ସ୍ମୃତିରେ ପାଣୁ ମଉସା: ଦିନେ ତାଙ୍କ ଡାକରେ ଜଙ୍ଗଲରୁ ଧାଇଁ ଆସୁଥିଲେ ମୟୂର
ଓଡ଼ିଶାଲାଇଭ ବ୍ୟୁରୋ
ଆ ଆ ..ଆ ଆ ରାଜା ଆଆ....ଡାକରେ ସକାଳ, ସଞ୍ଜରେ ପାହାଡ ଆଖ ପାଖ ଜଙ୍ଗଲରୁ ଚାଲିଆସୁଥିଲେ ଦଳ ଦଳ ହୋଇ ମୟୂର ପଲ। ସେ ଆଉ କେହି ନୁହନ୍ତି ସେ...
କଟକ: ଶ୍ରୀ ଶ୍ରୀ ବିଶ୍ଵ ବିଦ୍ୟାଳୟରେ ଆୟୁର୍ବେଦିକ ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରଶ୍ରୀ ବିଶ୍ଵବିଦ୍ୟାଳୟ ପରିସରରେ ଆର୍ୟୁବେଦିକ କଲେଜର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରଶ୍ରୀ ରବିଶଙ୍କର ମଧ୍ୟ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।...
ଆଠଗଡ଼ ବାଘ ମୃତ୍ୟୁ ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଠଗଡ଼ ତିଗିରିଆ ଅଞ୍ଚଳରେ କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ଦୁଇ ବନ୍ୟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଲା ଯୋଗୁଁ ଦୁଇ ବନ୍ୟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି।
ଜଣେ ପରେଷ୍ଟର...
କଟକ ବିଏସ୍ଏନ୍ଏଲ୍ ଅଫିସ୍ରେ ଅଗ୍ନିକାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଟକ ବଜ୍ରକବାଟୀ ରୋଡ୍ସ୍ଥିତ ବିଏସ୍ଏନ୍ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଏସ୍ଏନ୍ଏଲ୍ ଅଫିସର ଚତୁର୍ଥ ମହଲାରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି।
ନିଆଁ ଲାଗିବା ଯୋଗୁ କଟକରେ ବିଏସ୍ଏନ୍ଏଲ୍ ସେବା ଠପ୍...
ଏଟି ଚିଟ୍ଫଣ୍ଡ ଠକେଇରେ କେମିତି ଫସିଲେ ଆଶୀର୍ବାଦ?
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଏଟି ଚିଟ୍ଫଣ୍ଡ ଠକେଇରେ ଗିରଫ ହୋଇଛନ୍ତି। ସିବିଆଇ ଗୁରୁବାର ଭୋର୍ରୁ ଆଶୀର୍ବାଦଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଏବେ...
ରେଭେନ୍ସା ରାଗିଂ ଘଟଣା – ହଷ୍ଟେଲରୁ ବିଦା ହେଲେ ୬ ଛାତ୍ର
ଓଡ଼ିଶାଲାଇଭ ବ୍ୟୁରୋ
ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ହଷ୍ଟେଲରେ ମାଡ଼ ମାରିବା ସହ ରାଗିଂ କରିବାରୁ ୬ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବିଦା କରାଯାଇଛି। ଏହାର ନିଷ୍ପତ୍ତି ପାଇଁ ଏକ ବିଭାଗୀୟ କମିଟି ବସିଥିଲା। ତେବେ...
ବିଲୁଆଖାଇ ନଦୀ ପଠାରୁ ମିଳିଲା ଯୁବତୀଙ୍କ ମୃତଦେହ
ଓଡ଼ିଶାଲାଇଭ ବ୍ୟୁରୋ
ଅଖା ଭିତରୁ ମିଳିଲା ଯୁବତୀଙ୍କ ହାତ ଗୋଡ଼ ବନ୍ଧା ଯୁବତୀଙ୍କ ମୃତ ଦେହ। ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରେ ଏପରି ଅବସ୍ଥାରେ ଜଣେ ଯୁବତୀଙ୍କ ମୃତ ଦେହକୁ ଉଦ୍ଧାର...
ନିଜିଗଡ଼ ଜଙ୍ଗଲରୁ ବାଘୁଣୀର ମୃତଦେହ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ତିଗିରିଆ ବ୍ଲକ୍ ନିଜିଗଡ ସଂରକ୍ଷିତ ଜଙ୍ଗଲରୁ ଏକ କଲରାପତରିଆ ବାଘୁଣୀର ମୃତଦେହ ଉଦ୍ଧାର କରାଯାଇଛି। ବାଘୁଣୀର ବୟସ ପ୍ରାୟ ୧୦ ବର୍ଷ। ଲମ୍ୱ ପ୍ରାୟ ୪ ଫୁଟ ଏବଂ ଓଜନ...
ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା – ଆକ୍ଟିଭାକୁ ଲକ୍ଷେ ଟଙ୍କା ଫାଇନ
ଓଡ଼ିଶାଲାଇଭ ବ୍ୟୁରୋ
ନୂଆ ଟ୍ରାଫିକ ନିୟମ ପରେ ପୁଣି ସାମ୍ନାକୁ ଆସିଲା ଆଉ ଏକ ବଡ଼ ଫାଇନ। ଏଥର କୋଉ ଟ୍ରକ କି ଅଟୋ ନୁହେଁ ଫାଇନ ଲାଗିଛି ସ୍କୁଟିରେ। ଗାଡ଼ିର ରେଜିଷ୍ଟ୍ରେସନ ନମ୍ଵର...
ଏଥର ପୋତାପୋଖରୀ ଦୁର୍ଗା ପୀଠରେ ମା’ଙ୍କର ହେବ ଷୋଡ଼ଶ ବେଶ
ଓଡ଼ିଶାଲାଇଭ ବ୍ୟୁରୋ
ଦୁର୍ଗା ପୂଜା ଯେତେ ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହୋଇ ଉଠୁଛି କଟକ ସହର। ଚଳିତ ବର୍ଷ ଦୁର୍ଗା ପୂଜାରେ କଟକ ପୋତାପୋଖରୀରେ ଦୁର୍ଗା ପୀଠରେ ପ୍ରଥମ ଥର ପାଇଁ ମା’ଙ୍କ...





















