କୋଭିଡ୍‌ ମୁକାବିଲା – ଆସନ୍ତା ୩ ମାସରେ ସୁନ୍ଦରଗଡ଼ ଜିଲ୍ଲାରେ ଖର୍ଚ୍ଚ ହେବ ୨୦ କୋଟି ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ୍‌ ମୁକାବିଲାରେ ଆସନ୍ତା ୩ ମାସ ପାଇଁ ଖର୍ଚ୍ଚ ହେବ ୨୦ କୋଟି ସୁନ୍ଦରଗଡ଼ ଡିଏମ୍‌ଏଫ୍‌ରୁ ୧୫ କୋଟି ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୫ କୋଟି କୋଭିଡ୍‌ ପରିଚାଳନା ପାଇଁ...

ରାଉରକେଲାରେ ଖୁବ୍‌ଶୀଘ୍ର ପ୍ଲାଜମା ଥେରାପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଉରକେଲାରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ପ୍ଲାଜମା ଥେରାପି। ଆର୍‌ଏଚ୍‌ଜିରେ ଏହି ଥେରାପି ଆରମ୍ଭ କରାଯିବ ବୋଲି ଆଜି ମନ୍ତ୍ରୀପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ଏହାସହ ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ହେବ ବୋଲି...

କରୋନାକୁ ଜିତିଲେ ସୁନ୍ଦରଗଡ଼ର ୩୪ ପୋଲିସ କର୍ମଚାରୀ, ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଭାବବିହ୍ୱଳ ପରିବେଶ ଗୋଲାପ ଫୁଲ, ଚକୋଲେଟ୍‌ ଦିଆଯାଇ କରାଗଲା ଉତ୍ସାହିତ ଖୁବଶୀଘ୍ର ଡ୍ୟୁଟିରେ ଯୋଗଦେବେ କରୋନାକୁ ଜିତିଥିବା ପୋଲିସ କର୍ମୀ କରୋନା ମହାମାରୀକୁ ପରାଜିତ କଲେ...

ଭିନ୍ନକ୍ଷମମାନଙ୍କ ଚିକିତ୍ସା ପାଇଁ ସୁନ୍ଦରଗଡ଼ରେ ଖୋଲିଲା ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ ପଶ୍ଚିମ ଓଡ଼ିଶାରେ ଏହା ହେଉଛି ପ୍ରଥମ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ ଉତ୍ତରାଞ୍ଚଳ ରାଜସ୍ୱ କମିସନର କଲେ ଲୋକାର୍ପଣ ଭିନ୍ନକ୍ଷମଙ୍କୁ ମିଳିବ...
corona warriors

ସୁନ୍ଦରଗଡ଼ରେ ୩୬ ଜଣ ପୋଲିସ କର୍ମଚାରୀ ଓ ଜଣେ ଡାକ୍ତର କରୋନା ସଂକ୍ରମିତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗତ ୨୪ ଘଣ୍ଟା ମଧ୍ଯରେ ସୁନ୍ଦରଗଡ଼ରେ ଚିହ୍ନଟ ହୋଇଛନ୍ତି ସମୁଦାୟ ୫୨ ଜଣ କରୋନା ଆକ୍ରାନ୍ତ। ଏଥିମଧ୍ୟରୁ ୩୭ ଜଣ ହେଉଛନ୍ତି କରୋନା ଯୋଦ୍ଧା। ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି ୩୬...

ରାଉରକେଲା ମହାନଗର ନିଗମ ସପ୍ତାହନ୍ତ ସଟଡାଉନ୍, ଜୁଲାଇ ୩୧ ଯାଏ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଜରୁରୀ ସେବାକୁ ଛାଡ଼ି ଅନ୍ୟ ସମସ୍ତ ଚଳାଚଳ ଉପରେ କଟକଣା। ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗର ନିଗମ, ଇସ୍ପାତ ସହରାଞ୍ଚଳ ଓ କଳୁଙ୍ଗା ଶିଳ୍ପାଞ୍ଚଳ ପ୍ରତି ଶନିବାର, ରବିବାର ସଟଡାଉନ୍ ରହିବ।  କରୋନା...

ଦୁଷ୍କର୍ମ ପୀଡ଼ିତାଙ୍କୁ ପୁଣି ଦୁଷ୍କର୍ମ ଘଟଣା – ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଆଉ ଥରେ ଦୁଷ୍କର୍ମ କରି ବୀରମିତ୍ରପୁର ଥାନା ଆଇଆଇସି ଗିରଫ ହେବା ପରେ ଏବେ ସେହି ଘଟଣାରେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର ମଧ୍ୟ...

ସୁନ୍ଦରଗଡ଼ ପୌରପାଳିକାର ବିଭିନ୍ନ ୱାର୍ଡରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼: ସୁନ୍ଦରଗଡ଼ ପୌରପାଳିକାର ବିଭିନ୍ନ ୱାର୍ଡ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ବୁଧବାର ଦିନ ଜିଲ୍ଲାପାଳ ୱାର୍ଡ ନମ୍ବର ୧, ୨ ଓ ୩...

ସୁନ୍ଦରଗଡ଼ରେ ଚାଷୀମାନଙ୍କୁ ମାଣ୍ଡିଆ ବିହନ ବଣ୍ଟନ, ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’ ମାନଚିତ୍ରରେ ଆଉ ପାଦେ ଆଗେଇଲା ସୁନ୍ଦରଗଡ଼ ଜିଲ୍ଲାର ୪ଟି ବ୍ଲକରେ ଗଡ଼ିଲା ସଚେତନତା ରଥ ଗାଁ ଗାଁରେ ଚାଷୀଙ୍କୁ କରାଯାଉଛି ସଚେତନ, ଦିଆଯାଉଛି ମାଣ୍ଡିଆ ବିହନ ସୁନ୍ଦରଗଡ଼:...

ଦୁଷ୍କର୍ମ ପୀଡ଼ିତାଙ୍କୁ ଦୁଷ୍କର୍ମ ଘଟଣା – ବୀରମିତ୍ରପୁର ଥାନା ଆଇଆଇସି ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ  ଗିରଫ। କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ତାଙ୍କୁ ଗିରଫ କରିଛି। ଏନେଇ ପୋଲିସ ଡିଜି ଅଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କ୍ରାଇମବ୍ରାଞ୍ଚର...