ବିଏମସିର ନୂଆ ଗାଇଡଲାଇନ୍: ରାଜଧାନୀ ରାସ୍ତା କଡ଼ରୁ ହଟିବ ଖାଦ୍ୟ ଦୋକାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ରାଜଧାନୀ ଭୁବନେଶ୍ୱରର ରାସ୍ତାକଡ଼, ଫୁଟ୍‌ପାଥ ଏବଂ ଡ୍ରେନ୍‌ ଉପରେ ରହିବନି ଖାଦ୍ୟ ଦୋକାନ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି କରାଯାଇଛି ନୂଆ ଗାଇଡଲାଇନ୍। ଗ୍ରାହକଙ୍କ ଗାଡ଼ି ରଖିବା...

ରାଜଧାନୀ ପୂଜାମଣ୍ଡପ: ରସୁଲଗଡ଼ରେ ଝଟକୁଛି ଅକ୍ଷରଧାମ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=xFRIrlCCi1Y] କୋଭିଡ ମହାମାରୀର ଦୁଇ ବର୍ଷ ପରେ ରାଜଧାନୀ ଭୁବନେଶ୍ଵରରେ ଆୟୋଜନ କରାଯାଇଛି ଶାରଦୀୟ ଦୁର୍ଗାପୂଜା। ଚଳିତ ବର୍ଷ କଟକଣା ମୁକ୍ତ ଦୁର୍ଗାପୂଜାରେ ସାମିଲ ହୋଇଛନ୍ତି ହଜାର ହଜାର ଭକ୍ତ। ଭୁବନେଶ୍ଵରରେ...

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସାଥିରେ କେକ କାଟି ଜନ୍ମଦିନ ପାଳିଲେ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ   

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=iJrtgZPH60E]ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଗହଣରେ କେକ କାଟି ଜନ୍ମଦିନ ପାଳିଲେ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ। ସମସ୍ତଙ୍କୁ କେକ୍ ଖୁଆଇଲେ ଆଉ ମିଠା ମଧ୍ଯ ବାଣ୍ଟିଲେ। ନିଜ ଆତ୍ମୀୟମାନଙ୍କଠାରୁ ଦୂରରେ...

ଆକାଶ ମାର୍ଗରେ ବାୟୁବୀରଙ୍କ ‘ସୂର୍ଯ୍ୟକିରଣ ଏୟାର ସୋ’

ଓଡ଼ିଶାଲାଇଭ୍ ବ୍ୟୁରୋ ଆକାଶ ମାର୍ଗରେ ବାୟୁବୀରଙ୍କ ଶକ୍ତି ପ୍ରଦର୍ଶନ। ଭୁବନେଶ୍ୱର କୁଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ଶୁକ୍ରବାର ଦିନ ବାୟୁସନା ପକ୍ଷରୁ ଆୟୋଜିତ ସୂର୍ଯ୍ୟକିରଣ ସୋ’ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ଼ି ଜମିଥିଲା।...

ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଏୟାର ସୋ’ର ଫୁଲ୍ ଡ୍ରେସ ଅଭ୍ୟାସ

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ୧୬ ତାରିଖରେ ଭୁବନେଶ୍ୱର କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’। ଏହା ପୂର୍ବରୁ ଆଜି ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’ର...

ଷ୍ଟେସନ ବଜାରରେ ହେବ ଗଙ୍ଗାଘାଟ ଭଳି ଦୁର୍ଗାପୂଜା ତୋରଣ: ଆକର୍ଷଣରେ ବିକ୍ରମ-ବେତାଳ ଲାଇଭ ସୋ’

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ଦଶହରା। ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ଅକାର୍ଷଣୀୟ ତୋରଣ ପ୍ରସ୍ତୁତ କରାଯାଉଥିବାବେଳେ ସ୍ଥାନୀୟ ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ­ନିଆରା ତୋରଣ ସାଙ୍ଗକୁ...

ଭିଏସଏସ ନଗର ଦୁର୍ଗାପୂଜା: ତୋରଣରେ ‘ପୋଲିସ୍ ସେବା ଭବନ’

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁର୍ଗା ପୂଜା ଯେତିକି ପାଖେଇ ଆସୁଛି, ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି। ଆଖି ଲାଖିଲା ପରି ତୋରଣ ପ୍ରସ୍ତୁତି ପାଇଁ ପୂଜା କମିଟିଗୁଡ଼ିକ ଲାଗିପଡ଼ିଛନ୍ତି। ଏହି କ୍ରମରେ ଭୁବନେଶ୍ୱରର...

ଏଆଇପିଏଚ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ ‘ବିଶ୍ଵ ମଶା ଦିବସ-୨୦୨୨’ ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ବିଶ୍ୱ ମଶା ଦିବସ-୨୦୨୨’ ପାଳନ କରାଯାଇଛି। ବୁଧବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ମ୍ୟାଲେରିଆ ସହିତ ମଶାର ସମ୍ପର୍କ’ ବିଷୟରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା...

ଓଡ଼ିଶାରେ ଟ୍ରାନ୍ସଫର୍ମେସନର ନୂଆ ଯୁଗ ଆରମ୍ଭ ହୋଇଛି: ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଦେଶ ଆଜି ପାଳନ କରୁଛି ଆଜାଦୀକା ଅମୃତ ମହୋତ୍ସବ। ଏହି କ୍ରମରେ ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହୋଇଛି ୭୬ ତମ ସ୍ଵାଧୀନତା ଦିବସ। ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ...

ରାଜଧାନୀ ଭୁବନେଶ୍ଵରରେ ଗଡ଼ିଲା ଇ-ବସ ଓ ଇ-ରିକ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହେଲା ଇ-ବସ ଏବଂ ଇ-ରିକ୍ସା ସେବା। ବ୍ୟାଟେରୀ ଚାଳିତ ବସ ଏବଂ ଅଟୋ ରିକ୍ସାକୁ ଆନୁଷ୍ଠାନିକ ଭାବେ ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏୟାରପୋର୍ଟ...