ରାୟଗଡ଼ାରୁ ୪୦୦ ରକ୍ତନମୁନା ସଂଗ୍ରହ କଲା ଆଇସିଏମ୍ଆର୍ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାର ଦଶଟି କ୍ଲଷ୍ଟରରୁ ୪୦୦ ରକ୍ତ ନମୁନା ସଂଗ୍ରହ କଲା ଆଇସିଏମ୍ଆର୍ ଟିମ୍। ଏହି ସବୁ ରକ୍ତରେ ରୋଗ ପ୍ରତିରୋଧକ ଶକ୍ତି ସହ ଆଣ୍ଟିବଡି...

ରାୟଗଡ଼ା: ପାଞ୍ଚଟି ଜିଲ୍ଲାର ୨୦୯ ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କଲା ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଦକ୍ଷିଣାଞ୍ଚଳ ରାଜ୍ୟରେ ଫସି ରହିଥିବା ୨୦୯ ଜଣ ପ୍ରବାସୀ ଓଡ଼ିଆ ଗୁରୁବାର ଦିନ ସ୍ଵତନ୍ତ୍ର ଟ୍ରେନ ଯୋଗେ ରାୟଗଡ଼ା ରେଳ ଷ୍ଟେସନରେ ପହଞ୍ଚିଛନ୍ତି। ସେଠାରେ ତାଙ୍କର...

ରାୟଗଡ଼ା ଜିଲ୍ଲା ଗସ୍ତରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି, ସୁରକ୍ଷା ବ୍ୟବସ୍ଥା ତଦାରଖ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଲକଡାଉନର ସ୍ଥିତି ନିରୀକ୍ଷଣ କରିବା ପାଇଁ ଆଜି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ସଫିନ୍ ଅହମ୍ମଦ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି। ଡିଆଇଜି ସଫିନ୍ ଆଜି ଓଡିଶା-ଆନ୍ଧ୍ର ସୀମାନ୍ତର କେରେଡ଼ା...

କରୋନା ଯୋଦ୍ଧା ଏଏସଆଇ ପି.ରାଭାଣାଙ୍କୁ ସମ୍ମାନିତ କଲେ ରାୟଗଡ଼ାବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡାରୁ ତୁଷାର ରଞ୍ଜନ ସାହୁ): ମହାମାରୀ କରୋନା ମୁକାବିଲାରେ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସ୍ୱାସ୍ଥ୍ୟକର୍ମୀ, ପୋଲିସ, ପୌରପାଳିକା କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ଦେଶବାସୀଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ପରିବାର...

ରାୟଗଡ଼ାରେ କରୋନା ସ୍ଥିତି ସମୀକ୍ଷା କଲେ କୋଭିଡ ପର୍ଯ୍ୟବେକ୍ଷକ ଭି ଭି ଯାଦବ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ପାଇଁ ନିଯୁକ୍ତ କୋଭିଡ଼-୧୯ର ପର୍ଯ୍ୟବେକ୍ଷକ ଭିଭି ଯାଦବ ରାୟଗଡ଼ା ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ସେ ଜିଲ୍ଲାରେ କରୋନା ମୁବିଲା ପାଇଁ କ'ଣ...

କ୍ଵାରେଣ୍ଟାଇନ୍‌ରେ ଥିବା ୩୧ ଜଣଙ୍କୁ ଘରକୁ ପଠାଇଲା ରାୟଗଡ଼ା ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କ୍ଵାରେଣ୍ଟାଇନ ସେଣ୍ଟରରେ ଥିବା ଅନ୍ତେବାସୀଙ୍କୁ ଘରକୁ ପଠାଯାଇଛି। ଏହିକ୍ରମରେ ଆଜି ରାୟଗଡ଼ା ସହରାଞ୍ଚଳ ଅଧିନରେ ଥିବା ଚାରୋଟି କ୍ଵାରେଣ୍ଟାଇନ୍‌...

ରାୟଗଡ଼ାରେ ରବି ଧାନ ସଂଗ୍ରହ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ଚଳିତ ରବି ଧାନ ସଂଗ୍ରହ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର...

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଦୁଇ ଅନ୍ତେବାସୀଙ୍କ ମଧ୍ୟରେ ଏସିଡ୍ ମାଡ଼

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କ୍ଵାରେଣ୍ଟାଇନ୍‌ ସେଣ୍ଟରରେ ଅନ୍ତେବାସୀଙ୍କ ମଧ୍ୟରେ ପରସ୍ପରଙ୍କ ଉପରେ ଏସିଡ୍ ମାଡ଼ କରିଛନ୍ତି। ଏଭଳି ଘଟଣା ଘଟିଛି ରାୟଗଡ଼ା ଥାନା ଅନ୍ତର୍ଗତ କୁମ୍ଭିକୋଟା ଗ୍ରାମର କ୍ଵାରେଣ୍ଟାଇନ୍‌...

ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ବିଶ୍ୱ ପ୍ରସିଦ୍ଧ ମହାପ୍ରଭୁଙ୍କ ଘୋଷଯାତ୍ରା ସକାଶେ ରଥକାଠ ଅନୁକୂଳ ହୋଇଛି। ଏହିକ୍ରମରେ ରାୟଗଡ଼ାର ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ମଧ୍ୟ ରଥ...

ରେଳପଥରେ ଚାଲି ଚାଲି ଅନ୍ୟ ରାଜ୍ୟକୁ ଯାଉଥିଲେ ଶ୍ରମିକ, ଉଦ୍ଧାର କଲା ପୋଲିସ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା ପାଇଁ ସାରା ଦେଶ ବର୍ତ୍ତମାନ ଲକ୍‌ଡାଉନ୍‌। ଏଥିପାଇଁ ରେଳ ପଥରେ ଚାଲି ଚାଲି ଅନ୍ୟ ରାଜ୍ୟକୁ ଯାଉଥିଲେ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରିଛି...