ମହିଳାମାନଙ୍କୁ ତାଙ୍କ ଅଧିକାର ବିଷୟରେ ଅବଗତ କରିବା ଦିଗରେ କାମ କରିବି – ଆଦ୍ୟାଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଜୁଡିସିଆଲ୍ ସର୍ଭିସ (ଓଜେଏସ୍) ପରୀକ୍ଷା-୨୦୨୧ର ଟପ୍ପର ହୋଇଛନ୍ତି ଅନୁଗୁଳର ଝିଅ ଆଦ୍ୟାଶା ମିଶ୍ର। ପ୍ରଥମ ଚେଷ୍ଟାରେ ହିଁ ଓଜେଏସ୍ ପରୀକ୍ଷାରେ ଆଦ୍ୟାଶାଙ୍କୁ ମିଳିଛି ଏହି ସଫଳତା। ଓଜେଏସ୍ ପରୀକ୍ଷାରେ ସଫଳ...
ତିଆରି ହେଉଛି ଓଡ଼ିଶାର ସର୍ବପ୍ରଥମ ଗଣିତ ପାର୍କ
ଓଡ଼ିଶାଲାଇଭ ବ୍ୟୁରୋ
ଇଏ ଏମିତି ଏକ ପାର୍କ, ଯାହା କେବଳ ଗଣିତରେ ହିଁ ଭରପୁର। ସେଟସ୍କୋୟାର, ପ୍ରୋଟାକ୍ଟର, ସ୍କେଲ୍ ଏବଂ ହରଣ, ଗୁଣନ, ଫେଡ଼ାଣ, ମିଶାଣ ସାଙ୍ଗଙ୍କୁ ପ୍ରତିଶତ ଓ ବନ୍ଧନୀ ଭଳି ବିଭିନ୍ନ...
ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନର ‘ହାଇବ୍ରିଡ୍ ୩୬୦’ କୋଚିଂ ସେଣ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ସ୍ଥାନୀୟ ମିଶ୍ରପଡ଼ାଠାରେ 'ହାଇବ୍ରିଡ୍ ୩୬୦' କୋଚିଂ ସେଣ୍ଟର ଆରମ୍ଭ ହୋଇଛି। ବୁଧବାର ଦିନ ଜିଲ୍ଲା...
ଜୋର ଧରିଲା ଟିକା ରାଜନୀତି – ବାଲେଶ୍ଵର ଓ ଅନୁଗୁଳରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଟିକାକରଣକୁ ନେଇ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି। ବାଲେଶ୍ଵର ଓ ଅନୁଗୁଳରେ ଥିବା ଟିକାକରଣ କେନ୍ଦ୍ରଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ନେଇ ତେଜିଛି ରାଜନୀତି। ବିଜେପି...
କୋଭିଡ ମୁକାବିଲା ପାଇଁ ଜେଏସ୍ପିଏଲ୍ ଅନୁଗୁଳରେ ଅଛି ୫ଶହ ଟନ୍ରୁ ଅଧିକ ତରଳ ଅମ୍ଲଜାନ – ନବୀନ ଜିନ୍ଦଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏକ ଦାୟିତ୍ୱବାନ୍ କର୍ପୋରେଟ୍ ଭାବରେ ଜେଏସ୍ପିଏଲ୍ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟ ଓ ଜରୁରିକାଳୀନ ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ ଓ ସହାୟତା ଯୋଗାଇ ଆସୁଛି। କରୋନା ମହାମାରୀ ସମୟରେ ପୁଣିଥରେ ସାହାଯ୍ୟର ହାତ...
ଜେଏସ୍ପିଏଲ୍ ପାଇଁ ନିବେଶର ଏକ ପ୍ରକୃଷ୍ଟ ସ୍ଥାନ ହେଉଛି ଓଡ଼ିଶା : ନବୀନ ଜିନ୍ଦଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନୁଗୁୁଳସ୍ଥିତ କମ୍ପାନିର ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତାକୁ ବଢ଼ାଇ ଓଡ଼ିଶାର ଶିଳ୍ପ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଲକ୍ଷ୍ୟ ରଖିଛି ଜେଏସ୍ପିଏଲ୍।
ଭାରତର ଅଗ୍ରଣୀ ଇସ୍ପାତ କମ୍ପାନି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର...
ଏମସିଏଲ ଗସ୍ତରେ କୋଲ ଇଣ୍ଡିଆର ଅଧ୍ୟକ୍ଷ ପ୍ରମୋଦ ଅଗ୍ରଓ୍ଵାଲ – କହିଲେ ଆଗକୁ ବଢ଼ିପାରେ କୋଇଲାର ଚାହିଦା
ଓଡ଼ିଶାଲାଇଭ୍ ବ୍ୟୁରୋ
ତାଳଚେରସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ)କୁ ଶନିବାର ଦିନିକିଆ ଗସ୍ତରେ ଆସିଥିଲେ କୋଲ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ। ସେଠାରେ ସେ ଖଣିରେ କୋଇଲା ଉତ୍ପାଦନ ଏବଂ ସ୍ଥାନାନ୍ତରଣ କାର୍ଯ୍ୟର...
ଆଦୃତା ଶିଶୁ ସଦନରେ ବହୁମୁଖୀ ହଲ୍ ଉଦଘାଟନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନୁଗୁଳ ପାଞ୍ଚମାହାଳାଠାରେ ଥିବା ଆଦୃତା ଶିଶୁ ସଦନର ପିଲାମାନଙ୍କ ପାଇଁ ଏକ ବହୁମୁଖୀ ହଲ୍ର ଉଦ୍ଘାଟନ ହୋଇଛି। ବୁଧବାର ଜେଏସପିଏଲ୍ ଫାଉଣ୍ଡେସନର ଚେୟାରମ୍ୟାନ ଶାଲ୍ଲୁ ଜିନ୍ଦଲ ଏହି ହଲ୍ର ଉଦ୍ଘାଟନ କରିଛନ୍ତି।...
ପ୍ରକୃତି କୋଳରେ ସମୟ ବିତେଇବାକୁ ଚାହୁଁଛନ୍ତି କି? ଯାଆନ୍ତୁ ସାତକୋଶିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୀତଋତୁ ଆସିଲେ ବେଶ୍ ଚଳଚଞ୍ଚଳ ହୋଇଉଠେ ଅନୁଗୁଳ ପର୍ଯ୍ୟଟନର ଅନ୍ୟତମ ଆକର୍ଷଣ ସାତକୋଶିଆ ଅଭୟାରଣ୍ୟ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନକୁ ଉପଭୋଗ କରିବା ପାଇଁ କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ...
ଦୁଇ ଆଇଏଏସଙ୍କୁ ‘ଜିଲ୍ଲାପାଳ’ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ପରିଚାଳନାରେ ଦକ୍ଷତା ପ୍ରଦର୍ଶନ କରିଥିବା ହେତୁ ଦୁଇ ଜଣ ଆଇଏଏସ ଅଫିସରଙ୍କୁ ଜିଲ୍ଲାପାଳ ପୁରସ୍କାର ମିଳିଛି। ଏହି ଦୁଇ ଯୁବ ଆଇଏଏସ ହେଉଛନ୍ତି ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଚକ୍ରବର୍ତ୍ତୀ...