୟ ପର୍ଯ୍ୟାୟ ଅପରେସନ୍ ପରେ ଅଲଗା ହୋଇଛନ୍ତି ଜଗା-କାଳିଆ। ଉଭୟଙ୍କୁ ଦିଲ୍ଲୀ ଏମ୍ସର ଭେଣ୍ଟିଲେଟରରେ ରଖାଯାଇଛି। ଆଗାମୀ ୧୮ ଦିନ ଉଭୟଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି।
ଯୋଡ଼ା ମୁଣ୍ଡରୁ...
ପୋଲିସ ପାହାର ଖାଇଲେ ଜିଆର୍ଏସ୍, ପୂରଣ ହେଲାନି ଦାବି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜରାସ୍ତାରେ ପୁଣି ଲଢ଼େଇ। ଧସ୍ତାଧସ୍ତି ହେଲେ ଗ୍ରାମ ରୋଜଗାର ସେବକ ଏବଂ ପୋଲିସ। ଲାଠି ମାଡ଼ରେ ଲହୁଲୁହାଣ ହେଲେ ୨୦ରୁ ଅଧିକ ଜିଆର୍ଏସ୍। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆଜି...
ଭୁବନେଶ୍ୱରରେ ଖୋଲିଲା ଡକ୍ଟର ଅଗ୍ରୱାଲସ୍ ଚକ୍ଷୁ ଚିକିତ୍ସାଳୟ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=MFiVYzqwOyU]
ରାଜଧାନୀ ଭୁବନେଶ୍ୱରର ସହୀଦନଗରର ବିଏମସି ଭବାନୀ ମଲରେ ଖୋଲିଲା ଡକ୍ଟର ଅଗ୍ରୱାଲସ ଚକ୍ଷୁ ଚିକିତ୍ସାଳୟ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଚକ୍ଷୁରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା...
ରାଜ୍ୟପାଳ ଏସ୍. ସି. ଜମିରଙ୍କୁ ଭେଟିଲେ ସୋନିକା ରୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଝିଅ ସୋନିକା ରୟ ଫିଲିପାଇନ୍ସଠାରେ ହେବାକୁ ଥିବା ‘ମିସ୍ ଏସିଆ ପାସିଫିକ୍ ଇଣ୍ଟରନ୍ୟାସନାଲ ୨୦୧୭’ ସୁନ୍ଦରୀ ପ୍ରତିଯୋଗିତାରେ ଭାରତ ପାଇଁ ଏହି ମୁକୁଟ ହାତେଇବାକୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।...
ଅଡ଼ୁଆରେ ଦାମ: ନେତା ଛାଡ଼ିଲେ ହାତ, ବାସଭବନ ଘେରିଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ମହଙ୍ଗା ପଡ଼ିଛି ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି' ମନ୍ତବ୍ୟ। ବିବାଦୀୟ ହୋଇପଡିଛନ୍ତି ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ବିଜେପି ମହିଳା ମୋର୍ଚ୍ଚା ଦାମଙ୍କ ବାସଭବନ ଘେରାଉ ଉଦ୍ୟମ କରିଥିବାବେଳେ ନିଜ ଦଳର ନେତା ବି...
ବିଜେଡିର ମିଶନ୍ ବିଜେପୁର: ପ୍ରଚାର ଆରମ୍ଭ କଲେ ରିତା, ମଙ୍ଗ ଧରିଲେ ସ୍ନେହାଙ୍ଗିନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଦଖଲ ପାଇଁ ବିଜେଡି ଅନ୍ୟ ଦୁଇ ଦଳଠାରୁ ଦୁଇ ପାଦ ଆଗରେ ରହିଛି। ବିଜେପୁରରେ କଂଗ୍ରେସ ଏବଂ ବିଜେପିର ପ୍ରାର୍ଥୀ କିଏ ହେବ ତାକୁନେଇ ଅଙ୍କ ଛିଣ୍ଡୁ ନଥିବା ବେଳେ...





















