କଳିଙ୍ଗ ଷ୍ଟାଡିୟମର ଅଲିସ୍ ଲ୍ୟାଣ୍ଡରେ ‘ୟୁଥ୍ ଫର୍ ଓ୍ୱାଟର ପ୍ଲସ୍’ ଅଭିଯାନର ମାସ୍କଟ ଏବଂ ନୂଆ ଲୋଗୋ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁନିସେଫ୍ ନେତୃତ୍ୱରେ ପରିଚାଳିତ ‘ୟୁଥ୍ ଫର୍ ୱାଟର ପ୍ଲସ୍’ ଅଭିଯାନର ମାସ୍କଟ ଏବଂ ନୂଆ ଲୋଗୋ ଉନ୍ମୋଚନ ହୋଇଯାଇଛି। ବୁଧବାର ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମସ୍ଥିତ ‘ଅଲିସ୍ ଲ୍ୟାଣ୍ଡ’ଠାରେ ଆୟୋଜିତ ଏକ...

୧୨ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ କ୍ୟାବିନେଟରେ ଅନୁଷ୍ଠିତ ହୋଇଛି ଚଳିତ ବର୍ଷର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିଛି। ଅନୁଦାନପ୍ରାପ୍ତ...

କଳିଙ୍ଗରେ ଜିତିଲା ଭାରତୀୟ ହକି ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=Otd17XXTCLw] କଳିଙ୍ଗ ଷ୍ଟାଡିୟମରେ ୱେଲ୍ସକୁ ୪-୨ ଗୋଲରେ ହରାଇ ଭାରତ ବିଜୟ ହାସଲ କରିଛି। ଏହି ମ୍ୟାଚରେ ସିଧାସଳଖ କ୍ଵାର୍ଟରଫାଇନାଲ ଖେଳିବାକୁ ଆଶା ରଖିଥିବା ଭାରତୀୟ ହକି ଦଳ ନିରାଶ ହୋଇଛି।...

ୱେଲ୍ସକୁ ୪-୨ ଗୋଲରେ ହରାଇଲା ଭାରତ: ନ୍ୟୁଜିଲାଣ୍ଡ ସହ ୨୨ରେ କ୍ରସଓଭର ମ୍ୟାଚ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=vyJ84Wk0tSA] ୱେଲ୍ସକୁ ୪-୨ ଗୋଲରେ ହରାଇଲା ଭାରତ। ସିଧାସଳଖ କ୍ଵାର୍ଟରଫାଇନାଲ ଖେଳିବା ଆଶାରେ ରହିଥିବା ଭାରତୀୟ ହକି ଦଳକୁ ନିରାଶ ହେବାକୁ ପଡ଼ିଛି। ଆସନ୍ତା ୨୨ ତାରିଖରେ ନ୍ୟୁଜିଲାଣ୍ଡ ଦଳ ସହ...

ଭୁବନେଶ୍ଵରରେ ପହଞ୍ଚିଲା ବିଜୁ ବାବୁଙ୍କ ‘ଡାକୋଟା’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=MKZdZgQXuDE] ଭୁବନେଶ୍ଵରରେ ପହଞ୍ଚିଲା ବିଜୁ ବାବୁଙ୍କ ‘ଡାକୋଟା’। ୩ଟି ଲରିରେ ଭୁବନେଶ୍ଵରରେ ପହଞ୍ଚିଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସନ୍ତକ। ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଏହି ବିମାନଟି ରହିଥିଲା...

ହକି ବିଶ୍ଵକପ ଟିକେଟ କଳାବଜାରୀ କରିବା ଅଭିଯୋଗରେ ୫ ଗିରଫ, ୩୫ଟି ଟିକେଟ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲାଠାରେ ଆୟୋଜିତ ହୋଇଥିବା ହକି ବିଶ୍ଵକପ ୨୦୨୩କୁ ନେଇ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ହକି ପ୍ରେମୀଙ୍କୁ ମିଳିପାରୁ ନାହିଁ ଟିକେଟ କିମ୍ବା ପାସ। ହକି ଟିକେଟ କଳାବଜାରୀ...

ହକି ବିଶ୍ଵକପ ପାଇଁ ‘ଡଟ୍ ଫେଷ୍ଟ’: ଏଥର ଝୁମିବ ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ପୁରୁଷ ବିଶ୍ୱକପ ସମୟରେ ଦର୍ଶକଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇବାକୁ ‘ଡଟ୍ ଫେଷ୍ଟ’ର ଆୟୋଜନ ହେବାକୁ ଯାଉଛି। ଏଥର ‘ଡଟ୍ ଫେଷ୍ଟ’ରେ ଝୁମିବ ରାଜଧାନୀ ଭୁବନେଶ୍ୱର। ଆସନ୍ତା ୧୩ରୁ ୨୯ ତାରିଖ...

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଇଡିରେ ହାଜର ହେଲେ ଆଉ ତିନିଜଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି ଆଉ ୩ ଜଣ। ଏମାନଙ୍କ ମଧ୍ୟରେ ରହିଛନ୍ତି ଅର୍ଚ୍ଚନା ନାଗଙ୍କ ଚାଟାର୍ଡ ଆକାଉଟାଣ୍ଟ ଏବଂ ଅର୍ଚ୍ଚନାଙ୍କ...

ଆଜିଠୁ ଓଡ଼ିଶାରେ ଆରମ୍ଭ ହେଲା ୫-ଜି ଯୁଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ୫-ଜି ଯୁଗ। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଦିନ ୫-ଜି ସେବାର ଶୁଭାରମ୍ଭ କରିଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ସମଗ୍ର ଓଡ଼ିଶାରେ...

ହକି ବିଶ୍ଵକପ ପାଇଁ କମିଶନରେଟ ପୋଲିସ ଜାରି କଲା ହ୍ଵାଟ୍ସଆପ୍ ନମ୍ବର

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ବିଶ୍ଵକପ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇଛି ହ୍ଵାଟ୍ସଆପ୍ ନମ୍ବର। ଭୁବନେଶ୍ୱରରେ ହକି ପ୍ରଶଂସକ ତଥା ବାହାରୁ ଆସୁଥିବା ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ହେଲ୍ପଲାଇନ ନମ୍ବରର ବ୍ୟବସ୍ଥା...