ଚିତ୍ର ଆସିଲାନି ବୋଲି ସ୍କୁଲରେ ଛାତ୍ରଙ୍କୁ ପିଟିଲେ ଶିକ୍ଷୟିତ୍ରୀଙ୍କ ସ୍ଵାମୀ

ଓଡ଼ିଶାଲାଇଭ ବ୍ୟୁରୋ ସ୍କୁଲକୁ ଦଣ୍ଡ ମୁକ୍ତ ଅଞ୍ଚଳ କରିଛନ୍ତି ରାଜ୍ୟ ସରକାର। ହେଲେ ଏହା ପରେ ସ୍କୁଲରେ ପିଲାଙ୍କୁ ମାଡ଼ ହୋଇଛି। ସେ ପୁଣି ଶିକ୍ଷକ କି ଶିକ୍ଷୟତ୍ରୀ ମାରି ନାହାନ୍ତି, ମାରିଛନ୍ତି ଶିକ୍ଷୟିତ୍ରୀଙ୍କ...

ଲାଞ୍ଚ ମାଗି ଫସିଲେ ଶ୍ରମ ବିଭାଗ କିରାଣୀ, ହେଲେ ନିଲମ୍ଵିତ

ଓଡ଼ିଶାଲାଇଭ ବ୍ୟୁରୋ ଲାଞ୍ଚ ମାଗି ଫସିଲେ ବଲାଙ୍ଗିର ଜିଲ୍ଲା ଶ୍ରମ ବିଭାଗର ଜଣେ କିରାଣୀ। ତାଙ୍କ ନାଁ ବଲ୍ଲଭ ନାଗ୍‌। ଜଣେ ଲୋକଠାରୁ ଶ୍ରମିକ ଚାଲାଣ ଲାଇସେନ୍ସ କରାଇଦେବା ପାଇଁ ଏକ ହଜାର ଟଙ୍କା...

ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ୨ଦିନ ବଲାଙ୍ଗିର ବନ୍ଦ

ଓଡ଼ିଶାଲାଇଭ ବ୍ୟୁରୋ ଦୁଇ ଦିନିଆ ବଲାଙ୍ଗିର ବନ୍ଦ ଡାକରା ଦେଇଛି ଓକିଲ ସଂଘ। ବୁଧବାର ଓ ଗୁରୁବାର ଦୁଇ ଦିନ ବଲାଙ୍ଗିର ବନ୍ଦ ରହିବ। ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଏହି...

ବାଇକ୍‌କୁ ପିଟିଲା ଟ୍ରକ୍‌ – ଭାଇ ଭଉଣୀ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲାଙ୍ଗିର ଦେଓଗାଁ-ତୁଷୁରା ରାସ୍ତା ମହିପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ଦେଓଗାଁ-ତୁଷୁରା ରାସ୍ତା ଦେଇ...

ବଲାଙ୍ଗିର: ବ୍ରିଜ ତଳକୁ ଖସିଲା ଟ୍ରକ, ଡ୍ରାଇଭର ଓ ହେଲପର ନିଖୋଜ

ଓଡ଼ିଶାଲାଇଭ ବ୍ୟୁରୋ ବ୍ରିଜ ତଳକୁ ଖସିଲା ଏକ ଟ୍ରକ। ଫଳରେ ଟ୍ରକ ମଧ୍ୟରେ ଥିବା ଡ୍ରାଇଭର ଓ ହେଲପରଙ୍କର କୌଣସି ପତ୍ତା ମିଳି ପାରିନାହିଁ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଅଞ୍ଚଳରେ ଥିବା...

ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ମାଓ କ୍ୟାମ୍ପ ଧ୍ଵଂସ କଲା ଏସଓଜି

ଓଡ଼ିଶାଲାଇଭ ବ୍ୟୁରୋ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଏସଓଜି ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଉଭୟଙ୍କ ପକ୍ଷରୁ ଗୁଳିବିନିମୟ ହୋଇଥିଲା। ପରେ ଏସଓଜି ଯବାନମାନେ ସେଠାରେ ମାଓ କ୍ୟାମ୍ପକୁ...

ବଲାଙ୍ଗିର: ‘ମୋ ସରକାର’ ପ୍ରଭାବ, ନିଲମ୍ଵିତ ହେଲେ ଏଏସ୍‌ଆଇ

ଓଡ଼ିଶାଲାଇଭ ବ୍ୟୁରୋ ପଡ଼ିଲା ‘ମୋ ସରକାର’ ପ୍ରଭାବ। ନିଲମ୍ଵିତ ହେଲେ ଏଏସ୍‌ଆଇ। ଜଣେ ବ୍ୟକ୍ତିଙ୍କ ଅଭିଯୋଗକୁ ଆଧାର କରି ତାଙ୍କୁ ସସପେଣ୍ଡ କରାଯାଇଛି। ଏଏସ୍‌ଆଇ ଜଣକ ବଲାଙ୍ଗିର ଜିଲ୍ଲା ସଇଁତଳା ଥାନାରେ କାର୍ଯ୍ୟରତ ଥିଲେ। ଜଗଦୀଶ...

ବଲାଙ୍ଗିର: କମେଣ୍ଟରୁ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ କଲେ ପରିବାର ଲୋକ

ଓଡ଼ିଶାଲାଇଭ ବ୍ୟୁରୋ   ଗୁରୁତର ଅବସ୍ଥାରେ ବଲାଙ୍ଗିର ମ.ରାମପୁର ବସଷ୍ଟାଣ୍ଡରୁ ଉଦ୍ଧାର ହୋଇଥିବା ଛାତ୍ରୀ ଜଣକର ଆଜି ମୃତ୍ୟୁ ହୋଇଛି। ଜଣେ ଯୁବକ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି...

ବଲାଙ୍ଗିର: ଗିରଫ ହେଲେ ୯ ଦଲାଲ

ଓଡ଼ିଶାଲାଇଭ ବ୍ୟୁରୋ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଚଢ଼ାଉରେ ବଲାଙ୍ଗିର ଜିଲ୍ଲାରେ ୯ ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ଟାଉନ ଥାନା ପୋଲିସ ଦ୍ଵାରା ଆରଟିଓ ଅଫିସରୁ ୫ ଜଣ ଦଲାଲ ଗିରଫ ହୋଇଥିବା...

ପାଟଣାଗଡ଼ ଡବଲ ମର୍ଡର, ୪ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ ପାଟଣାଗଡ଼ ଡବଲ ମର୍ଡରରେ ୪ଜଣଙ୍କୁ ଗିରଫ କରିଛି ପୋଲିସ। ଗତ ୧୬ ତାରିଖରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ଗାଁ ଲୋକ ପିଟିପିଟି ହତ୍ୟା କରିଥିଲେ। ପରେ ନିକଟସ୍ଥ ଜଙ୍ଗଲରେ ଟାଙ୍ଗି ଦେଇଥିଲେ।...