ନାଚି ନାଚି ଫାଙ୍କା ଗୁଳିଚାଳନା କଲେ ସୁରକ୍ଷାକର୍ମୀ, ଭାଇରାଲ ହେଲା ଭିଡିଓ

ଓଡ଼ିଶାଲାଇଭ ବ୍ୟୁରୋ ମଉଜ ମଉଜରେ ଫାଙ୍କା ଗୁଳିଚାଳନା କଲେ ୩ ଜଣ ସୁରକ୍ଷାକର୍ମୀ। ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ଷ୍ଟେଜ ପୋଗ୍ରାମରେ ନାଚିବା ବେଳେ ବ୍ଲାଙ୍କ ପାୟରିଂ କରାଯାଇଛି। ତେବେ...

ଇଣ୍ଟରନ୍ୟାସନାଲ କୋଷ୍ଟାଲ କ୍ଲିନ୍‌ଅପ୍‌ କ୍ୟାମ୍ପେନ୍‌ରେ ପୁରୀରେ ହେଉଛି ସଫେଇ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ଆୟୋଜିତ ହୋଇଛି ‘ମୋ ବିଚ୍ କାର୍ଯ୍ୟକ୍ରମ’। ବେଳାଭୂମିକୁ ସୁନ୍ଦର ଓ ସ୍ୱଚ୍ଛ ଭାବେ ଗଢ଼ି ତୋଳିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବେଳାଭୂମି ସଫେଇ କାର୍ଯ୍ୟକ୍ରମ। ଆଜି ଅନ୍ତର୍ଜାତୀୟ...

ମଙ୍ଗୁ ମଠ ଉଚ୍ଛେଦ : ପୁରୀରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଟିମ୍

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ ମଙ୍ଗୁ ମଠ ପରିଦର୍ଶନ କରିଛି ପଞ୍ଜାବର ଏକ ସ୍ଵତନ୍ତ୍ର ଟିମ୍‌। ୩ଜଣିଆ ଏହି ଟିମ୍‌ ମଠ ପରିଦର୍ଶନ କରିବା ସହ ମହନ୍ତଙ୍କ ସହ ଆଲୋଚନା କରିଛନ୍ତି। ପରେ ଜିଲ୍ଲାପାଳଙ୍କ ସହ...

ଶ୍ରୀମନ୍ଦିର ସଂସ୍କାର ମାମଲା – ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କୁ ସମୟ ମାଗିଲେ ଆମିକସ କ୍ୟୁରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟରେ ୩ଜଣିଆ ଖଣ୍ଡପୀଠରେ ମଙ୍ଗଳବାର ଶ୍ରୀମନ୍ଦିର ସଂସ୍କାରଜନିତ ମାମଲାର ଶୁଣାଣି ହୋଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟାର ସମୀକ୍ଷା ରିପୋର୍ଟ ଦାଖଲ ପାଇଁ ସୁପ୍ରିମକୋର୍ଟଙ୍କୁ ଆଉ ୨ ସପ୍ତାହ ସମୟ ମାଗିଛନ୍ତି...

ପ୍ରଧାନମନ୍ତ୍ରୀଙ୍କୁ ବାଲୁକା କଳା ମାଧ୍ୟମରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ୬୯ତମ ଜନ୍ମଦିନ। ତାଙ୍କ ଜନ୍ମଦିନ ଉପଲକ୍ଷେ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ଅବସରରେ ଏକ ସୁନ୍ଦର ଉପହାର ଦେଇଛନ୍ତି ବାଳୁକା ଶିଳ୍ପୀ...

କୋଣାର୍କ ମନ୍ଦିର ସୁରକ୍ଷା ଚିନ୍ତା- ଆମିକସ୍ କ୍ୟୁରି କଲେ ସ୍ଥିତି ଅନୁଧ୍ୟାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଐତିହ୍ୟ ବହନ କରୁଥିବା କୋଣାର୍କର ସୂର୍ଯ୍ୟମନ୍ଦିରର ସୁରକ୍ଷା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଶୁକ୍ରବାର ଏନେଇ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍ କ୍ୟୁରି ଏନ୍.କେ. ମହାନ୍ତି ସୂର୍ଯ୍ୟମନ୍ଦିର ପରିଦର୍ଶନ...

ପୁରୀର ବିକାଶ ପାଇଁ କାହିଁକି ଆଇଏଏସ୍‌ମାନଙ୍କୁ ଭରସା କଲେ ସରକାର?

ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ ପଞ୍ଚମ ପାଳିରେ ଶାସକ ବିଜୁ ଜନତା ଦଳ ପୁରୀକୁ ଯେମିତି ଫୋକସ୍‌ କରୁଛି ତାହା ପୂର୍ବ ପାଳିରେ କେବେ ଦେଖିବାକୁ ମିଳି ନଥିଲା। ପୂର୍ବ ପାଳିରେ ଶ୍ରୀମନ୍ଦିରରେ ନୀତି ବିଭ୍ରାଟ,...

ପୁରୀର ବିକାଶ ପାଇଁ ୫ ଆଇଏଏସ୍ ଅଫିସର ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀର ବିକାଶ ପାଇଁ ରାଜ୍ୟ ସରକାରଙ୍କ ନୂଆ ନିଯୁକ୍ତି। ପୁରୀକୁ ବିଶ୍ୱ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ଶୁକ୍ରବାର ୫ ଆଇଏଏସ୍ ଅଫିସରଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ପୁରୀ ସହରର...

ନୂଆ ଟ୍ରାଫିକ ନିୟମ ମାନିବାକୁ ବାଲୁକା କଳାରେ ସଚେତନ କରାଇଲେ ସୁଦର୍ଶନ ପଟ୍ଟନାୟକ

ଓଡ଼ିଶାଲାଇଭ ବ୍ୟୁରୋ ନୂଆ ଟ୍ରାଫିକ ନିୟମ ମାନିବାକୁ ସଚେତନ କରାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରି ଏହି ସଚେତନ ବାର୍ତ୍ତା ଦେଇଛନ୍ତି। ସେ ଏହି...

କଣାସରେ ବନ୍ୟା, ୩୦ଟି ଗାଁ ଜଳବନ୍ଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଲଘୁଚାପ ବର୍ଷା ଯୋଗୁଁ ଦୟା ନଦୀରେ ବନ୍ୟା ଜଳ ପ୍ରଭାହିତ ହେବା ଫଳରେ କଣାସ ଓ ପିପିଲି ବ୍ଲକ୍‌ ପ୍ରବାହିତ ହୋଇଛି। କଣାସ ବ୍ଲକ୍‌ର ପାଖାପାଖି ୩୦ଗାଁ ଜଳବନ୍ଦୀ ହୋଇ ରହିଛି।...