ଧାମନଗର ବିଧାନସଭା ଉପନିର୍ବାଚନ: ବାବା ହରେକୃଷ୍ଣ ସେଠୀ ହେଲେ କଂଗ୍ରେସ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛନ୍ତି ସବୁ ରାଜନୈତିକ ଦଳ। ବିଜେପି ପକ୍ଷରୁ ପୂର୍ବରୁ ପ୍ରାର୍ଥୀ ଘୋଷଣା ସରିଥିବାବେଳେ ବୁଧବାର ଦିନ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବାବା ହରେକୃଷ୍ଣ...

ଧାମନଗର ବିଧାନସଭା ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ। ଦଳୀୟ ବିଧାୟକ, କର୍ମୀ ଏବଂ ସମର୍ଥକଙ୍କ ଗହଣରେ ନିରାଡ଼ମ୍ବର ଭାବେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳାୟରେ ପହଞ୍ଚି...

ଧାମନଗର ବିଧାନସଭା ଉପନିର୍ବାଚନ: ବିଜୟ ପାଇଁ ଅଙ୍କ କଷୁଛନ୍ତି ତିନି ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ଉପନିର୍ବାଚନ ପାଇଁ ସରଗରମ ହୋଇଛି ଧାମନଗର ରାଜନୀତି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ ହେଉଛି ବିଜୟ ରଣନୀତି। କିଏ ଜିତିବ ଆଉ...
Amarendra-Sahu Startup Story

ଅନ୍ତର୍ଜାତୀୟ ସ୍ତରରେ ସଫଳ ଉଦ୍ୟୋଗୀ ଅମରେନ୍ଦ୍ର ସାହୁ – ଦିନେ ଇଂରାଜୀ କହିବାକୁ ଡରୁଥିଲେ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=DVHbVe0KrJQ] ଓଡ଼ିଆ ପୁଅ ଅମରେନ୍ଦ୍ର ସାହୁ। ଆଜି ସେ ଅନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ ଉଦ୍ୟୋଗୀ ଭାବେ ଖ୍ୟାତିଲାଭ କରିପାରିଛନ୍ତି। ଦିନଥିଲା ସେ ଭଲ ଭାବରେ ଇଂରାଜୀ କହି ପାରୁନଥିଲେ। ହିନ୍ଦୀ...
Amarendra-Sahu Startup Story

କାହିଁକି ଦିନେ ଗ୍ରାହକଙ୍କ ପାଇଖାନା ସଫା କରିଥିଲେ ‘ନେଷ୍ଟ୍‌ଆୱେ’ର ସିଇଓ ଅମରେନ୍ଦ୍ର ସାହୁ?

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=DVHbVe0KrJQ] ଅମରେନ୍ଦ୍ର ସାହୁ। ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଜଣେ ସଫଳ ଓଡ଼ିଆ ଉଦ୍ୟୋଗୀ। ଭଦ୍ରକର ଗୋଟିଏ ଛୋଟିଆ ଗାଁରୁ ଆସି ଏବେ ସେ ବେଙ୍ଗାଳୁରୁ ବେସ୍‌ଡ ଷ୍ଟାର୍ଟଅପ୍ ‘ନେଷ୍ଟ୍‌ଆୱେ’ର...

ଭଦ୍ରକର ଝିଅ ଅର୍ପିତା ପ୍ରିୟଦର୍ଶିନୀ – ହସ୍ତକଳା ପାଇଁ ୟୁଟ୍ୟୁବରୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ (ଅଭିପ୍‌ସା ବରାଳ) : ଭଦ୍ରକର ଝିଅ ଅର୍ପିତା ପ୍ରିୟଦର୍ଶିନୀ। ବର୍ଜ୍ୟବସ୍ତୁ ଓ ଅଦରକାରୀ ପେପରରେ ବିଭିନ୍ନ କଳାକୃତି ପ୍ରସ୍ତୁତ କରୁଥିବା ସମୟର ଭିଡିଓକୁ ୟୁଟ୍ୟୁବରେ ଅପଲୋଡ୍ କରି କମାଉଛନ୍ତି ଲକ୍ଷାଧିକ ଟଙ୍କା।...

ବାପାଙ୍କୁ ହୋଇଥିଲା କ୍ୟାନସର, ଗବେଷଣା କରି ଓଡ଼ିଆ ଝିଅ ବାହାର କଲା କ୍ୟାନସର ଚିକିତ୍ସା ଲାଗି ନୂଆ ବାଟ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=W8WfEpwJGR4] ଓଡ଼ିଶାଲାଇଭ୍ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଚତୁର୍ଥ ଅଧ୍ୟାୟରେ ଦେଖନ୍ତୁ ବାଲେଶ୍ୱର ସୋରର ଝିଅ ତଥା ବାୟୋଟେକ୍ ଷ୍ଟାର୍ଟଅପ୍ କମ୍ପାନି ‘ସାଇଜେନିକା’ର ପ୍ରତିଷ୍ଠାତା ନୁସରତ୍ ସଂଘମିତ୍ରାଙ୍କ କାହାଣୀ   କ୍ୟାନସର ଚିକିତ୍ସାର ଏକ ପୁରୁଣା ପଦ୍ଧତି...

ଓଡ଼ିଶାରେ ବାତ୍ୟା ପରେ ବନ୍ୟା ସଙ୍କଟ – ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବାତ୍ୟା ପରେ ଏବେ ବନ୍ୟା ସଙ୍କଟ ଦେଖାଦେଇଛି। ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ଥିବା ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ୟାସ୍ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ...

ବାତ୍ୟା ସମୟରେ ଓଡ଼ିଶାରେ ଜନ୍ମନେଲେ ୭୫୦ ଶିଶୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ୟାସ୍ ସମୟରେ ରାଜ୍ୟରେ ଜନ୍ମ ନେଇଛନ୍ତି ୭୫୦ଶିଶୁ। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଲୋକମାନଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସମୟରେ...

ବାତ୍ୟା ପରର ସ୍ଥିତି – ସବୁଠି ଚାଲିଛି ଉଦ୍ଧାର ଓ ସ୍ଥାନାନ୍ତରଣ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବାତ୍ୟା ୟାସ୍ ଅତିକ୍ରମ କରିବାପରେ ଏବେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାମାନଙ୍କରେ ଚାଲିଛି ଗଛ କାଟ, ରାସ୍ତା ମରାମତି, ଇଲେକ୍ଟ୍ରି ସଜଡ଼ା କାମ। ଏଥିସହ ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା...