କରୋନା ମୁକାବିଲା ପାଇଁ ଗଠନ ହେଲା ବିଏମସି ସ୍କ୍ଵାଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଭାଇରସ ମୁକାବିଲା କରିବା ପାଇଁ ବିଏମସି ସ୍କ୍ଵାଡ୍ ଗଠନ ହୋଇଛି। ରାଜଧାନୀ ଭୁବନେଶ୍ଵରର ୩ଟି ଜୋନ୍ ପାଇଁ ୩ଟି ଟିମ୍ ଗଠନ ହୋଇଛି। ଏନେଇ ବିଏମସି କମିଶନର ସୂଚନା ଦେଇଛନ୍ତି। ଭୁବନେଶ୍ଵର...

ସ୍ୱୀକୃତି ସ୍ୱୟଂ ସହାୟକ ଗୋଷ୍ଠୀର ସଫଳତା – ଗୋଟିଏ ଦିନରେ ଆଦାୟ କଲେ ବିଏମ୍‌ସିର ୫୦ ଲକ୍ଷ ଟଙ୍କା...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏ ଦିନରେ ଭୁବନେଶ୍ୱର ମହାନଗର ନିଗମର ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ୫୦ ଲକ୍ଷ ଟଙ୍କା ଟପିଛି। କିନ୍ନରମାନଙ୍କୁ ନେଇ ଗଠିତ ହୋଇଥିବା ଟିଜି ସ୍ୱୀକୃତି ସ୍ୱୟଂ ସହାୟକ ଗୋଷ୍ଠୀ ଏହି...

କୋରୋନା ଡର – କଟକ-ଭୁବନେଶ୍ଵରରେ ବାହାଘର ପ୍ରୋସେସନ୍‌କୁ କମିସନରେଟ୍‌ ପୋଲିସର ନାଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ଭାଇରସ୍‌କୁ ମୁକାବିଲା କରିବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ବିବାହ ଉତ୍ସବ ଓ ଶୋଭାଯାତ୍ରା ଅନୁମତିକୁ ରଦ୍ଦ କରିଛନ୍ତି। ଏନେଇ ସାମ୍ଵାଦିକ ସମ୍ମିଳନୀ କରି...

ନୟାପଲ୍ଲୀ ଥାନା ଆଗରେ ମହିଳାଙ୍କ ଆତ୍ମାହୂତି ଉଦ୍ୟମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ଅଭାବନୀୟ କାଣ୍ଡ। ନୟାପଲ୍ଲୀ ଥାନା ଆଗରେ ମହିଳାଙ୍କ ଆତ୍ମାହୂତି ଉଦ୍ୟମ କରିଛନ୍ତି। ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି। ମହିଳା ଜଣକ ସ୍ଵାମୀ...

କୁକୁର ସହ ରାଜ୍ୟସଭା ପ୍ରାର୍ଥୀଙ୍କୁ ତୁଳନା କଲେ ତଥାଗତ, କି ଜବାବ ଦେବ ବିଜେଡି?

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ତଥାଗତଙ୍କ ତେରଚ୍ଛା ଟୁଇଟ୍‌ ରାଜ୍ୟ ରାଜନୀତିରେ ଆଣିଲା ଝଡ଼। ଏବେ ରାଜ୍ୟସଭା ନିର୍ବାଚନର ମଳୟ ବହୁଛି। ଓଡ଼ିଶାରୁ ଖାଲି ହେବାକୁ ଥିବା ୪ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା...

ହୋଲି ପାଇଁ ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି – ମଦ୍ୟପଙ୍କ ଉପରେ ନଜର ରଖିବ ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହୋଲି ପାଇଁ ରାଜଧାନୀ ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ନିରାପଦ ହୋଲି ପାଳନ ନେଇ କମିସନରେଟ୍‌ ପୋଲିସ ସତର୍କ କରାଯାଇଛି। ଦ୍ରୁତ ଗାଡ଼ି ଚାଳନା ଓ ମଦ୍ୟପଙ୍କ ଉପରେ ନଜର ରଖିବ...

ସୋଆ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ପ୍ରଫେସର ଅଶୋକ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ଅଶୋକ ମହାପାତ୍ର। ଶନିବାର ସେ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଫେସର ଅଶୋକ...

ମ୍ୟାଜିକ ପେନ୍‌ରେ ଲୁଟେରାଙ୍କ ଖେଳ, ବ୍ୟାଙ୍କ ଆକାଉଣ୍ଟ କରିଦେଲେ ଖୋଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚେକ୍‌ରେ ଦସ୍ତଖତ କରୁଥିଲେ ହୋଇଯାଆନ୍ତୁ ସାବଧାନ। ନେହେଲେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇ ପାରେ। ମ୍ୟାଜିକ ପେନ୍‌ରେ ଦସ୍ତଖତ କରାଇ ଦୁର୍ବୃତ୍ତ ଲୁଟି ନେଉଛନ୍ତି ଟଙ୍କା। ଏଭଳି ଏକ ଅଭିନବ...

ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ବିଶ୍ଵବିଦ୍ୟାଳୟର ସ୍ଵାସ୍ଥ୍ୟ କେନ୍ଦ୍ରରେ ଦୁଇ ଜଣ ଅବସରପ୍ରାପ୍ତ ଡାକ୍ତରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ସଂପୂର୍ଣ୍ଣ ରୂପେ ଚୁକ୍ତିଭିତ୍ତିକ। ବୟସ ସୀମା- ଏହି ନିଯୁକ୍ତି ପାଇଁ ଆଶାୟୀ...

ଏଥର ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋରୋନା ଭାଇରସ ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ପୁର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...