ଭୁବନେଶ୍ଵର ବିମାନ ବନ୍ଦରରୁ ଜବତ ହେଲା ୫୨ ଲକ୍ଷ ଟଙ୍କାର ସୁନା, ଜଣେ ଅଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଭୁବନେଶ୍ଵର ବିମାନ ବନ୍ଦରରୁ ଜବତ ହେଲା ସୁନା। ଜବତ ସୁନାର ମୂଲ୍ୟ ୫୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। କ୍ଵାଲାଲୁମ୍ପୁରରୁ ଆସିଥିବା ଜଣେ ଯାତ୍ରୀଙ୍କଠାରୁ ଏହି ସୁନା ଜବତ...
ସିଆଇଆଇ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା–୨୦୧୯’ ଉଦ୍ଘାଟିତ : ‘‘ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଗକୁ ଯାଉଛି’’
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଏଣ୍ଟରପ୍ରାଇଜ୍ ଓଡ଼ିଶା – ୨୦୧୯’କୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
‘‘ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଆଗକୁ ଯାଇଛି। ବିଶେଷକରି ଶିଳ୍ପ କ୍ଷେତ୍ରକୁ ଆମ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ଶିଳ୍ପ...
ଦକ୍ଷିଣ ପୂର୍ବ ଏସିଆ ସହ ଓଡ଼ିଶାର ସାଂସ୍କୃତିକ ସମ୍ପର୍କକୁ ନେଇ ଭୁବନେଶ୍ୱରରେ ଫଟୋଚିତ୍ର ପ୍ରଦର୍ଶନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଭାଗିତାରେ ରିସୋର୍ସ୍ ଇଣ୍ଡିକା ପକ୍ଷରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ଭୁବନେଶ୍ୱ ଲଳିତ କଳା ଏକାଡେମୀଠାରେ ଉଦ୍ଘାଟିତ ହୋଇ ଯାଇଛି। ଏହି ପ୍ରଦର୍ଶନୀରେ ଇଣ୍ଡୋନେସିଆ, କାମ୍ବୋଡିଆ, ଭିଏତନାମ ଏବଂ...
ଗଞ୍ଜେଇ ବେପାରରୁ ଅପହରଣ, ଫୋନ ନମ୍ଵର ଟ୍ରାକ କରି ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଓଡ଼ିଶାଲାଇଭ ବ୍ୟୁରୋ
ଗଞ୍ଜେଇ ବେପାରରେ ୨୮ ହଜାର ଠକାମିରେ ପ୍ରତିଶୋଧ ପରାୟଣ ହୋଇ କରିଥିଲେ ଅପହରଣ। ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ।
ଗଞ୍ଜେଇ କିଣିବାକୁ ଯାଇ ଠକାମିର ଶିକାର ହୋଇ କଲେ ଅପହରଣ। ପରେ...
ଭୁବନେଶ୍ଵରରେ ଗୁଳିକାଣ୍ଡ – ପୁଅ ମୃତ, ବାପା ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରେ ଶୁଭିଲା ଗୁଳିର ଗର୍ଜନ। ଦୁର୍ବୃତ୍ତଙ୍କ ଗୁଳିରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଭୁବନେଶ୍ଵର ଅନ୍ତର୍ଗତ ସରକନ୍ତରାରେ।
ସରକନ୍ତରାରେ ବାପା, ପୁଅଙ୍କ ଉପରକୁ...
ମହାପ୍ରଭୁ ଲିଙ୍ଗରାଜଙ୍କ ଦାମୋଦର ବେଶର ଫଟୋ ଭାଇରାଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାଇରାଲ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ଦାମୋଦର ବେଶର ଫଟୋ। ଗୁରୁବାର ମହାପ୍ରଭୁ ଲିଙ୍ଗରାଜଙ୍କର ଦାମୋଦର ବେଶର ଏକ ଫଟୋ ଫେସବୁକରେ ଭାଇରାଲ ହୋଇଛି।
ପ୍ରଦୀପ୍ତ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କର ଫେସବୁକରେ ଏହି...
ଶୀତୁଆ ସକାଳେ ରାମ ଭାଇଙ୍କ ନିଆରା ଚା’- ଚାଖନ୍ତୁ, ଚଖାନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=OgdxaDwRdjI]
ଭୁବନେଶ୍ୱର ସିଆରପିଏଫ୍ ଛକରେ ରାମ ଭାଇଙ୍କ ଚା ଦୋକାନରେ ମିଳିୁଛି ୮୦ ପ୍ରକାରର ଚା’।
ଚା’। ସମସ୍ତଙ୍କ ନିକଟରେ ବେଶ୍ ପରିଚିତ। ସାରା ବିଶ୍ୱରେ ସବୁଠୁ ଅଧିକ ପିଆଯାଉଥିବା ଏକ ଗରମ...
କଟକ-ଭୁବନେଶ୍ୱରରେ ଛଟ୍ ପୂଜା : ନଦୀରେ ବୁଡ଼ ପକାଇ ସୂର୍ଯ୍ୟ ପୂଜା କଲେ ବ୍ରତଧାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟୁଇନ୍ ସିଟି କଟକ ଓ ଭୁବନେଶ୍ୱରରେ ହିନ୍ଦୀ ଭାଷାଭାଷୀ ଲୋକମାନେ ଉତ୍ସାହ ଉଦ୍ଦୀପନାର ସହ ଛଟ୍ ପର୍ବ ପାଳନ କରିଛନ୍ତି। କଟକର ମହାନଦୀ ଓ କାଠଯୋଡ଼ି ଏବଂ ଭୁବନେଶ୍ୱରର କୁଆଖାଇ ନଦୀ...
ସ୍ପିକ୍ମାକେ ପକ୍ଷରୁ ସାରା ରାତି ସଙ୍ଗୀତ କାର୍ଯ୍ୟକ୍ରମ ‘ଯାମିନି’ ଆରମ୍ଭ – ଶାସ୍ତ୍ରୀୟ ସଙ୍ଗୀତରେ ଝୁମିବେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=pn9uoaB3sSc
ଆଜି ରାତି ସାରା ଶାସ୍ତ୍ରୀୟ ସଙ୍ଗୀତ
ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ଅଡିଟୋରିୟମ୍ରେ ‘ଯାମିନି’
କାର୍ଯ୍ୟକ୍ରମକୁ ସ୍ପିକ୍ମାକେର ପ୍ରତିଷ୍ଠାତା ପ୍ରଫେସର କିରଣ ସେଠ୍ କଲେ ଉଦ୍ଘାଟନ
୫ ଜଣ ପ୍ରତିଷ୍ଠିତ...
ଆଜି ସାରା ରାତି ସଙ୍ଗୀତ କର୍ଯ୍ୟକ୍ରମ ‘ଯାମିନି’ – ସ୍ପିକ୍ମାକେ ଫେସ୍ବୁକ୍ ଓ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲରେ ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=VdtJ3kOyqWA
‘ସ୍ପିକ୍ମାକେ’ ପକ୍ଷରୁ ସାରା ରାତି ସଙ୍ଗୀତ କର୍ଯ୍ୟକ୍ରମ ‘ଯାମିନି’
ଭୁବନେଶ୍ୱର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ଅଡିଟୋରିୟମ୍ରେ ସାରା ରାତି ସଙ୍ଗୀତ
ସନ୍ଧ୍ୟା ୭ଟାରୁ ସାରା ରାତି ଚାଲିବ କାର୍ଯ୍ୟକ୍ରମ
୫...





















