ରଣଜୀ ମ୍ୟାଚ – ଝାଡଖଣ୍ଡ ବିପକ୍ଷରେ ଓଡ଼ିଶାର ୪୩୬ରନ୍‌ର ବିଶାଳ ସ୍କୋର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା-ଝାଡ଼ଖଣ୍ଡ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ରଣଜୀ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୪୩୬ ରନ୍‌ର ବିଶାଳ ସ୍କୋର କରିଛି। ବର୍ତ୍ତମାନ ଝାଡ଼ଖଣ୍ଡ ପ୍ରଥମ ଇଂନିସ ଖେଳ...

ଏସସିବି ସଂପ୍ରସାରଣ ପାଇଁ ଆଜିଠୁ ତୃତୀୟ ପର୍ଯ୍ୟାୟ ଉଚ୍ଛେଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଏସସିବି ମେଡିକାଲ ସଂପ୍ରସାରଣ ପାଇଁ ବୁଧବାରଠୁ ତୃତୀୟ ପର୍ଯ୍ୟାୟ ଉଚ୍ଛେଦ ଆରମ୍ଭ ହୋଇଛି। ହିନ୍ଦ୍‌ ସିନେମା ହଲ୍‌ ପଛ ପଟେ ଥିବା ତାଳଗେଣ୍ଡା କେନାଲ ରାସ୍ତାକଡ଼ରୁ ଆଜି ଉଚ୍ଛେଦ କରିଛି...

ବୁଧବାର କଟକ-ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରେ ହେବ ପାଓ୍ଵାର କଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଗ୍ରାମାଞ୍ଚଳ ଓ ଭୁବନେଶ୍ୱର ସହରାଞ୍ଚଳ ଓ ଗ୍ରାମାଞ୍ଚଳର କିଛି ସ୍ଥାନରେ ବୁଧବାର ବିଦ୍ୟୁତ ସେବା ବନ୍ଦ ରହିବ। ବିଦ୍ୟୁତ ଜନିତ ମରାମତି କାମ ପାଇଁ ଏହି ପାଓ୍ଵାର କଟ୍‌ କରାଯିବ।...

ଗହଣା ଦୋକାନରୁ ଲୁଟ୍‌ – ୧ କିଲୋ ସୁନା, ୧୨ କିଲୋ ରୂପା ଲୁଟିନେଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ବାରଙ୍ଗ ଥାନା ଗୋଡ଼ିସାହି ବଜାରରେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ରବିବାର ଏକ ଗହଣା ଦୋକାନରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୧ କିଲୋରୁ ଅଧିକ ସୁନା ଓ ୧୨...

ସଂଜୀବ ପାଣିଗ୍ରାହୀ ହେବେ ଓଡ଼ିଶା ହାଇକୋର୍ଟ ବିଚାରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂଜୀବ ପାଣିଗ୍ରାହୀ ହେବେ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି। ତାଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସଂଜୀବ ପାଣିଗ୍ରାହୀଙ୍କ ନିଯୁକ୍ତି ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି...

କୋରୋନା ପାଇଁ ଏସ୍‌ସିବି କେତେ ପ୍ରସ୍ତୁତ – ଭିତ୍ତିଭୂମି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: କୋରୋନା ଭାଇରସ୍ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି କଟକ ଏସ୍‌ସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଆବଶ୍ୟକ ଭିତ୍ତିଭୂମି ଏବଂ ଚିକିତ୍ସା ସୁବିଧା ଅଛି କି ନାହିଁ ସେ ସମ୍ପର୍କରେ ଗୁରୁବାର...

ଏସ୍‌ସିବି ପୁନର୍ବିନ୍ୟାସ, ଆଜି ପୁଣି ଚାଲିଛି ଉଚ୍ଛେଦ କାର୍ଯ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଏସ୍‌ସିବି ମେଡିକାଲର ସଂପ୍ରସାରଣ ପାଇଁ  ଦ୍ୱିତୀୟ ପର୍ଯ୍ୟାୟରେ ଉଚ୍ଛେଦ ଆରମ୍ଭ ହୋଇଛି। ଗୁରୁବାର ଜୋବ୍ରା ଅଞ୍ଚଳରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସେସୁ ଅଫିସଠାରୁ ମାଛ ମାର୍କେଟ ଯାଏଁ ଜିଲ୍ଲା...

ଏନବିଡବ୍ଲ୍ୟୁ ଧରପଗଡ଼ – ୯ ଦିନରେ ୫୧୨୧ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ରାଜ୍ୟର ବିଭିନ୍ନ ଥାନାରେ ଜାମିନବିହୀନ ଗିରଫ ପରୱାନା ତଥା ନନ୍ ବେଲେବୁଲ୍ ୱାରେଣ୍ଟ୍(ଏନବିଡବ୍ଲ୍ୟୁ) ମାଳମାଳ ସଂଖ୍ୟାରେ ଗଦା ହୋଇପଡିଛି। ଏନବିଡବ୍ଲ୍ୟୁ କାର୍ଯ୍ୟକାରୀ ହୋଇପାରୁନଥିବାରୁ କୋର୍ଟରେ ବିଚାର ପ୍ରକ୍ରିୟାରେ ମଧ୍ୟ ବାଧାପ୍ରାପ୍ତ...

ଓପିଏସ୍‌ସିର ନୂଆ ୱେବ୍ ପୋର୍ଟାଲ୍ ଲୋକାର୍ପିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ନୂଆ ୱେବ୍ ପୋର୍ଟାଲ୍ ବୁଧବାର ଲୋକାର୍ପିତ ହୋଇଛି। ପରୀକ୍ଷା ପରିଚାଳନାରେ ବ୍ୟାପକ ସମନ୍ୱୟ ରକ୍ଷା ସହ ମୋବାଇଲରେ କିଭଳି ଏହି ପୋର୍ଟାଲର ବ୍ୟବହାର ସହଜ ହୋଇପାରିବ...

‘କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ’ ରେ ଇତିହାସ ରଚିଲା ଏସ୍‌ସିବି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: କଟକ ବଡ଼ ଡାକ୍ତରଖାନା ନୂଆ ଇତିହାସ ରଚିଛି। ବହୁ ପ୍ରତୀକ୍ଷିତ ‘କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ’ ସଫଳ ହୋଇଛି। ଜଣେ ମୃତ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ ଉଦ୍ଧାର କରି ଅନ୍ୟ ଜଣେ ଜୀବିତ...