ଅର୍ଚ୍ଚନା ନାଗଙ୍କୁ ଗିରଫ କଲା ଇଡି

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗଙ୍କୁ ମଙ୍ଗଳବାର ଦିନ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ୭ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ଭୁବନେଶ୍ଵର କୋର୍ଟରେ ଅର୍ଚ୍ଚନାଙ୍କୁ ହାଜର କରାଯାଇଥିଲା। ରିମାଣ୍ଡ...

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଭୁବନେଶ୍ଵର କୋର୍ଟରେ ହାଜର ହେଲେ ଜଗବନ୍ଧୁ ଚାନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ମଙ୍ଗଳବାର ଦିନ ଭୁବନେଶ୍ଵର କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ। ଅର୍ଚ୍ଚନାଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ...

ପଦ୍ମପୁର ବିଧାୟକ ଭାବେ ଶପଥ ନେଲେ ବର୍ଷା ସିଂ ବରିହା

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ଦିନ ପଦ୍ମପୁରର ବିଧାୟକ ଭାବେ ଶପଥ ନେଲେ ବର୍ଷାରାଣୀ ସିଂ ବରିହା। ବିଜେଡିର ନବନିର୍ବାଚିତ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବାଚସ୍ପତି...

ସୋମବାର ଦିନ ପଦ୍ମପୁରର ନୂଆ ବିଧାୟକ ଭାବେ ଶପଥ ନେବେ ବର୍ଷା ସିଂ ବରିହା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ସୋମବାର ଦିନ ପଦ୍ମପୁରର ବିଧାୟକ ଭାବେ ଶପଥ ନେବେ ବିଜେଡିର ନବନିର୍ବାଚିତ ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା। ପଦ୍ମପୁରର ବିଧାନସଭା ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିବା ବର୍ଷା ସିଂ...

କିଏ ହେବେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ?

ଓଡ଼ିଶାଲାଇଭ୍ ବ୍ୟୁରୋ ହିମାଚଳ ପ୍ରଦେଶରେ ସରକାର ଗଢ଼ିବ କଂଗ୍ରେସ। ତେବେ କିଏ ହେବେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ତାକୁ ନେଇ ଚାଲିଛି ଚର୍ଚ୍ଚା। ଏହି ରେସରେ ରହିଛନ୍ତି ପ୍ରତିଭା ସିଂ, ସୁଖବିନ୍ଦର ସିଂ ଏବଂ...

ହକି ବିଶ୍ଵକପ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏଫ୍ଆଇଏଚ୍ ମାନ୍ୟତା ପ୍ରାପ୍ତ ଓଡ଼ିଶାର ୪ଟି ନୂତନ ହକି ଟର୍ଫ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପ୍ ୨୦୨୩ ପୂର୍ବରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ଏଫଆଇଏଚ୍ ମାନ୍ୟତା ପାଇଥିବା ଓଡ଼ିଶାର ୪ଟି ନୂତନ ହକି ଟର୍ଫ। ଉଭୟ ଭୁବନେଶ୍ଵର ଏବଂ ରାଉରକେଲାରେ ହେବାକୁ ଥିବା ହକି...

ଅର୍ଚ୍ଚନା ନାଗ ବ୍ଳାକମେଲିଂ ମାମଲା: ଇଡିରେ ହାଜର ହେଲେ ଆର୍କିଟେକ୍ଟ ରଞ୍ଜିତ ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି ଆର୍କିଟେକ୍ଟ ରଞ୍ଜିତ ବେହେରା। ରଞ୍ଜିତ ବେହେରା ଆଜି ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି।...

ଅଧଘଣ୍ଟା ସମୟ ଦିଅ, ସବୁ ପ୍ରମାଣ ଦେବି – ଅର୍ଚ୍ଚନା ନାଗ

ଓଡ଼ିଶାଲାଇଭ୍ ବ୍ୟୁରୋ “ଅଧଘଣ୍ଟା ସମୟ ଦିଅ, ସବୁ ପ୍ରମାଣ ଦେବି। ମୁଁ ଯେତେବେଳେ ମୁହଁ ଖୋଲିବି ସାରା ରାଜ୍ୟ ଓଲଟପାଲଟ ହେଇଯିବ। ସମସ୍ତେ ପଣସ ଖାଇ ମୋ ମୁଣ୍ଡରେ ଅଠା ବୋଳିଛନ୍ତି। ମୁଁ କାହାରିକୁ...

ରିମାଣ୍ଡରେ ଗଲେ ଅର୍ଚ୍ଚନା ନାଗ, ଖୋଲିବ ଆର୍ଥିକ ସାମ୍ରାଜ୍ୟର ରହସ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସାତ ଦିନିଆ ରିମାଣ୍ଡରେ ଗଲେ ଅର୍ଚ୍ଚନା ନାଗ। ଏହି ୭ ଦିନ ମଧ୍ୟରେ ଅର୍ଚ୍ଚନାଙ୍କ ଆର୍ଥିକ ସାମ୍ରାଜ୍ୟର ରହସ୍ୟ ଉନ୍ମୋଚନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ବ୍ଲାକମେଲ କରି ଟଙ୍କା ହଡ଼ପ କରିବା...

୭ ଦିନ ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ସାତ ଦିନ ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅର୍ଚ୍ଚନାଙ୍କୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିବାବେଳେ ୭ ଦିନ ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର...