ପୁରୀରେ ୧୧୪୩ ସେବାୟତଙ୍କ କରୋନା ଟେଷ୍ଟ – ଜଣେ ପଜିଟିଭ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀରେ ଜଣେ ସେବାୟତଙ୍କ ନମୁନା ପଜିଟିଭ୍‌ ଚିହ୍ନଟ ହୋଇଛି। ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି। ଏହି ସେବାୟତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ...

ତାଳଧ୍ୱଜ ରଥରେ ବିରାଜମାନ କଲେ ବଳଭଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=4V_pI5TuG9c ମହାପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥରେ ବିରାଜମାନ କରିଛନ୍ତି। ଧାଡ଼ି ପହଣ୍ଡିରେ ମହାପ୍ରଭୁ ଆସି ରଥାରୂଢ଼ ହୋଇଛନ୍ତି। ଏପଟେ ଦେବୀ ସୁଭଦ୍ରାଙ୍କ ରଥରେ ସୁଦର୍ଶନ ବିରାଜମାନ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଏବେ...

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ମହାପ୍ରଭୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ବିଶ୍ୱପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା। ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ଜଗନ୍ନାଥ ୯ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବା ପାଇଁ...

କୋଭିଡ୍‌ କଟକଣା ଭିତରେ ରଥଯାତ୍ରା, ମହାବାହୁଙ୍କ ଅପେକ୍ଷାରେ ତିନି ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରଥଯାତ୍ରା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ। ପ୍ରସ୍ତୁତିରେ ରାଜ୍ୟ ସରକାର। ଶେଷରେ ପୁରୀ ରଥଯାତ୍ରାକୁ ହଁ କରିଛନ୍ତି ସୁପ୍ରିମକୋର୍ଟ। ଯେଉଁ ଖଣ୍ଡପୀଠ ଗତ ୧୮ ତାରିଖରେ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ...

୩ ମନ୍ତ୍ରୀଙ୍କୁ ରଥଯାତ୍ରା ତଦାରଖ ଦାୟିତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ତିନି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଆଇନ ମନ୍ତ୍ରୀ ପ୍ରତାପ ଜେନା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ...

ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରା – ସକାଳ ୭ଟାରୁ ପହଣ୍ଡି, ଦିନ ୧୨ଟାରୁ ରଥଟଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ତିନି ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ମହାବାହୁ। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। କରୋନା କଟକଣା ଭିତରେ ରଥଯାତ୍ରା...

ରଥଯାତ୍ରା ପାଇଁ ପୁରୀ ସଟଡାଉନ୍ – ସୋମବାର ରାତି ୯ଟାରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ ପୂରା ଜିଲ୍ଲା...

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରା ପାଇଁ ପୁରୀ ଜିଲ୍ଲା ସଟଡାଉନ୍ ସୋମବାର ରାତି ୯ଟାରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ ପୁରୀ ସିଲ୍ ଗଣମାଧ୍ୟମକୁ ସୂଚନା ଦେଲେ ପୋଲିସ୍ ଡିଜି ରଥଯାତ୍ରା ପାଇଁ ପୁରୀ ଜିଲ୍ଲା...

ଆସନ୍ତାକାଲି ଶ୍ରୀଗୁଣ୍ଡିଚା – ସୁପ୍ରିମକୋର୍ଟଙ୍କ ଅନୁମତି ପରେ ପୁରୀରେ ଘନଘନ ବୈଠକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀରେ ଚାଲିଛି ମାରାଥନ ବୈଠକ। ରଥଯାତ୍ରା ସୁରୁଖୁରୁରେ ହେବାନେଇ ଆଲୋଚନା। ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ତିନି ରଥରେ ବିରାଜମାନ କରି ତିନିଠାକୁର ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ଏଥିପାଇଁ ସୁପ୍ରିମକୋର୍ଟ...

ପୁରୀ ଜିଲ୍ଲାପାଳ କହିଲେ – ରଥଯାତ୍ରା ପାଇଁ ପ୍ରଶାସନ ପ୍ରସ୍ତୁତ ଅଛି

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ରଥଯାତ୍ରା ପାଇଁ ପ୍ରଶାସନ ପୂରା ପ୍ରସ୍ତୁତ ଅଛି। ସବୁ ବିଭାଗ ପ୍ରସ୍ତୁତ ଅଛନ୍ତି। ସୁପ୍ରିମକୋର୍ଟ ଯାହା ରାୟ ଦେବେ ତାକୁ ଗ୍ରହଣ କରାଯିବ’’, କହିଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ। ପୁରୀ ରଥଯାତ୍ରାକୁ...

ରଥଯାତ୍ରା ପାଇଁ ପ୍ରଶାସନିକ ତତ୍ପରତା – ପୁରୀ ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରା ପାଇଁ ପୁରୀ ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଯିବେ ପୁରୀ ପୁରୀର ସ୍ଥିତି ପରଖିବାକୁ ଯାଉଥିବା ନେଇ ସୂଚନା ରଥଯାତ୍ରା ପାଇଁ...