ଯୁବ ଓଡ଼ିଆ ଉଦ୍ୟୋଗୀ ସୌମେନ୍ଦ୍ର ଓ ସମରେନ୍ଦ୍ର ମିଶ୍ରଙ୍କ ଷ୍ଟାର୍ଟଅପ୍ ଯାତ୍ରାର କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=w3NP6q8UQh0] ବଲାଙ୍ଗିର ସହରର ଦୁଇ ଯୁବ ଉଦ୍ୟୋଗୀ ସୌମେନ୍ଦ୍ର ଏବଂ ସମରେନ୍ଦ୍ର ମିଶ୍ର। ଦିନେ ଗୋଟିଏ ଛୋଟିଆ କୁକୁଡ଼ା ଫାର୍ମ କରି ବ୍ୟବସାୟ ଆରମ୍ଭ କରିଥିଲେ ବଡ଼ ଭାଇ ସୌମେନ୍ଦ୍ର। ପରେ...

ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପ୍ରଥମ ଓମିକ୍ରନ ମୃତ୍ୟୁ ମାମଲା ଗୁରୁବାର ସାମ୍ନାକୁ ଆସିଛି। ବଲାଙ୍ଗିର ଜିଲ୍ଲା ଆଗଲପୁର ଅଞ୍ଚଳର ଓମିକ୍ରନ ଆକ୍ରାନ୍ତ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା...

ବଲାଙ୍ଗିରରୁ ବ୍ଲକ୍‌ଚେନ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=w3NP6q8UQh0] 'ଓଡ଼ିଶାଲାଇଭ୍' ପ୍ରସ୍ତୁତ ମାସିକ ଓ୍ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ କ୍ରମରେ ଦୁଇ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ‘ଓଭୋ ଫାର୍ମ’ର ସହ-ପ୍ରତିଷ୍ଠାତା ସୌମେନ୍ଦ୍ର ଏବଂ ସମରେନ୍ଦ୍ର ମିଶ୍ରଙ୍କ ସହ ସୁବ୍ରତ...

ରବିବାର ରେଡିଓ ଚକଲେଟ୍‌ରେ ଶୁଣନ୍ତୁ ‘ଓଭୋ ଫାର୍ମ’ର ଦୁଇ ସହ-ପ୍ରତିଷ୍ଠାତା ସୌମେନ୍ଦ୍ର ଏବଂ ସମରେନ୍ଦ୍ର ମିଶ୍ରଙ୍କ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=w3NP6q8UQh0] ‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ଓ୍ୱେବ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ ରେଡିଓ ଚକଲେଟ୍‌ ୧୦୪ ଏଫଏମ୍‌ରେ ପ୍ରାସାରିତ ହେବ। ଆସନ୍ତାକାଲି ଅପରାହ୍‌ଣ ୧ଟାରେ ଶ୍ରୋତାବନ୍ଧୁ ଶୁଣିବାକୁ ପାଇବେ ଦୁଇ ପ୍ରତିଭାବାନ୍ ଯୁବ...

ମମିତା ମେହେରଙ୍କୁ କାର୍ ଭିତରେ ହତ୍ୟା କରିଛନ୍ତି ଗୋବିନ୍ଦ ସାହୁ – ଉତ୍ତରାଞ୍ଚଳ ଡିଆଇଜି

ଓଡ଼ିଶାଲାଇଭ୍ ବ୍ୟୁରୋ କଳାହାଣ୍ଡିସ୍ଥିତ ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ଏବଂ ହତ୍ୟା ଘଟଣାର ବଡ଼ ଖୁଲାସା ହୋଇଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ସେହି ସ୍କୁଲର ସଭାପତି ଗୋବିନ୍ଦ...

ମମିତା ମେହେର ନିଖୋଜ ମାମଲା – ଗୋବିନ୍ଦ ସାହୁଙ୍କୁ ଧରାଇବା ପାଇଁ ୧ ଲକ୍ଷ ଟଙ୍କାର ଅର୍ଥରାଶି ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ କଳାହାଣ୍ଡି ମହାଲିଙ୍ଗ ସନ୍‌ସାଇନ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ନୂଆ ଟ୍ଵିଷ୍ଟ୍ ଆସିଛି। ପୋଲିସ ହେପାଜତ୍‌ରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଧରାଇବା ପାଇଁ ୧...

ବଲାଙ୍ଗୀରରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗୀରବାସୀଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ସାଢେ ଚାରି ଲକ୍ଷ ପରିବାର ହେବେ ଉପକୃତ ଉତ୍ତମ ଚିକିତ୍ସା ସୁବିଧାରୁ କେହି ବଞ୍ଚିତ ନ ହେଉ, ଏହା...

ଜୋର ଧରିଲା ଟିକା ରାଜନୀତି – ବାଲେଶ୍ଵର ଓ ଅନୁଗୁଳରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିଲା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଟିକାକରଣକୁ ନେଇ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି। ବାଲେଶ୍ଵର ଓ ଅନୁଗୁଳରେ ଥିବା ଟିକାକରଣ କେନ୍ଦ୍ରଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ନେଇ ତେଜିଛି ରାଜନୀତି। ବିଜେପି...

ବଲାଙ୍ଗୀରରେ ବନ୍ଧୁକଧାରୀ ଯୁବକର ହାଇଡ୍ରାମା – ୫ ଘଣ୍ଟାରେ କାବୁ କଲା ପୋଲିସ, ଘଟଣା ପଛରେ ପ୍ରେମ ସମ୍ପର୍କ...

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗୀର ସହରରେ ମଙ୍ଗଳବାର ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ଶାନ୍ତିପଡ଼ା ଅଞ୍ଚଳର ଦିବ୍ୟଲୋଚନ ହୋତାଙ୍କ ଘରେ ଆଜି ସକାଳେ ଜଣେ ଯୁବକ ପଶି ବନ୍ଧୁକ ଦେଖାଇ ପୂରା ପରିବାରକୁ ବନ୍ଧକ ବନାଇଦେଇଥିଲେ।...

ବିଶ୍ଵସ୍ତରୀୟ ଏମଟିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବଲାଙ୍ଗିରର ୭ ବର୍ଷର ବାଳକ  

ଓଡ଼ିଶାଲାଇଭ୍ ବ୍ୟୁରୋ ମାଇକ୍ରୋସଫ୍ଟ ଟେକ୍ନୋଲୋଜି ଆସୋସିଏଟ (ଏମଟିଏ) ପରୀକ୍ଷାରେ ବିରଳ କୃତିତ୍ଵ ହାସଲ କରିଛନ୍ତି ବଲାଙ୍ଗିରର ବାଳକ ଭେଙ୍କଟ ରମଣ ପଟ୍ଟନାୟକ। ମାତ୍ର ୭ ବର୍ଷ ବୟସରେ ଏହି ବିଶ୍ଵସ୍ତରୀୟ ପରୀକ୍ଷାରେ ପ୍ରମାଣପତ୍ର ଅର୍ଜନ...