ଆଡ଼ପ ମଣ୍ଡପ ବିଜେ ଆରମ୍ଭ – ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରମ୍ଭ ହେଲା ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ। ଗୋଟି ପହଣ୍ଡି କରି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହୋଇଛି। ପରେ ୩ ଠାକୁର...

ଅଢ଼େଇ ହଜାର ସେବାୟତଙ୍କର ହେବ ୨ଥର କରୋନା ଟେଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଢ଼େଇ ହଜାର ସେବାୟତଙ୍କ ୨ଥର ହେବ କରୋନା ଟେଷ୍ଟ। ସେବାୟତଙ୍କ ବ୍ୟତୀତ ପୋଲିସ ଓ ସଫେଇ କର୍ମଚାରୀଙ୍କ ବି ହେବ ଟେଷ୍ଟ। ଏହାସହ ରଥଯାତ୍ରାରେ ସାମିଲ ହୋଇଥିବା ମୋଟ୍‌ ୫ ହଜାର...

ରଥଯାତ୍ରାରେ ସାମିଲ ହୋଇଥିବା ପୋଲିସ କର୍ମଚାରୀଙ୍କ କରୋନା ଟେଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ରଥଯାତ୍ରାରେ ସାମିଲ ହୋଇଥିବା ପୋଲିସ କର୍ମଚାରୀଙ୍କ କରୋନା ଟେଷ୍ଟ ହୋଇଛି। କାଲି ସାମିଲ ଥିବା ୧ ହଜାରରୁ ଅଧିକ ପୋଲିସ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଛି। ଗୋପବନ୍ଧୁ ଆୟୁର୍ବେଦ କଲେଜରେ...

ଶରଧା ବାଲିରେ ତିନି ରଥ: ସନ୍ଧ୍ୟାରେ ଆଡ଼ପମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୁର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରତ୍ନ ସିଂହାସନ ଛାଡ଼ି ମାଉସୀ ଘରକୁ ଆସିଛନ୍ତି ଭାବର ଠାକୁର। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି କାଳିଆ ସାଆନ୍ତ। ଶରଧା ବାଲିରେ...

ଆଜି ସନ୍ଧ୍ୟା ୭ଟା ପରେ ପୁରୀ ଜିଲ୍ଲାରୁ ହଟିବ କର୍ଫ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ଜିଲ୍ଲାରୁ ଆଜି ସନ୍ଧ୍ୟା ୭ଟା ପରଠୁ କର୍ଫ୍ୟୁ ହଟିବ। ଏନେଇ ସୂଚନାଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ। ଗୁଣ୍ଡିଚା ମନ୍ଦିରରେ ତିନି ରଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଲାଗି ଯାଇଥିବାରୁ...

ମହାପ୍ରଭୁ ଆମ ସମସ୍ତଙ୍କ ପରୀକ୍ଷା ନେଉଛନ୍ତି – ଗଜପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭକ୍ତଶୂନ୍ୟ ରଥଯାତ୍ରା ପରେ ପ୍ରତିକ୍ରିୟା ରଖିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। "କରୋନାକୁ ନେଇ ରଥଯାତ୍ରା ଉପରେ ଯାହାବି ପ୍ରଭାବ ପଡ଼ିଛି, ଏହା ହେଉଛି ମହାପ୍ରଭୁଙ୍କ ଆମ ସମସ୍ତଙ୍କ ପାଇଁ ପରୀକ୍ଷା। ମହାପ୍ରଭୁ...

ଘରେ ଘରେ ଭକ୍ତ କରୋନା ବନ୍ଦୀ – ଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିଲା ତିନି ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଣ୍ଡିଚା ମନ୍ଦିରରେ ଲାଗିଲା ରଥ କୋଭିଡ୍‌ କଟକଣା ଭିତରେ ରଥଯାତ୍ରା ଆସିଲେନି ଭକ୍ତ, ବଡ଼ଦାଣ୍ଡ ଶୂନ୍ୟ ସେବାୟତ ଟାଣିଲେ ରଥ ଭୋର୍‌ ୩ଟାରୁ ନୀତିକାନ୍ତି ଦିନ ୧୨ଟାରୁ ହେଲା ରଥଟଣା ...

ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାର ଶୁଭେଚ୍ଛା ଜଣାଇଲେ ସଂସ୍କୃତିମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ହେଉଛି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ରତ୍ନବେଦୀ ଛାଡ଼ି ମହାପ୍ରଭୁ ନଅଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ଏହି ଅବସରରେ ଅଗଣିତ ଭକ୍ତ, ଜଗନ୍ନାଥ ପ୍ରେମୀଙ୍କୁ ଓଡ଼ିଆ ଭାଷା, ସାହିତ୍ୟ...

ଏଥର ବିନା ଭକ୍ତରେ ଶ୍ରୀଗୁଣ୍ଡିଚା ଯାତ୍ରା – ଗୋଟିଏ ରଥକୁ ଟାଣିବେ ୫୦୦ ଜଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=4V_pI5TuG9c ଆଉ କିଛି ସମୟ ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିବ ତିନି ରଥ। ଗଜପତି ମହାରାଜା ଛେରାପହଁରା କରିସାରିବା ପରେ ଚାରମାଳ ଫିଟା ଯିବ, ଘୋଡ଼ା ଯୋଚା ହେବ ଏବଂ ପରେ...

ରଥରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=4V_pI5TuG9c ଗୋବର୍ଦ୍ଧନ ପୀଠାଧିଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରଥାରୂଢ଼ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି। ପ୍ରଥମେ ବଳଭଦ୍ର, ଦ୍ୱିତୀୟରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଯାଇ ଦର୍ଶନ କରିଛନ୍ତି ଶଙ୍କରାଚାର୍ଯ୍ୟ।...