ଜଗା-କାଳିଆଙ୍କ ପାଇଁ ଏସ୍‌ସିବି ମେଡିକାଲ ପ୍ରସ୍ତୁତ

ଓଡ଼ିଶାଲାଇଭ୍ ବ୍ୟୁରୋ କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା କାଳିଆଙ୍କ ପାଇଁ କଟକ ଏସ୍‌ସିବି ମେଡ଼ିକାଲ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଏହି ଦୁଇ ଶିଶୁ ଖୁବ୍ ଶୀଘ୍ର ଓଡ଼ିଶା...

ଟୁଇନ୍ ସିଟିରେ ଅପରାଧ ନିୟନ୍ତ୍ରଣ ଆମ ପାଇଁ ବଡ଼ ଚାଲେଞ୍ଜ : ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=2jfblaQyQg8 କଟକ-ଭୁବନେଶ୍ୱର କମିଶନରେଟ୍‌ ପୋଲିସର ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ସତ୍ୟଜିତ ମହାନ୍ତିଙ୍କ ଜାଗାରେ ସେ ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୦...

ହୋଲ୍‌ସେଲ୍ ବଜାରରେ ପିଆଜ ସଙ୍କଟ, କଟକ ଛତ୍ର ବଜାରରେ କିଲୋ ୩୫

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ପିଆଜ ଦର ଏବେ ହୁ ହୁ ହୋଇ ବଢିଚାଲିଛି। ଦୁଇ ସପ୍ତାହ ଭିତରେ ମୂଲ୍ୟ ପ୍ରାୟ ୧୫ଟଙ୍କା ବଢିଗଲାଣି। ଆଗକୁ ସାସେ ପର୍ଯ୍ୟନ୍ତ ଦର କମିବାର ସମ୍ଭାବନା କମ୍। ପ୍ରବଳ...

ପୂର୍ବତନ ଶାସନ ସଚିବ ଲଲାଟ ଇନ୍ଦୁ ପରିଜାଙ୍କ ପରଲୋକ

ଓଡ଼ିଶାଲାଇଭ ବ୍ୟୁରୋ ପୂର୍ବତନ ଶାସନ ସଚିବ ଲଲାଟ ଇନ୍ଦୁ ପରିଜାଙ୍କ ପରଲୋକ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଲଲାଟେନ୍ଦୁ...

ବଜ୍ରାଘାତରେ ଗଲା ୪ ଜୀବନ

ଓଡ଼ିଶାଲାଇଭ ବ୍ୟୁରୋ ବଜ୍ରାଘାତ ଯୋଗୁଁ ରାଜ୍ୟ ବିଭିନ୍ନ ସ୍ଥାନରେ ୪ଜଣଙ୍କ ମୃତ୍ୟୁ ହୋଇଛି। ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବର୍ଷା ଲାଗି ରହିଛି। ଏହା ମଧ୍ୟରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର ବଜ୍ର...

ସ୍ପେଶାଲ୍ ସ୍କ୍ୱାଡ୍ କହି ଲୁଟିଥିଲେ ଟଙ୍କା, ଜେଲ୍ ଗଲେ ଟାଙ୍ଗୀ ଥାନାର ତିନି ପୋଲିସ କର୍ମଚାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ଖାକିରେ କଳଙ୍କ। ନିଜକୁ କମିସନରେଟ୍ ପୋଲିସର ସ୍ପେସାଲ୍ ସ୍କ୍ୱାଡ୍ କହି ଜଣେ ବ୍ୟବସାୟୀଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟିବା ଘଟଣା ଟାଙ୍ଗୀ ଥାନାର ତିନି ପୋଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି।...

ପୋଲିସ ସାଜିଲେ ଡକାୟତ – ଯାଞ୍ଚ ବାହାନାରେ ଲୁଟିଲେ ଦେଢ଼ ଲକ୍ଷ ଟଙ୍କା

ଓଡ଼ିଶାଲାଇଭ ବ୍ୟୁରୋ ଗାଡ଼ି ଚେକିଂ ବାହାନାରେ ଜଣେ ବ୍ୟବସାୟୀଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ପୋଲିସ କର୍ମଚାରୀ। ପରେ ଧରା ପଡ଼ିଯିବା ବାହାନାରେ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରିଥିଲେ। ଏନେଇ ବ୍ୟବସାୟୀ...

କଟକରେ ପୁଣି ଏନ୍‌କାଉଣ୍ଟର – ୩ ଗୁଳି ଖାଇଲା ଦୁର୍ଦ୍ଦାନ୍ତ ଅପରାଧୀ ଅମିତ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : ପୁଣି ଆକ୍ସନ ମୋଡ୍‌କୁ ଓହ୍ଲାଇଛି କମିସନରେଟ୍ ପୋଲିସ୍। କିଛି ଦିନ ବ୍ୟବଧାନ ପରେ ପୋଲିସ୍ ପୁଣି ଏନକାଉଣ୍ଟର କରିଛି। ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ଓରଫ ମନୋଜ ପାତ୍ର ପୋଲିସ୍...

ନୂଆ ପୋଲିସ କମିଶନରଙ୍କୁ ଚାଲେଞ୍ଜ – ବୋମାମାଡ଼ରେ ଥରିଲା କଟକ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ନୂଆ ପୋଲିସ୍ କମିଶନରଙ୍କୁ ଚାଲେଞ୍ଜ। ବୋମାମାଡ଼ରେ ଥରିଉଠିଲା କଟକ। ଯେଉଁ ନୂଆ କମିସନରଙ୍କୁ ନେଇ କମିସନରେଟ୍ ପୋଲିସ ଚଳଚଞ୍ଚଳ ସେଠି ଅପରାଧୀ ବୋମା ପକାଇ ନିଜ ପତିଆରା ଜାହିର୍‌ କରିଛନ୍ତି। ଭୁବନେଶ୍ୱର...

ଅପରାଧ, ତଦନ୍ତକୁ ଅଧିକ ଗୁରୁତ୍ୱ ଦେବାକୁ କହିଲେ ନୂଆ କମିଶନର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି କଟକ-ଭୁବନେଶ୍ୱର ନୂଆ ପୋଲିସ କମିଶନର ଭାବେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ବୁଧବାର ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ଡକ୍ଟର ଷଡ଼ଙ୍ଗୀ ତାଙ୍କର ଆଗାମୀ ଆଭିମୁଖ୍ୟ ସଂପର୍କରେ ସାମ୍ବାଦିକ...