କ୍ଵାରେଣ୍ଟିନ୍‌ ସେଣ୍ଟରରେ ସାବିତ୍ରୀ ପାଳିଲେ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟବିଶ୍ଵାଳ): କ୍ଵାରେଣ୍ଟିନ୍‌ ସେଣ୍ଟରରେ ସାବିତ୍ରୀ ପଳିଲେ ମହିଳା ଅନ୍ତେବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ବିଭିନ୍ନ କ୍ଵାରେଣ୍ଟିନ୍‌ ସେଣ୍ଟରରେ। ସାବିତ୍ରୀ ବ୍ରତ ପାଇଁ ମହିଳାମାନେ...

ଏଥର ବିନା ଭକ୍ତରେ ଆୟୋଜନ ହେବ କି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିନା ଭକ୍ତରେ ଏଥର ଆୟୋଜନ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି। କମ୍‌ ସେବାୟତରେ ନୀତି ହେବ ସମ୍ପନ୍ନ। କମ୍‌ ସେବାୟତଙ୍କୁ ନେଇ ଏଥର ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ।...

ଅମ୍ପନ ମୁକାବିଲା – ଅସ୍ତରଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳ ବୁଲି ସମୀକ୍ଷା କଲେ ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ବାତ୍ୟା ଅମ୍ପନର ମୁକାବିଲା ପାଇଁ ଅଣ୍ଟାଭିଡ଼ିଛି ପୁରୀ ଜିଲ୍ଲା ପ୍ରଶାସନ। ଏନେଇ ଆଜି ପୁରୀ ଜିଲ୍ଲାପାଳ ଅସ୍ତରଙ୍ଗ ବ୍ଲକ ଉପକୂଳବର୍ତ୍ତୀ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିବା...

ପୁରୀ ବନ୍ଦାରୀକରାଳ କ୍ଵାରେଣ୍ଟିନ୍‌ ସେଣ୍ଟର ଛାଡ଼ି ଚାଲିଗଲେ ୧୩ ପ୍ରବାସୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ୍ ବନ୍ଦାରୀକରାଳ କ୍ଵାରେଣ୍ଟିନ୍‌ ସେଣ୍ଟରରୁ ୧୩ ପ୍ରବାସୀ ଫେରାର ହୋଇଯାଇଥିଲେ। ଅଧା ବାଟରୁ ବ୍ଳକ ପ୍ରଶାସନ ଦ୍ଵାରା ସେମାନଙ୍କ ମଧ୍ୟରୁ ୧୦ ଜଣକୁ...

ଓଲରା ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପୁରୀ ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଅସ୍ତରଙ୍ଗ ମାଣ୍ତୁକି ଗ୍ରାମ ପଞ୍ଚାୟତର ଓଲରା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପୁରୀ ଜିଲ୍ଲା ପ୍ରଶାସନ। ଓଲରା ଗ୍ରାମରେ ଦୁଇ ଜଣ ସ୍ଵାମୀ-ସ୍ତ୍ରୀ ପଜିଟିଭ୍‌ ଚିହ୍ନଟ...

ଆସନ୍ତାକାଲି ଭଉଁରୀ – ଅଖରେ ଲାଗିବ ରଥ ଚକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି। ଚଳିତବର୍ଷ ବିଳମ୍ବରେ ରଥ ନିର୍ମାଣ କାମ ଆରମ୍ଭ ହୋଇଥିବାରୁ ବିଧି ଅନୁସାରେ ଯେଉଁ ତିଥିରେ ଯାହା...

କିରୋସିନ ନେଣଦେଣରେ ଘୋଟାଲା – ପୁରୀ ତାଳଦା ପଞ୍ଚାୟତ ଅଧିକାରୀଙ୍କୁ ଘେରିଲେ ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କରୋନା ମହାମାରୀ ସମୟରେ ପିଡିଏସ୍‌ ସାମଗ୍ରୀ ଦେବାରେ ଘୋଟାଲା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତରେ। ପଞ୍ଚାୟତ ଅଧିକାରୀ ଦେବେନ୍ଦ୍ର...

ପୁରୀ ରଥ ଖଳାରେ କରୋନା ସତର୍କତା – ପ୍ରତିଦିନ ସେବାୟତଙ୍କର ସ୍କ୍ରିନିଂ, ସାମାଜିକ ଦୂରତା ଉପରେ ଗୁରୁତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=M4aiFk2CRIM ରଥ ନିର୍ମାଣରେ ଲାଗିଛନ୍ତି ୧୪୮ ଜଣ ମହାରଣା, କମାର ଓ ଭୋଇ ସେବାୟତ ଭକ୍ତ ନିବାସରେ ରହିବା, ଖାଇବାର ସ୍ୱତନ୍ତ୍ର ବ୍ୟବସ୍ଥା ସ୍ୱତନ୍ତ୍ର ବସ୍‌ରେ ଯିବା ଆସିବା କରୁଛନ୍ତି ସେବାୟତ ...

ଆରମ୍ଭ ହେଲା ରଥ ନିର୍ମାଣ – ମହାରଣା ସେବାୟତଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭକ୍ତ ନିବାସରେ ରହିବେ ମହାରଣା ସେବାୟତ ସବୁ ସେବାୟତଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା ସ୍ୱତନ୍ତ୍ର ବସ୍‌ରେ ଯିବା ଆସିବା କରିବେ ସେବାୟତ ୧୨ ଦିନ ବିଳମ୍ବରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା...

ଓଡ଼ିଶାକୁ ବଲ୍ ଫିଙ୍ଗିଲା କେନ୍ଦ୍ର – ରଥ ନିର୍ମାଣ ହେବ, କିନ୍ତୁ ରଥଯାତ୍ରା ହେବ କି ନା ନବୀନ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ରଥ ନିର୍ମାଣ କାମ ଆରମ୍ଭ କରିବାକୁ ଅନୁମତି ଦେଲା କେନ୍ଦ୍ର। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣକୁ ସବୁଜ ସଙ୍କେତ ଦେଇଛନ୍ତି କେନ୍ଦ୍ର ସରକାର। ରଥ ଖଳାରେ ରଥ ନିର୍ମାଣ ହେବ...