ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା – ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଜେଲ୍‌ରେ ମାଡ଼ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲ୍‌ରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏବାବଦରେ ପାଟଣାଗଡ଼ ଏସ୍‌ଡିଜେଏମ୍ କୋର୍ଟରେ ତାଙ୍କ ଓକିଲ...

ବଲାଙ୍ଗିର: କରୋନା ଆକ୍ରାନ୍ତ ଭାବି ଅଧ୍ୟାପକଙ୍କ ଆତ୍ମହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଆକ୍ରାନ୍ତ ହୋଇଥିବା ଭୟରେ ବେକରେ ରଶି ଦେଇ ଆତ୍ମହତ୍ୟା କଲେ ଅଧ୍ୟାପକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ମୃତକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ରାଜେନ୍ଦ୍ର କଲେଜର...

କରୋନା ପାଇଁ ଭୀମଭୋଇ ମେଡିକାଲ କଲେଜ ଆଇସିୟୁ ସିଲ୍

ଓଡିଶାଲାଇଭ୍ ବ୍ୟୁରୋ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଆଇସିୟୁକୁ ସିଲ୍ କରାଯାଇଛି। ଆଇସିୟୁରୁ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ...

ବଲାଙ୍ଗିରରେ ବଜ୍ରାଘାତ – ଚାଲିଗଲା ୩ ମହିଳାଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଜ୍ରାଘାତରେ ଗଲା ୩ ଜଣ ମହିଳାଙ୍କ ଜୀବନ। ବଲାଙ୍ଗିରର ବଡ଼ତେଲେନପାଲ୍ଲୀରେ ଘଟିଛି ଏହି ଅଘଟଣ। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ...
ANM

ବଲାଙ୍ଗିର କୋଭିଡ୍ କେୟାର ହୋମଗୁଡ଼ିକରେ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ   ବଲାଙ୍ଗିରର ଜିଲ୍ଲାର ବିଭିନ୍ନ କୋଭିଡ୍ କେୟାର ହୋମଗୁଡ଼ିକରେ ତାଲିମପ୍ରାପ୍ତ ଷ୍ଟାଫ୍ ନର୍ସ ଏବଂ ଫାର୍ମାସିଷ୍ଟଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁଲାଇ ୨୮ ଏବଂ ୨୯ ତାରିଖରେ...
job

ବଲାଙ୍ଗିର ଜିଲ୍ଲାରେ ଯୋଗାଣ ସହାୟକ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗିର ଜିଲ୍ଲା ଅଧୀନରେ ଥିବା ଖଲିଆପାଳ ଗ୍ରାମ ପଞ୍ଚାୟତରେ ଯୋଗାଣ ସହାୟକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ଜୁଲାଇ ୧ ସୁଦ୍ଧା ଆବେଦନ କରିପାରିବେ। ଏହି...

ତାତିଲା ଟିଟିଲାଗଡ଼, ତାପମାତ୍ରା ଛୁଇଁଲା ୪୫.୫ ଡିଗ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ୧୨ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ଥିଲା। ଟିଟିଲାଗଡ଼ ପୁଣି ତାତିଛି। ଆଜି ୪୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରି ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହ ପାଲଟିଛି। ବାତ୍ୟା...

ଟିଟିଲାଗଡ଼ରେ ଶ୍ରମିକ ଟ୍ରେନରେ ପ୍ରସବ କଲେ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରମିକ ସ୍ପେଶାଲ ଟ୍ରେନରେ ପ୍ରସବ କଲେ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ଼ ରେଳ ଷ୍ଟେସନରେ। ମହିଳା ଜଣକ ଟ୍ରେନ ଭିତରେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଉଭୟ ମା' ଓ...

ମେ ୧୮ରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ କରୋନା ଟେଷ୍ଟ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ହେବ କୋଭିଡ୍ ଟେଷ୍ଟ। ଆସନ୍ତା ୧୮ ତାରିଖରୁ ଏଠାରେ ଦୈନିକ କୋଭିଡ୍ ନମୁନା ପରୀକ୍ଷା କରାଯିବ। ଏନେଇ ମେଡିକାଲ୍ କଲେଜର ଅଧୀକ୍ଷକ ଡାକ୍ତର ମହେନ୍ଦ୍ର...

ବଲାଙ୍ଗିର ଛୁଇଁଲା କରୋନା – ୨ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ପୁଣି ୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ବଲାଙ୍ଗିର ଲେଖାରିଆ ଗାଁର। ସେମାନେ ନିକଟରେ ତାମିଲନାଡୁରୁ ଫେରିଥିଲେ। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ...