ରାୟଗଡ଼ାରେ ଆଉ ଦୁଇ ଦିନ ବଢ଼ିଲା ଲକ୍‌ଡାଉନ୍

ଓଡିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଜାରି ରହିଥିବା ଲକ୍‌ଡାଉନ୍‌ ଅବଧିକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି। ଏନେଇ ରାୟଗଡ଼ା ଜିଲ୍ଲା...

ରାୟଗଡ଼ାରୁ ୯୬ ପଜିଟିଭ୍‌, ସପ୍ତାହେ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାୟଗଡ଼ା ଜିଲ୍ଲାରୁ ଆଜି ଗୋଟିଏ ଦିନରେ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଛି। ଏଣୁ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ...

ବିଡିଓଙ୍କ ବିରୋଧରେ ଥାନାରେ ଏତଲା ଦେଲେ ବ୍ଳକ ଉପାଧ୍ୟକ୍ଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡାରୁ ତୁଷାର ରଞ୍ଜନ ସାହୁ): ରାୟଗଡା ଜିଲ୍ଲା କୋଲନରା ବିଡିଓଙ୍କ ନାଁରେ ଥାନାରେ ଏତାଲା ଦେଲେ କୋଲନରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତେଜରାଜ ନାଗ। ବ୍ଳକରେ କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ବ୍ଳକ...

ରାୟଗଡ଼ାରେ ଖୋଲିଲା କୋଭିଡ ସେଣ୍ଟର – ଦିନକୁ ୧୬ ଜଣଙ୍କର ହେବ ନମୁନା ଟେଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ ଉଦ୍‌ଘାଟନ ହେଲା କୋଭିଡ ନିରୂପଣ କେନ୍ଦ୍ର। ଏଣିକି ଆଉ ଜିଲ୍ଲାର କରୋନା ଲକ୍ଷଣ ଲୋକଙ୍କ ସ୍ୱାବ ନମୁନା ଏଭୁବନେଶ୍ଵର ଆରଏମଆରସି କେନ୍ଦ୍ର ଯିବନାହିଁ। ଏହାସହ...

ଏଥର ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ହେବନି ଶ୍ରୀଜୀଉଙ୍କ ରଥଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଏଥର ରଥଯାତ୍ରାରେ ପ୍ରତିବନ୍ଧ ସାଜିଛି କରୋନା କଟକଣା। ଫଳରେ ରାୟଗଡ଼ାର ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଗଡ଼ିବନି ରଥ। ମହାମାରୀ କରୋନା ସକାଶେ ଶ୍ରୀଜୀଉଙ୍କ ରଥ ଯାତ୍ରାରେ ରୋକ...

ରାୟଗଡ଼ାରେ ଆଜି ୪ କରୋନା ପଜିଟିଭ, ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ରାୟଗଡା ଜିଲ୍ଲାରେ ବୁଧବାର ପୁଣି ୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି...

ରାୟଗଡ଼ା ଛୁଇଁଲା କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ପାଦ ଥାପିଲା କରୋନା। ଜଣେ ମହିଳାଙ୍କ ଦେହରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି।...

ରାୟଗଡ଼ାରେ ଚତୁର୍ଥ ବାଟାଲିୟନ ପକ୍ଷରୁ ଯବାନଙ୍କୁ ମଶାରୀ ବିତରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସିଆରପିଏଫ ଚତୁର୍ଥ ବାଟାଲିୟନ ପକ୍ଷରୁ ଯବାନମାନଙ୍କୁ ମଶାରୀ ବିତରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଯୋଗଦେଇ ସୁରକ୍ଷାକର୍ମୀଙ୍କୁ...

ରାୟଗଡ଼ା ଗୁମ୍ମା ଘାଟିରେ ପ୍ରବାସୀଙ୍କ ବସ୍‌ ଦୁର୍ଘଟଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପୁଣି ଦୁର୍ଘଟଣାଗ୍ରସ୍ତ ହୋଇଛି ପ୍ରବାସୀ ଓଡ଼ିଆଙ୍କ ବସ୍‌। ଏହି ଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ନିକଟସ୍ଥ ଗୁମ୍ମା ଘାଟି ନିକଟରେ। ଏଥିରେ ଡ୍ରାଇଭରଙ୍କ ସମେତ...

ରାୟଗଡ଼ା: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ବିଦ୍ୟୁତ ତାର ସଂସ୍ପର୍ଶରେ ପ୍ରାଣ ହରାଇଲେ ଶ୍ରମିକ। ରାୟଗଡ଼ା ଜିଲ୍ଲା ବାରିଝୋଲା ଅଞ୍ଚଳରେ ଘଟିଛି ଏଭଳି ଏକ ଦୁଃଖଦପୂର୍ଣ୍ଣ ଘଟଣା। ଶୁକ୍ରବାର ସେଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା...