ଆଜିଠୁ ଭୁବନେଶ୍ୱରରେ ସ୍ପୁଟନିକ୍‌-ଭି ପାଇଁ ପଞ୍ଜୀକରଣ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଆସି ପହଞ୍ଚିଛି ଋଷ୍ ନିର୍ମିତ ଟିକା ସ୍ପୁଟନିକ୍‌-ଭି। କେୟାର ହସ୍ପିଟାଲକୁ ଏହାର ୬ଶହ ଡୋଜ୍ ଆସିଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି। ବର୍ତ୍ତମାନ ୧୮ରୁ ୪୪ବର୍ଷ ବୟସର ହିତାଧିକାରୀଙ୍କୁ...

ବାଲ୍ୟ ବିବାହ ରୋକିବାକୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ଵେଷା ଅଭିଯାନ ଆରମ୍ଭ 

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ପ୍ରଥା ବିଲୋପ କରିବା ପାଇଁ ଅନ୍ଵେଷା ଅଭିଯାନ ଶୁଭାରମ୍ଭ ହୋଇଛି। (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି ଏକ କଳଙ୍କିତ ପ୍ରଥା ଆଜି ମଧ୍ୟ ଚାଲିଛି।...

‘ରାଜୀବ ଗାନ୍ଧୀ ଖେଳରତ୍ନ’ ପାଇଁ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାଁ ସୁପାରିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାମ ସୁପାରିସ କରିଛନ୍ତି ରାଜ୍ୟ ସରକାର। ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପାଇଁ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାଁ ସୁପାରିସ କରାଯାଇଛି।...

କୋହଳ ହେଉଛି କଟକଣା, ତଥାପି ଯାଇନି କରୋନା ବିପଦ  

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀର ଦ୍ଵିତୀୟ ଲହର କିଛି ମାତ୍ରାରେ ଥମିବା ସହିତ ଦେଶର ବିଭିନ୍ନ ରାଜ୍ୟରେ ଲକ୍‌ଡାଉନରେ ଢିଲା ଦିଆଯାଇଛି। କିନ୍ତୁ କିଛି ରାଜ୍ୟରେ କରୋନାର ନୂଆ ଭାରିଏଣ୍ଟ ଡେଲ୍ଟା ପ୍ଲସ୍ ଏବେ ଚିନ୍ତା ବଢ଼ାଇ...

ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ମାଟ୍ରିକ ଛାତ୍ରଛାତ୍ରୀ ଅଫଲାଇନରେ ଦେବେ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ପ୍ରକାଶ ପାଇଥିବା ଫଳାଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଅଫଲାଇନ ଜରିଆରେ ପୁଣିଥରେ ପରୀକ୍ଷା ଦେଇପାରିବେ। ଜୁଲାଇ ୫ରୁ ଅଫଲାଇନ୍ ପରୀକ୍ଷା ପାଇଁ...
NALCO

ନାଲ୍‌କୋର ନିଟ୍ ଲାଭ ୮୪୦ ପ୍ରତିଶତ ବୃଦ୍ଧି, ରପ୍ତାନିରେ ଦଶ ବର୍ଷର ରେକର୍ଡ ଅତିକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି (ନାଲ୍‌କୋ) ୨୦୨୦-୨୧ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ବ୍ୟବସାୟ ସଫଳତା ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ନାଲ୍‌କୋର ନିଟ୍ ଲାଭ ୮୪୦ ପ୍ରତିଶତ ବଢ଼ି ୧,୨୯୯.୫୬ କୋଟି...

ଖବର ବିଶ୍ଲେଷଣ – ଯୁକ୍ତ ଦୁଇରେ ସିଟ୍ ଅଭାବ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏଥିରେ ରେକର୍ଡ ସଂଖ୍ୟକ ୯୮ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଅବଶ୍ୟ ସିବିଏସ୍ଇ ଓ ଆଇସିଏସସି ପରୀକ୍ଷା ଫଳ ଏପର୍ଯ୍ୟନ୍ତ ବାହାରି ନାହିଁ।...

ରାଜ୍ୟରେ ୩ ହଜାର ତଳକୁ ଖସିଲା ସଂକ୍ରମଣ, ମୃତ୍ୟୁରେ ଲାଗୁନି ବ୍ରେକ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଗତ ୨୪ଘଣ୍ଟାରେ ୨ହଜାର ୬୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।...
bjp

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେପିର ୩ ନୂଆ କମିଟି

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ସାଂଗଠନିକସ୍ତରରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ୩ଟି ନୂଆ କମିଟି ଗଠନ କରି ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବାକୁ...
rashi fala

ଜାଣନ୍ତୁ ଆଜିର ରାଶିଫଳ – (୨୯ ଜୁନ୍ ୨୦୨୧, ମଙ୍ଗଳବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ- ଆଜି ଆଷାଢ଼ କୃଷ୍ଣ ୫ମୀ ଦିବା ୦୧:୨୩:୨୮ ଗତେ ୬ଷ୍ଠୀ ତିଥି। କୁମ୍ଭ ଚନ୍ଦ୍ର ଅହୋରାତ୍ର।...