ପୁରୀରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ: ପୁରୀ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ୧୯ ନମ୍ବର ୱାର୍ଡରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଜନସମ୍ପର୍କ ପଦଯାତ୍ରାରେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ...

ବାଗଦାଦିର ମୃତ୍ୟୁକୁ ନେଇ ବାଲୁକା କଳାରେ ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ: ବିଶ୍ୱର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଅବୁ ବକର ଅଲ୍ ବାଗଦାଦିର ମୃତ୍ୟୁକୁ ନେଇ ପୁରୀ ବେଳାଭୂମିରେ ବାଲୁକା କଳା କରାଯାଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଗଦାଦିର ମୃତ୍ୟୁକୁ ନିଜ...

ଛଟ୍‌ପୂଜା ପାଇଁ ପୁରୀରୁ ହଟିଆ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରର ହଟିଆରେ ହେବାକୁ ଥିବା ପ୍ରସିଦ୍ଧ ଛଟ୍‌ପୂଜା ପାଇଁ ସ୍ୱତନ୍ତ୍ର ଟ୍ରେନ ଘୋଷଣା କରିଛି ରେଳବିଭାଗ। ଏହି ଟ୍ରେନଟି ପୁରୀରୁ ହଟିଆ ପର୍ଯ୍ୟନ୍ତ ଯାତ୍ରା କରିବ। ଭିଡ଼ କମାଇବା ପାଇଁ ଏହି...

ପୁରୀରେ ପୁଣି ଉଚ୍ଛେଦ – ଭାଙ୍ଗିଲା ମହୋଦଧି ମାର୍କେଟ କମ୍ପ୍ଲେକ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଛି ଦିନର ବ୍ୟବଧାନ ପରେ ମଙ୍ଗଳବାର ପୁଣି ପୁରୀରେ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୁରୀ ମୋଚିସାହିରେ ଥିବା ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଉଚ୍ଛେଦ ହେଉଛି। ପୌର ସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ...

କୋଣାର୍କରେ ଯୁବତୀଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରିଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ: କୋଣାର୍କରେ ଯୁବତୀଙ୍କୁ ଅସଦାଚରଣ। ଯୁବତୀ ଜଣକ ପ୍ରତିବାଦ କରିବାରୁ ତାଙ୍କୁ ରାସ୍ତାରେ ପିଟିପିଟି ଲହୁଲୁହାଣ କରି ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା...

ଟିକ୍‌ଟକ୍‌ରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଭିଡିଓ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଭିଡିଓ। ମ୍ୟୁଜିକ ଭିଡିଓ ଆପ୍ ଟିକଟକ୍‌ରେ ଶ୍ରୀମନ୍ଦିର ଭିତରର ଏକ ଭିଡିଓଟି ଭାଇରାଲ ହୋଇଛି। ଶ୍ରୀମନ୍ଦିର ଭିତର ବେଢ଼ା, ଭୋଗ ମଣ୍ଡପ ଓ ଅବଢ଼ା ବଢ଼ାଯିବା...

ଶ୍ରୀମନ୍ଦିର ସମ୍ମୁଖରେ ପୟାଶ୍ରାଦ୍ଧ ପାଳିଲେ ଶ୍ରଦ୍ଧାଳୁ

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ: ଦୀପାବଳି ଅବସରରେ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ପାଳନ ହୋଇଛି ପୟାଶ୍ରାଦ୍ଧ। ଏହି ପୟାଶ୍ରାଦ୍ଧ ଦେବାକୁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଥିଲା। ସିଂହଦ୍ୱାର ସମ୍ମୁଖରେ ପୟାଶ୍ରାଦ୍ଧ କରିବାର ବିଧି...

ଆଣ୍ଡାମାନରୁ କୃଷ୍ଣପ୍ରସାଦ – ସମୁଦ୍ର ମଧ୍ୟରେ ୧୩୦୦ କିଲୋମିଟର ସଂଘର୍ଷମୟ ଯାତ୍ରା

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ କୃଷ୍ଣପ୍ରସାଦରେ ଆଣ୍ଡାମାନ ବୋଟରୁ ଉଦ୍ଧାର ହୋଇଥିବା ଅମିତ ଖଜୁର କହିଲେ ସମୁଦ୍ର ମଧ୍ୟରେ ତାଙ୍କର ୧୩ଶହ କିଲୋମିଟରର ସଂଘର୍ଷମୟ ଯାତ୍ରା। ଆଣ୍ଡାମାନରୁ ଓଡ଼ିଶା ଉପକୂଳ। ୧୩ ଶହ କିଲୋମିଟରର ସଂଘର୍ଷମୟ ଯାତ୍ରା।...

ସୁରକ୍ଷିତ ଦୀପାବଳି ପାଳିବାକୁ ବାଲୁକା କଳାରେ ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ

ଓଡ଼ିଶାଲାଇଭ ବ୍ୟୁରୋ ବାଲୁକା କଳା ମାଧ୍ୟମରେ ସୁରକ୍ଷିତ ଦୀପାବଳି ପାଳିବାକୁ ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ସେ...
Alarnath Temple

ଲଗାଣ ବର୍ଷା ଯୋଗୁଁ ପାଣି ଘେରରେ ବ୍ରହ୍ମଗିରି ଅଲାରନାଥ ମନ୍ଦିର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ: ବଙ୍ଗୋପସାଗର ସୃଷ୍ଟ ଲଘୁଚାପ କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଫଳରେ ପାଣି ଘେରରେ ପୁରୀ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିର। ମନ୍ଦିରରେ ଆଣ୍ଠୁଏ ପାଣି...