ଡିସେମ୍ବର ପହିଲାରୁ ଇକୋ ରିଟ୍ରିଟ ୨ – ପୂର୍ବ ପ୍ରସ୍ତୁତି ଅନୁଧ୍ୟାନ କଲେ ପର୍ଯ୍ୟଟନ ସଚିବ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଡିସେମ୍ବର ୧ରୁ ପୁରୀ-କୋଣାର୍କ ବେଳାମାର୍ଗରେ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ-୨। ଏଥିପାଇଁ ସୋମାବାର ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ ଦେବ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ...
ଡିସେମ୍ବର ୧ରୁ କୋଣାର୍କ ଉତ୍ସବ – ଦର୍ଶକଙ୍କୁ ଆକର୍ଷିତ କରିବ ଅନ୍ତର୍ଜାତୀୟ ବାଲୁକାକଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ବର ୧ରୁ କୋଣାର୍କ ଉତ୍ସବ
କୋଭିଡ କଟକଣା ଭିତରେ ହେବ ଉତ୍ସବ
ଦର୍ଶକଙ୍କୁ ଆକର୍ଷିତ କରିବ ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଡିସେମ୍ବର...
ଶେଷ ହେଲା ‘ମୋ ଧାମ, ମୋ ଗର୍ବ’ ଅଭିଯାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀକୁ ଦେଶର ଏକ ନମ୍ବର ସ୍ଵଚ୍ଛ ସହରରେ ପରିଣତ କରିବା ପାଇଁ ନିକଟରେ ଆରମ୍ଭ ହୋଇଥିବା ‘ମୋ ଧାମ, ମୋ ଗର୍ବ’ ଅଭିଯାନ ଉଦ୍ଯାପିତ ହୋଇଛି। ରବିବାର ବ୍ଲୁ ଫ୍ଲାଗ୍ ସମୁଦ୍ର...
ଡିସେମ୍ବର ପହିଲାରୁ କୋଣାର୍କରେ ଆରମ୍ଭ ହେବ ଇକୋ ରିଟ୍ରିଟ-୨
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ବର ୧ରୁ ପୁଣି ଚଳଚଞ୍ଚଳ ହେବ କୋଣାର୍କ ଓ ରାମଚଣ୍ଡୀ ବେଳାଭୂମି। କାରଣ ଏଠାରେ ଇକୋ ରିଟ୍ରିଟର ଦ୍ଵିତୀୟ ସଂସ୍କରଣ ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଉତ୍ସବ ତିନି...
ଉପ ନିର୍ବାଚନ: ଏଥର ପିପିଲି ପାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ସଦର ଓ ତିର୍ତ୍ତୋଲ ପରେ ଆଗକୁ ପିପିଲିରେ ହେବାକୁ ଯାଉଛି ଉପ ନିର୍ବାଚନ।
ପ୍ରଦୀପ ମହାରଥୀଙ୍କ ପରେ କିଏ ହେବ ପିପିଲିର ନୂଆ ବିଧାୟକ? ବିଜେଡିର ଗଡ଼ ଭାବେ ପରିଚିତ ପିପିଲିରେ...
କାର୍ତ୍ତିକ ମାସ ପ୍ରଥମ ସୋମବାର – ଶ୍ରୀମନ୍ଦିରକୁ ପ୍ରବେଶ ମନା, ସିଂହଦ୍ୱାର ସାମ୍ନାରେ ଭକ୍ତଙ୍କ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର। ମନ୍ଦିର ବନ୍ଦ ଥିବାରୁ ଭଗବାନଙ୍କ ଦର୍ଶନ କାରପାରିନାହାନ୍ତି ଭକ୍ତ। ସେହିପରି ଶ୍ରୀମନ୍ଦିରରେ ପ୍ରବେଶ ମନା ଥିବାରୁ ସିଂହଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ...
ପୁରୀକୁ ସ୍ୱଚ୍ଛ କରିବାକୁ ଆଉ ଏକ ପଦକ୍ଷେପ – ଆରମ୍ଭ ହେଲା ‘ମୋ ଧାମ, ମୋ ଗର୍ବ’ ଅଭିଯାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀକୁ ପ୍ରତିଦିନ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସନ୍ତି। ଅନ୍ତର୍ଜାତୀୟ ସ୍ତରରେ ପୁରୀର ନାଁ ରହିଛି। ତେଣୁ ଏହି ସହରକୁ ଆହୁରି ଚମକାଇବା ପାଇଁ ଜିଲ୍ଲା ପ୍ରଶାସନ ଏବେ ଆଉ ଏକ...
ପୁରୀରେ ମାତିଛନ୍ତି ପଥର, ବାଲି ମାଫିଆ – ୪ ଦିନରେ ଧରାପଡ଼ିଲେଣି ୩୦ ଅଭିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲାରେ ବେଆଇନ ପଥର ଉତ୍ତୋଳନ ସହ ଚୋରା ଚାଲାଣ ବିରୋଧରେ ଜିଲ୍ଲା ପ୍ରଶାସନ ଜୋରଦାର ଚଢ଼ାଉ ଜାରି ରଖିଛି। ସେହିପରି ବେଆଇନ ବାଲି ଚାଲାଣ ଉପରେ...
ଶ୍ରୀମନ୍ଦିର ବାଇଶି ପାହାଚର ହେବ ମରାମତି, ଅନୁଧ୍ୟାନ କଲା ପ୍ରତ୍ନତତ୍ତ୍ୱ ବିଭାଗ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିର ବାଇଶି ପାହାଚର ହେବ ମରାମତି। ଏଥିପାଇଁ ପ୍ରତ୍ନତତ୍ତ୍ୱ ବିଭାଗର ଏକ ଟିମ୍ ଆଜି ବାଇଶି ପାହାଚର ଅନୁଧ୍ୟାନ କରିଛନ୍ତି। ପ୍ରଥମେ ଏହାକୁ ମାପଚୁପ କରିବା ସହିତ ପ୍ରତ୍ନତତ୍ତ୍ୱ ବିଭାଗର...
ପୁରୀ: ଚନ୍ଦନପୁର-ତୁଳସୀପୁର ମଝିରେ ଟ୍ରେନ୍ ଇଞ୍ଜିନ୍ ଲାଇନ୍ଚ୍ୟୁତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଜିଲ୍ଲା ଚନ୍ଦନପୁର-ତୁଳସୀପୁର ମଝିରେ ଏକ ଟ୍ରେନ୍ ଇଞିନ୍ ଲାଇନ୍ଚ୍ୟୁତ ହୋଇଛି। ଟ୍ରେନ୍ଟି ଖାଲି ବଗି ନେଇ ଖୋର୍ଦ୍ଧା ରୋଡ୍ରୁ ଆସୁଥିଲା। ଇଞ୍ଜିନ୍ର ଆଗ ୩ଟି ଚକ ସମେତ ପଛର ଗୋଟିଏ...




















