ହାଇଦ୍ରାବାଦରେ ଓଡ଼ିଆ ଯୁବକମାନଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ହାଇଦ୍ରାବାଦରେ କିଛି ଓଡ଼ିଆ ଯୁବକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯୁବକମାନେ ମୁମ୍ବାଇରୁ ଓଡ଼ିଶା ଫେରୁଥିବାବେଳେ ହାଇଦ୍ରାବାଦରେ ସେମାନଙ୍କୁ ପୋଲିସ ଅକଟ ରଖି ମାଡ଼ ମାରିଛି।...

ୟୁନିୟନ୍‌ ବ୍ୟାଙ୍କରେ ରହିବ ଜଗନ୍ନାଥଙ୍କ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ରହିବ। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ୫.୭୫ ପ୍ରତିଶତ ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ୟୁନିୟନ...

ପୁଣି ଚିକେନ ହେଲା ଶସ୍ତା – କିଲୋ ପିଛା ୨୫ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କରୋନା ଭାଇରସ ପ୍ରଭାବ କୁକୁଡା ଉପରେ ପଡିଛି। କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳରେ ଚିକେନ କେଜି ୨୫ ଟଙ୍କା ହୋଇଛି। କରୋନା ଭାଇରସ୍‌ ଭୟରେ ଲୋକମାନେ...

ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ କୋଣାର୍କ ସୂର୍ଯ୍ୟମନ୍ଦିର

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ କୋଣାର୍କ ସୂର୍ଯ୍ୟମନ୍ଦିର। ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଏହାକୁ ବନ୍ଦ କରି ଦିଆଯାଇଥିଲା ବେଳେ ବର୍ତ୍ତମାନ ଏନେଇ ତାରିଖ ଘୋଷଣା...

ୟେସ୍‌ ବ୍ୟାଙ୍କରୁ ଫେରିଲା ଜଗନ୍ନାଥଙ୍କ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘରୋଇ ୟେସ୍‌ ବ୍ୟାଙ୍କରୁ ଫେରିଲା ଜଗନ୍ନାଥଙ୍କ ଟଙ୍କା। ଇ-ଟ୍ରାନ୍ସଫର ମାଧ୍ୟମରେ ୩୯୭ କୋଟି ଟଙ୍କା ଶ୍ରୀମନ୍ଦିର ଏସ୍‌ବିଆଇ ଆକାଉଣ୍ଟକୁ ଫେରିଲା। ଏନେଇ ୟେସ୍‌ ବ୍ୟାଙ୍କର ବରିଷ୍ଠ ଉପସଭାପତି ଜୟଦେବ ଦାସ ସୂଚନା...

ଦୁଇ ଦିନ ଭିତରେ ପୁରୀର ସମସ୍ତ ହୋଟେଲ ଛାଡ଼ିବେ ପର୍ଯ୍ୟଟକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ପୁରୀରେ ଥିବା ପର୍ଯ୍ୟଟକମାନଙ୍କୁ ଦୁଇ ଦିନ ଭିତରେ ସମସ୍ତ ହୋଟେଲ ଛାଡ଼ିବାକୁ କୁହାଯାଇଛି। ଏନେଇ ପର୍ଯ୍ୟଟକମାନଙ୍କୁ ଦୁଇ ଦିନ ସମୟ ଦିଆଯାଇଛି। ପୁରୀରେ କରୋନା ସତର୍କତା ପାଇଁ ହୋଟେଲ ଆସୋସିଏସନ୍‌...

କରୋନା ଭୟ – ପିପିଲି ଟୋଲ ଗେଟ୍‌ରେ ପର୍ଯ୍ୟଟକଙ୍କ ହେବ କରୋନା ସ୍କ୍ରିନିଂ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ପିପିଲି ଟୋଲ ଗେଟ୍‌ରେ ପର୍ଯ୍ୟଟକଙ୍କ କରୋନା ସ୍କ୍ରିନିଂ ହେବ । କରୋନା ସନ୍ଦେହ ହେଲେ ପର୍ଯ୍ୟଟକଙ୍କୁ ଫେରାଇ ଦିଆଯିବ। ଏନେଇ ସୋମବାର ଟୁଇଟରରେ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି...

କରୋନା କଟକଣା: ଏଣିକି ଶ୍ରୀମନ୍ଦିରରେ ପ୍ରବେଶ କଲେ ଭରିବେ ଫର୍ମ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଏଣିକି ଶ୍ରୀମନ୍ଦିର ଭିତରକୁ ଯିବାକୁ ହେଲେ ଦାଖଲ କରିବାକୁ ହେବ କରୋନା ଫର୍ମ। ଏନେଇ ସୋମବାର ଶ୍ରୀମନ୍ଦିରର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ କରୋନା ଭାଇରସକୁ ରୋକିବାକୁ...

କରୋନା କଟକଣା – ମାସ୍କ ପିନ୍ଧିବେ ଶ୍ରୀମନ୍ଦିର ସେବାୟତ, ଭକ୍ତଙ୍କ ଉପରେ ରହିବ ନଜର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କଟକଣା। ଏଣିକି ଶ୍ରୀମନ୍ଦିର ଭିତରେ ସେବାୟତ ପିନ୍ଧିବେ ମାସ୍କ। ଏହାସହ ଦେଶ ବିଦେଶରୁରୁ ଆସୁଥିବା ଭକ୍ତଙ୍କ ଉପରେ ମଧ୍ୟରେ ନଜର ରଖାଯିବ। ରବିବାର...

କରୋନା ପାଇଁ କଟକଣା – କୋଣାର୍କ, ଚନ୍ଦ୍ରଭାଗା, ଚିଲିକା ବୁଲିବା ମନା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ପାଇଁ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା। ଆସନ୍ତାକାଲିଠାରୁ ପର୍ଯ୍ୟଟକମାନେ କୋଣାର୍କ, ଚନ୍ଦ୍ରଭାଗା, ଚିଲିକା ବୁଲି ପାରିବେନି। ବିଦେଶୀ ଏବଂ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ଏହି...