୨୩ରେ କଂଗ୍ରେସରେ ମିଶିବେ ପ୍ରତ୍ୟୁଷା

ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ ଆସନ୍ତା ୨୩ତାରିଖରେ କଂଗ୍ରେସରେ ସାମିଲ ହେବେ କନ୍ଧମାଳର ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ। ଏ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ପ୍ରତ୍ୟୁଷା ବୁଧବାର ବିଜେଡିରୁ ଇସ୍ତଫା ଦେଇଥିଲେ।...

ଜମ୍ମୁ କଶ୍ମୀରର ୩ଟି ସ୍ଥାନରେ ପାକ୍‌ର ଗୁଳିମାଡ଼, ଯବାନ ସହିଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରାଦେଶରେ ଏବେ ରଙ୍ଗର ପର୍ବ ହୋଲି ପାଳନ ହେଉଥିଲାବେଳେ ଜମ୍ମୁରେ ଆତଙ୍କବାଦୀ ଓ ସୁରକ୍ଷକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ବାନ୍ଦିପୁରାର ହାଜିନ୍‌ରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହଁମୁହିଁ ହୋଇଛନ୍ତି। ଜମ୍ମୁ...

‘ଦଳଛଡ଼ା’ ମାର୍କେଟିଂରେ ପଛରେ ପଡ଼ିନାହିଁ କଂଗ୍ରେସ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଚଳିତ ନିର୍ବାଚନରେ କଂଗ୍ରେସ ଦଳ ବହୁ ଆଗରୁ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ବାହାଦୁରି ମାରିଥିଲା। ହେଲେ ବାସ୍ତବରେ ପ୍ରଥମ ଦଫା ତାଲିକା ବାହାର କରିବାରେ ନିରଞ୍ଜନ ବାବୁଙ୍କୁ...

ସିଆରପିଏଫ୍‌ କ୍ୟାମ୍ପ ଉପରେ ଗ୍ରେନେଡ୍ ଆକ୍ରମଣ – ୨ ଯବାନ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁ କଶ୍ମୀରର ବାରାମୂଳା ଜିଲ୍ଲା ସପୋରରେ ଆତଙ୍କବାଦୀ ସିଆରପିଏଫ୍‌ର କ୍ୟାମ୍ପ ଉପରେ ଗ୍ରେନେଡ ବିସ୍ପୋରଣ କରିଛନ୍ତି। ଏହି ବିସ୍ଫୋରଣରେ ଦୁଇ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କ ମେଡିକାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀଙ୍କୁ...

ଦାମଙ୍କୁ ସଙ୍ଖୁଳିବାକୁ ଗଲେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦାମ ରାଉତଙ୍କ ପତ୍ନୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ। ଦାମଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପି ବରିଷ୍ଠ ନେତା ଦାମ ରାଉତଙ୍କ ପତ୍ନୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ନବୀନ ପହଞ୍ଚିଥିଲେ ଦାମଙ୍କ ବାସଭବନରେ।...

ଜମ୍ମୁ କଶ୍ମୀରରେ ୩ ସାଥୀଙ୍କୁ ଗୁଳି କରି ହତ୍ୟା କଲେ ସିଆରପିଏଫ୍ ଯବାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁ କଶ୍ମୀରର ଉଦମପୁରରେ ଜଣେ ସିଆରପିଏଫ୍ ଯବାନ ନିଜର ୩ ଜଣ ସାଥୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସାଥୀଙ୍କୁ ଗୁଳି କରିବା ପରେ ଯବାନ ଜଣକ ନିଜକୁ ମଧ୍ୟ ଗୁଳି...

ଦାମ ରାଉତଙ୍କ ପତ୍ନୀ ସ୍ନେହଲତାଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ବରିଷ୍ଠ ନେତା ଦାମୋଦର ରାଉତଙ୍କ ପତ୍ନୀଙ୍କ ପରଲୋକ ହୋଇଛି। ଦାମ ରାଉତଙ୍କ ପତ୍ନୀଙ୍କ ନାମ ସ୍ନେହଲତା ମହାପାତ୍ର। ଆଜି ସକାଳେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨...

ପ୍ରାର୍ଥିପତ୍ର ଦାଖଲ କଲେ ସୁଶାନ୍ତ ସିଂ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସୁଶାନ୍ତ ସିଂ। ଭଟଲି ନିର୍ବାଚନମଣ୍ଡଳୀରୁ ବିଜେଡି ବିଧାୟକ ପ୍ରାର୍ଥୀ ଲାଗି ସୁଶାନ୍ତ ସିଂ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବରଗଡ ଅତିରିକ୍ତ ଜିଲ୍ଲାପାଲ୍ଲଙ୍କ ପାଖରେ...
naveen

ନବୀନଙ୍କ ସମ୍ପତ୍ତି କେତେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ହିଞ୍ଜିଳି ବିଧାନସଭା ଲାଗି ଛତ୍ରପୁରରେ ୪ସେଟ୍‌ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ କରିବା ସହ ନବୀନ ନିଜର ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି। ନବୀନ ଦେଇଥିବା...

ପ୍ରାର୍ଥିପତ୍ର ଦାଖଲ କଲେ ପ୍ରଦୀପ ମାଝି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ...