ଟିଟିଲାଗଡ଼ରେ ଶ୍ରମିକ ଟ୍ରେନରେ ପ୍ରସବ କଲେ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରମିକ ସ୍ପେଶାଲ ଟ୍ରେନରେ ପ୍ରସବ କଲେ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ଼ ରେଳ ଷ୍ଟେସନରେ। ମହିଳା ଜଣକ ଟ୍ରେନ ଭିତରେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଉଭୟ ମା' ଓ...

ମେ ୧୮ରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ କରୋନା ଟେଷ୍ଟ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ହେବ କୋଭିଡ୍ ଟେଷ୍ଟ। ଆସନ୍ତା ୧୮ ତାରିଖରୁ ଏଠାରେ ଦୈନିକ କୋଭିଡ୍ ନମୁନା ପରୀକ୍ଷା କରାଯିବ। ଏନେଇ ମେଡିକାଲ୍ କଲେଜର ଅଧୀକ୍ଷକ ଡାକ୍ତର ମହେନ୍ଦ୍ର...

ବଲାଙ୍ଗିର ଛୁଇଁଲା କରୋନା – ୨ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ପୁଣି ୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ବଲାଙ୍ଗିର ଲେଖାରିଆ ଗାଁର। ସେମାନେ ନିକଟରେ ତାମିଲନାଡୁରୁ ଫେରିଥିଲେ। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ...

ବଲାଙ୍ଗୀରରେ ଅଘଟଣ – ମରାମତି ବେଳେ ସୁକତେଲ ନଦୀ ଉପରେ ଭୁଶୁଡିଲା ପୋଲ, ୨ ଶ୍ରମିକଙ୍କ ଜୀବନ ଗଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମରାମତି ବେଳେ ଭୁଶୁଡ଼ିଲା ପୋଲ। ଚାପି ହୋଇ ପ୍ରାଣ ହରାଇଲେ ଦୁଇ ଶ୍ରମିକ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛି। ସୁକତେଲ ନଦୀ ଉପରେ ନିର୍ମାଣାଧିନ ପୋଲ ଭୁଶୁଡ଼ି...

ଭୁଶୁଡ଼ିଲା ବଲାଙ୍ଗୀର ସୁକତେଲ ବ୍ରିଜ୍, ୨ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗୀର ସୁକତେଲ ନଦୀ ଉପରେ ନିର୍ମାଣ ହେଉଥିବା ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ଯେଉଁଥିରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳୁଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ସୁକତେଲ ନଦୀ...
job

ବଲାଙ୍ଗିର ଜୟ ହିନ୍ଦ୍‌ ପବ୍ଲିକ୍‌ ସ୍କୁଲ୍‌ରେ ଶିକ୍ଷକ ନିଯୁକ୍ତି: ମାର୍ଚ୍ଚ ୨୯ରେ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗିର ଲାଥୋରସ୍ଥିତ ଜୟ ହିନ୍ଦ୍‌ ପବ୍ଲିକ୍‌ ସ୍କୁଲ୍‌ରେ ବିଭିନ୍ନ ବିଷୟରେ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୨୯ ତାରିଖ (ରବିବାର) ହେବାକୁ ଯାଉଛି ଓ୍ଵାକ୍‌...

ବଲାଙ୍ଗିର: ଯାତ୍ରୀବାହୀ ବସକୁ ୩୦ ହଜାର ୫୦୦ ଟଙ୍କା ଫାଇନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବସକୁ ପଡ଼ିଲା ଟ୍ରାଫିକ୍ ତଣ୍ଡ। ନିୟମ ଉଲ୍ଲଘଂନ କରିଥିବାରୁ ବଲାଙ୍ଗିରରେ ଗୋଟିଏ ଯାତ୍ରୀବାହୀ ବସକୁ ୩୦ ହଜାର ୫ ଶହ ଟଙ୍କା ଫାଇନ୍ କରାଯାଇଛି। ଏହି ବସର ଡ୍ରାଇଭରଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ...

‘ପାଟଣାଗଡ଼’ ଫିଲ୍ମ ଉପରେ ଅଙ୍କୁଶ, ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍‌ କଲେ ମୁମ୍ଵାଇ ହାଇକୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ପାଟଣାଗଡ଼’ ଫିଲ୍ମ ଉପରେ ଅଙ୍କୁଶ ଲଗାଇଲେ ମୁମ୍ଵାଇ ହାଇକୋର୍ଟ। ପୁଞ୍ଜିଲାଲ୍‌ଙ୍କ ପତ୍ନୀ ଦାୟର କରିଥିବା ମାମଲା ଉପରେ ଶୁଣାଣି କରିବେ ହାଇକୋର୍ଟ। ଏଥିରେ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଓ ୨ ସପ୍ତାହ...

ଆନ୍ଦୋଳନରୁ ଓହରିଲେ ଭୀମ ଭୋଇ ମେଡିକାଲ କଲେଜର ନର୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆନ୍ଦୋଳନରୁ ଓହରିଲେ ବଲାଙ୍ଗିର ଜିଲ୍ଲା ଭୀମ ଭୋଇ ମେଡିକାଲ କଲେଜର ନର୍ସ। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି। ୭ ଦିନ ମଧ୍ୟରେ ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି...

ବଲାଙ୍ଗିରରେ ମୋତିଲାଲ ଓସ୍ୱାଲ କିସ୍‌ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବଲାଙ୍ଗିର ଗସ୍ତ କରି କଳିଙ୍ଗ ‘ମୋତିଲାଲ ଓସ୍ୱାଲ-କିସ୍‌ ଆବାସିକ ଜନଜାତି ବିଦ୍ୟାଳୟ’ ଉଦ୍‌ଘାଟନ କରିଛନ୍ତି। ଏହି ବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ (କିସ୍‌)ର ଏକ...