କରୋନାରେ ପୁଣି ୨ ଆକ୍ରାନ୍ତ ମୃତ, ସମୁଦାୟ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାରେ ପ୍ରାଣ ହରାଇଲେ ଆଉ ୨ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର ମୋଟ କରୋନା ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...
NALCO

NALCO: ମେଡିକାଲ ଅଫିସର ଏବଂ ସ୍ପେଶିଆଲିଷ୍ଟ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ନାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍ (NALCO) ଅଧୀନରେ ମେଡିକାଲ ଅଫିସର ଏବଂ ବିଭିନ୍ନ ବିଭାଗର ସ୍ପେଶିଆଲିଷ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ବ୍ୟକ୍ତି ଆସନ୍ତା ଜୁଲାଇ...

ଅନୁଗୁଳ ଜିଲ୍ଲାରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନୁଗୁଳ ଜିଲ୍ଲାରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଛେଣ୍ଡିପଦା ବ୍ଲକର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏହି ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ସମସ୍ତ କରୋନା ଆକ୍ରାନ୍ତ ହେଉଛନ୍ତି ପୁରୁଷ। ଏହି...

ଅନୁଗୁଳରେ ପ୍ରବାସୀ ଓଡ଼ିଆଙ୍କ ଭ୍ୟାନ ଦୁର୍ଘଟଣା – ୧୫ ଶ୍ରମିକ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ଦୁର୍ଘଟଣା ହେଲା ପ୍ରବାସୀଙ୍କ ଭ୍ୟାନ। ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଠାକୁରଗଡ଼ ପାଖରେ। ପ୍ରବାସୀ ଶ୍ରମିକମାନେ ଏକ ଭ୍ୟାନରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ...

ଅନୁଗୁଳରେ ରେଡ୍ ଜୋନ୍ କଟକଣା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଅନୁଗୁଳ ଜିଲ୍ଲାରେ ପ୍ରଥମ କରି ୧୩ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ବଡ଼ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ସାରା ଜିଲ୍ଲାରେ ଏଣିକି ରେଡ୍ ଜୋନ୍ ଭଳି...

କରୋନା ଗୁଜବ ପ୍ରଚାର କରି ଗିରଫ ହେଲେ ଯୁବକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ଗୁଜବ ପ୍ରଚାର କରି ଗିରଫ ହେଲେ ଯୁବକ। ଗିରଫ ଯୁବକ ଜଣକ ଅନୁଗୁଳ ଜିଲ୍ଲା କୋଲିଆରି ଥାନା ବଲଣ୍ଡା ଅଞ୍ଚଳର ବୋଲି ସୂଚନା ଦେଇଛି ପୋଲିସ। ଯୁବକ ଜଣକ...

ଅନୁଗୁଳ ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ରେ ବିଭିନ୍ନ ପଦବୀରେ ନିଯୁକ୍ତି: ଫେବ୍ରୁଆରି ୨୩ରେ ଓ୍ଵାକ ଇନ୍‌ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନୁଗୁଳ ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଫେବ୍ରୁଆରି ୨୩ (ରବିବାର) ଅନୁଷ୍ଠିତ ହେବ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ। ଷ୍ଟିଲ୍‌ ମେଲ୍ଟିଂ...
job

ଅନୁଗୁଳ: ସିଦ୍ଧି ବିନାୟକ କଲେଜରେ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନୁଗୁଳ ମୂଷାପାପୁଲିସ୍ଥିତ ସିଦ୍ଧି ବିନାୟକ କଲେଜ୍‌ (ଉଭୟ +୨ ଏବଂ +୩- ବିଜ୍ଞାନ)ରେ ଆକାଡେମିକ୍‌ ହେଡ୍‌, ଜୁନିୟର୍‌ ଏବଂ ସିନିୟର୍‌ ଅଧ୍ୟାପକ ଓ ମାର୍କେଟିଂ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ...

ଆଗେଇଲା ତାଳଚେର ସାର କାରଖାନା ପୁନରୁଦ୍ଧାର କାମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାଳଚେରଠାରେ ଥିବା କୋଇଲା ବାଷ୍ପୀ କରଣ ୟୁରିଆ ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟ ଜୋର ଧରିଛି। ୨୦୨୩ ସେପ୍ଟେମ୍ବର ମାସରେ ଏହାର ଉତ୍ପାଦନ ଆରମ୍ଭ ହେବ। ଏହି କାରଖାନା ପାଇଁ ବଭିନ୍ନ...

ତାଳଚେର ବିଧାୟକଙ୍କ ଫର୍ଚୁନର ଗାଡ଼ି ପୋଡ଼ି ଘଟଣା – ୨ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଫର୍ଚୁନର ଗାଡ଼ି ପୋଡ଼ିବା ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ତାଳଚେରର ଯୁବ ସମାଜସେବୀ ସଙ୍ଗଠନ...