Amphan

ଅମ୍ପନ ଆଲର୍ଟ: ଚାନ୍ଦବାଲିରେ ଗର୍ଭବତୀଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ କରାଗଲା ସ୍ଥାନାନ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ ମାଡ଼ିଆସୁଥିବା ପ୍ରଳୟଙ୍କାରୀ ବାତ୍ୟା ଅମ୍ପନ ସହ ସବୁ ପ୍ରକାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଜିଲ୍ଲା ପ୍ରଶାସନ। ଏନେଇ ସବୁଠି ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ମଧ୍ୟ ଚାଲୁ...
amphan

ଅମ୍ପନ ମୁକାବିଲା: ଭଦ୍ରକର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକରେ ହାଇ ଆଲର୍ଟ ଜାରି କଲା ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦ୍ରୁତ ଗତିରେ ମାଡ଼ିଆସୁଥିବା ସାମୁଦ୍ରିକ ଝଡ଼ ଅମ୍ପନ ସହ ମୁକାବିଲା ପାଇଁ ସରକାରଙ୍କ ପକ୍ଷ୍ୟରୁ ଚାଲିଛି ପ୍ରସ୍ତୁତି। ଏନେଇ ଭଦ୍ରକର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକରେ ହାଇ ଆଲର୍ଟ ଜାରି କରିଛନ୍ତି...
Amphan

ମାଡ଼ିଆସୁଛି ମହାବାତ୍ୟା ଅମ୍ପନ, କେତେ ସଜାଗ ଭଦ୍ରକ ଓ ବାଲେଶ୍ୱର

  ଓଡ଼ିଶାଲାଇଭ୍ ବ୍ୟୁରୋ ତୀବ୍ରରୁ ଅତିତୀବ୍ର ରୂପ ନେବାରେ ଲାଗିଛି ସାମୁଦ୍ରିକ ମହାବାତ୍ୟା ଅମ୍ପନ। ତେବେ ସୁନ୍ଦରବନ ଠାରେ ଲ୍ୟାଣ୍ଡଫଲ୍ ହେବାର ସୂଚନା ଥିଲେ ମଧ୍ୟ ଓଡ଼ିଶାର ଉପକୂଳ ଅଞ୍ଚଳଗୁଡ଼ିକରେ ଏହାର ପ୍ରଭାବ ପଡ଼ିବାର ଯଥେଷ୍ଟ...

ପ୍ରବାସୀଙ୍କୁ ନେଇ ଭଦ୍ରକ ଆସୁଛି ଟ୍ରେନ, ଚରମ୍ପା ଷ୍ଟେସନ ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭଦ୍ରକ ଚରମ୍ପା ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି। ଏହି କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ। ଚରମ୍ପା ଷ୍ଟେସନର ୫୦୦ ମିଟର ଅଞ୍ଚଳ ଭିତରେ କର୍ଫ୍ୟୁ ଜାରି...

ବୌଦ୍ଧ ଓ ଅନୁଗୁଳ ଛୁଇଁଲା କରୋନା, ପୁରୀରେ ପୁଣି ୨ ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଆଜି ଓଡ଼ିଶାର ଆଉ ଦୁଇଟି ନୂଆ ଜିଲ୍ଲାକୁ ଛୁଇଁଛି। ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୌଦ୍ଧରୁ ୩ ଏବଂ ଅନୁଗୁଳରରୁ ୨ କରୋନା ଆକ୍ରାନ୍ତ...

ଭଦ୍ରକରୁ ପୁଣି ଜଣେ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୨୪୬

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲାର। ଏହାସହ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଛି। ଏନେଇ...

ରାଜ୍ୟରେ ଏକାଥରକେ ୨୬ ପଜିଟିଭ୍ – ଗଞ୍ଜାମରୁ ୧୯, କେନ୍ଦ୍ରାପଡ଼ାରୁ ୫, ଭଦ୍ରକରୁ ୨

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଏକାଥରକେ ଚିହ୍ନଟ ହେଲେ ୨୬ ଜଣ କରୋନା ପଜିଟିଭ୍। ଯାହାଫଳରେ ବର୍ତ୍ତମାନ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...

ଭଦ୍ରକରେ କଟକଣା – ରାତି ୭ରୁ ସକାଳ ୭ ଯାଏଁ ଯିବା ଆସିବା ମନା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭଦ୍ରକ ଜିଲ୍ଲାରେ ରାତି ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ଜାରି ହୋଇଛି। ଏନେଇ ଟୁଇଟ ଯୋଗେ ସୂଚନା ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ। ଲକ୍‌ଡାଉନ୍‌ ୩ର ଗାଇଡ୍‌ଲାଇନ୍‌ ଅନୁସାରେ...

ପୁଣି ଓଲଟିଲା ବସ୍‌ – ଶ୍ରମିକଙ୍କୁ ଆଣିବାକୁ ବାଲେଶ୍ଵରରୁ ଯାଉଥିଲା ଭୁବନେଶ୍ଵର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରବାସୀଙ୍କୁ ଆଣିବାକୁ ଯାଉଥିବା ବେଳେ ଓଲଟିଲା ବସ୍‌। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଛତାବର ନିକଟରେ। ଏଥିରେ ବସ୍‌ ଡ୍ରାଇଭର ଓ ହେଲ୍‌ପର ସାମାନ୍ୟ ଆହତ ହୋଇଥିବା...

ସାମାଜିକ ଦୂରତା ଚୁଲିକି – ଭଦ୍ରକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଟିକଟକ୍ ମାଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ୱାରେଣ୍ଟାଇନ୍ ସେଣ୍ଟରେ ଟିକଟକ୍ କରୁଛନ୍ତି କୋଲକାତା ଫେରନ୍ତା। କରୋନାକୁ ବେଖାତିର କରି ଟିକଟକ ଗୀତରେ ପାଲା କରୁଛନ୍ତି କ୍ୱାରେଣ୍ଟାଇନରେ ଥିବା କିଛି ଯୁବକ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାଟପଡ଼ା ପଞ୍ଚାୟତ...