ଫୋକସ୍‌ରେ ମୟୂରଭଞ୍ଜ – ମୋଦି ଦେଇଥିଲେ ୪,୫୦୦ କୋଟି, ନବୀନ ଦେଲେ ୧୫୦ କୋଟି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲାର ଭୋଟକୁ ନେଇ ବିଜେଡି-ବିଜେପି ଭିତରେ କସରତ। ବିଜେପି ଏବଂ ବିଜେଡି ଫୋକସ୍‌ରେ ଏବେ ମୟୂରଭଞ୍ଜ। ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଭୋଟରଙ୍କୁ ମନାଇବା ପାଇଁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ...

ଆସାମ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଚିନ୍ତା – ପ୍ରବଳ ଥଣ୍ଡାରେ ଶିଶୁର ଜ୍ୟାକେଟ ଖୋଲିଲେ ସୁରକ୍ଷାକର୍ମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସାମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣେ ମହିଳା ହଟହଟା ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ନିର୍ଦ୍ଦେଶ ଯୋଗୁଁ ପ୍ରବଳ ଥଣ୍ଡା ସତ୍ତ୍ୱେ ୩ ବର୍ଷ ଶିଶୁର ଜ୍ୟାକେଟ ଖୋଲିବାକୁ ପଡ଼ିଛି। ବିଶ୍ୱନାଥ ଜିଲ୍ଲାରେ...

୫ ମିନିଟର ସକ୍ଷାତକାରକୁ ରାହୁଲ ଦେଲେ ରାଜନୈତିକ ରୂପ – ମନୋହର ପାରିକର

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲେ ପୂର୍ବତନ ରକ୍ଷାମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର। ତାଙ୍କ ସହ ୫ ମିନିଟର ସକ୍ଷାତକାରକୁ ରାହୁଲ ରାଜନୈତିକ ରୂପ ଦେଇଛନ୍ତି ବୋଲି...

ଫେବ୍ରୁଆରି ୭ରେ ବିଧାନସଭା ଘେରିବ ବିଜେପି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଓଡ଼ିଶାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବିରେ ଫେବ୍ରୁଆରି ୭ରେ ବିଧାନସଭା ଘେରିବ ବିଜେପି। ଏନେଇ ସୂଚନା ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ। ବିଜେପି ପାର୍ଟି ଅଫିସରେ ଆୟୋଜିତ...

ଭାରତରେ କମୁଛି ଦୁର୍ନୀତି, ଆଗରେ ପାକିସ୍ତାନ-ଋଷ-ଚୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁନିଆର ଦୁର୍ନୀତି ଗ୍ରସ୍ତ ଦେଶର ତାଲିକା ପ୍ରକାଶ ପାଇଛି। ଯାହା ହିସାବରେ ଗତ ବର୍ଷମାନଙ୍କ ତୁଳନାରେ ଭାରତର ସ୍ଥିତିରେ ସୁଧାର ଆସିଛି। ୧୮୦ଟି ଦେଶକୁ ନେଇ ଏହି ତାଲିକା ପ୍ରକାଶ ପାଇଛି। ଯେଉଁଥିରେ...

କୋଇଡ଼ା ଗଣହତ୍ୟା – ଆଉ ଜଣେ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଇଙ୍ଗ ଇନ୍ଦୁପୁର ଗାଁରେ ଘଟିଥିବା ଗଣହତ୍ୟା ଉପରୁ ପରଦା ହଟାଇଛି ପୋଲିସ। ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା...

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁରୁବାର ହାମିଲଟନରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଦିନିକିଆ ମ୍ୟାଚ। ଚଳିତ ସିରିଜରେ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ମାଟିରେ ଐତିହାସିକ ବିଜୟ ହାସଲ କରଛି। ଦଳ ବର୍ତ୍ତମାନ ୩-୦ରେ ସିରିଜର ଶୀର୍ଷରେ ରହିଛି।...

ସ୍ମାର୍ଟଫୋନ୍‌ ହୋଇପାରେ ବେକ ବିନ୍ଧାର କାରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବର୍ତ୍ତମାନ ସମୟରେ ଲୋକମାନଙ୍କର ଏକ ପ୍ରକାର ନିଶା ପାଲଟି ଯାଇଛି ସ୍ମାର୍ଟ ଫୋନ୍‌। ଦୁନିଆର ପାଖାପାଖି ୩.୪ ଆରବ ଲୋକ ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି। ମୋବାଇଲ୍‌ ଫୋନ୍‌ର ଅଧିକ ବ୍ୟବହାର...

ମଧୁ କିଶୋରଙ୍କ କଟାକ୍ଷ – “ରାହୁଲ ଗାନ୍ଧି ଦେବେ ‘ଫ୍ରି ସେକ୍ସ’ର ପ୍ରତିଶ୍ରୁତି”

ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ ଲୋକସଭା ନିର୍ବାଚନକୁ ଅଳ୍ପ ଦିନ ବାକି ଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ହେବିୱେଟ ନେତା ବିଭିନ୍ନ ଟିଭି ଶୋ ଏବଂ ନିର୍ବାଚନୀ ରାଲିରେ ପରସ୍ପର ମଧ୍ୟରେ ଆରୋପ ପତ୍ୟାରୋପ...

ପୁରୀ ଆଦିବାସୀ ସମ୍ମିଳନୀରେ ଯୋଗଦେବେ ଆସାମ ଓ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଆସନ୍ତା ଫେବ୍ରୁଆରି ୧ରେ ବିଜେପି ଆରମ୍ଭ କରିବାକୁ ଯାଉଛି ୩ ଦିନିଆ ଜାତୀୟ ଆଦିବାସୀ ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେବାକୁ ଯାଉଛନ୍ତି ଆସାମ ଓ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ...