ଆନ୍ଦୋଳନରୁ ଓହରିଲେ ଭୀମ ଭୋଇ ମେଡିକାଲ କଲେଜର ନର୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆନ୍ଦୋଳନରୁ ଓହରିଲେ ବଲାଙ୍ଗିର ଜିଲ୍ଲା ଭୀମ ଭୋଇ ମେଡିକାଲ କଲେଜର ନର୍ସ। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି। ୭ ଦିନ ମଧ୍ୟରେ ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି...

ବଲାଙ୍ଗିରରେ ମୋତିଲାଲ ଓସ୍ୱାଲ କିସ୍‌ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବଲାଙ୍ଗିର ଗସ୍ତ କରି କଳିଙ୍ଗ ‘ମୋତିଲାଲ ଓସ୍ୱାଲ-କିସ୍‌ ଆବାସିକ ଜନଜାତି ବିଦ୍ୟାଳୟ’ ଉଦ୍‌ଘାଟନ କରିଛନ୍ତି। ଏହି ବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ (କିସ୍‌)ର ଏକ...

ଜଗନ୍ନାଥ ଦର୍ଶନ ଯିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା – ୨ ମୃତ, ୭ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ଯାଉଥିଲେ ଜଗନ୍ନାଥ ଦର୍ଶନ ପାଇଁ, ହେଲେ ବାଟରେ ଘଟିଲା ଦୁର୍ଘଟଣା। ଟ୍ରକକୁ ପଛ ପଟୁ ଧକ୍କା ଦେଲା ବୋଲେରୋ। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ...

ଜେଲ୍‌କୁ ଫେରିଲେ ପୁଞ୍ଜିଲାଲ ମେହେର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪ ଦିନିଆ ଜାମିନ ଅବଧି ଶେଷ ହେବା ପରେ ଜେଲକୁ ଫେରିଲେ ପୁଞ୍ଜିଲାଲ। ମଙ୍ଗଳବାର ପ୍ରଥମେ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର ହେବା ପରେ ଦିନ ୧୨ଟାରେ ଜେଲ ଫେରିଥିଲେ। ପୁଞ୍ଜିଲାଲ...

୪ ଦିନିଆ ଜାମିନ ଅବଧି ସରିବା ପରେ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର ହେଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେର। ୪ ଦିନିଆ ଜାମିନ ଅବଧି ସରିବା ପରେ ସେ କୋର୍ଟରେ ହାଜର ହୋଇଛନ୍ତି। ଏହାପରେ...

ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ପାରୋଲରେ ଆସିବେ ପୁଞ୍ଜିଲାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଟଣାଗଡ଼ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ମିଳିଲା ଅନ୍ତରୀଣ ଜାମିନ। ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ସେ ପାରୋଲରେ ଆସିବେ। ପୁଞ୍ଜିଲାଲଙ୍କୁ ଏହି ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଇଛନ୍ତି...

ପୁଣି ଜାମିନ୍ ପାଇଁ ହାଇକୋର୍ଟରେ ପୁଞ୍ଜିଲାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ଜାମିନ୍ ଆବେଦନ କରି ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ଶୁକ୍ରବାର ପୁଞ୍ଜିଲାଲ ମା’ଙ୍କର...

ଗଣମାଧ୍ୟମ ଉପରେ କାହିଁକି ବର୍ଷିଲେ ପୁଞ୍ଜିଲାଲ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଖଳନାୟକ ପୁଞ୍ଜିଲାଲ ମେହେର ଗଣମାଧ୍ୟମ ଉପରେ ବର୍ଷିଛନ୍ତି। ମାଆ ଇନ୍ଦୁବତୀ ମେହେରଙ୍କ ଅନ୍ତିମ ସତ୍କାର ପାଇଁ ସେ ଗୋଟିଏ ଦିନ ପାଇଁ ଜେଲ୍‌ରୁ ବାହାରି ଏଭଳି...

ମା’ଙ୍କ ଶେଷକୃତ୍ୟ ପାଇଁ ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଜେଲ୍‌ରୁ ଏସକର୍ଟରେ ବାହାରିଲେ ପୁଞ୍ଜିଲାଲ ମେହେର। ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଆଜି ବଲାଙ୍ଗିର ଜେଲରୁ ବାହାରିଛନ୍ତି। ମା’ ଇନ୍ଦୁମତି ମେହେରଙ୍କ ମୃତ୍ୟୁ...

ସିଦ୍ଧି ପାଇଁ ନିଜ ଭଉଣୀକୁ ବଳି ଦେଲା ଭାଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶେଷରେ ସତ ହେଲା ଆଶଙ୍କା। ନିଜ ଭଉଣୀକୁ ବଳି ଦେଇଛି ଭାଇ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ। ଭଉଣୀକୁ ବଳି ଦେବା ଅଭିଯୋଗରେ ୨୦୧୯ ଡିସେମ୍ଵର ୨୮...