ସରକାରୀ ଅଫିସ ଉଠିବା ବିରୁଦ୍ଧରେ ‘ଆମ କଟକ’ ପକ୍ଷରୁ ଅଭିନବ ବିରୋଧ

ଓଡ଼ିଶାଲାଇଭ ବ୍ୟୁରୋ ହଜାରେ ବର୍ଷର କଟକରୁ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ସ୍ଥାନାନ୍ତରିତ କରିବା ବିରୁଦ୍ଧରେ ଲଢେଇ ଜୋରଦାର ହୋଇଛି। କଟକର କିଛି ନାଗରିକ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ଏ ନେଇ ଏକ...

ରେଭେନ୍ସା ଛାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ

ଓଡ଼ିଶାଲାଇଭ ବ୍ୟୁରୋ କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅନ୍ନପୂର୍ଣ୍ଣା ଚୌଧୁରୀ ନାମକ ଜଣେ ଛାତ୍ରୀ ଉପରେ ଟ୍ରକ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଅନ୍ନପୂର୍ଣ୍ଣା ରେଭେନ୍ସା...

ପାଖେଇ ଆସୁଛି ଦଶହରା: ଏଥର କଟକରେ ଆଉ ୩ ଚାନ୍ଦି ମେଢ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଚାନ୍ଦି ମେଢ଼ ସଂଖ୍ୟା ୨୭ ଛୁଇଁଲା ଛତ୍ରବଜାର, ବିଡ଼ାନାସୀ, ଗଙ୍ଗାମନ୍ଦିରରେ ହେବ ଚାନ୍ଦି ମେଢ଼ ୭ଟି ମଣ୍ଡପରେ ସୁନା ମୁକୁଟରେ ଝଲସିବେ ମା’ କଟକ : ଏଥର କଟକ ଦଶହରାରେ ଚମକିବ...

ବସ୍‌ ଉପରେ ଟ୍ରାଫିକ୍ କଟକଣା –  କେବଳ ନିର୍ଦ୍ଧାରିତ ବସ୍‌ଷ୍ଟପ୍‌ରୁ ହିଁ ଉଠାଇ ପାରିବେ ଯାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀରେ ବସ୍‌ଗୁଡିକ ଉପରେ ଲାଗିଲା ଟ୍ରାଫିକ୍ କଟକଣା। ଏଣିକି ଯେକୌଣସି ସ୍ଥାନରେ ବସ୍‌ ରଖି ଯାତ୍ରୀଙ୍କୁ ବସ୍‌ରେ ଉଠାଇପାରବେନି। ଏନେଇ ନୂଆ ନିୟମ ଜାରି କରିଛି କମିଶନରେଟ ପୋଲିସ। ଭୂବନେଶ୍ୱରରେ ଟ୍ରାଫିକ୍ ସମସ୍ୟା...

ଆଜିଠାରୁ କଟକ ଇନ୍‌ଡୋରରେ ଜାତୀୟ ସବ୍‌ ଜୁନିୟର ବାସ୍କେଟ ବଲ ପ୍ରତିଯୋଗିତା

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ସେପ୍ଟେମ୍ବର ୩ ତାରିଖଠାରୁ  ସିଲଭର ସିଟି କଟକରେ ଜାତୀୟ ସ୍ତରୀୟ ବାସ୍କେଟ ବଲ ମ୍ୟାଚ ଖେଳାଯିବ। ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ୪୬ତମ ଜାତୀୟ ସବ୍‌ ଜୁନିୟର...

ନିଶାସେବନ ଦ୍ୱାରା ଯୁବପିଢ଼ି ମାନସିକ ଭାରସାମ୍ୟ ହରାଉଛନ୍ତି : ଡାକ୍ତର ଗୌତମ ଶାହ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ସେବନ କରି ଯୁବପିଢ଼ି ନିଜର ଭାରସାମ୍ୟ ହରାଉଛନ୍ତି। ନିଶା ସେବନ ଦ୍ୱାରା ସେମାନେ ମାନସିକ ରୋଗରେ ଆକ୍ରାନ୍ତ ହେଉଛନ୍ତି’’, କହିଛନ୍ତି ଡାକ୍ତର ଗୌତମ ଶାହ। ନିଶାଦ୍ରବ୍ୟଠାରୁ ଦୂରେଇ...

ଲୋକର୍ପିତ ହେଲା ‘ସାଗା ଅଫ୍ ଦ ବାରବାଟୀ ଷ୍ଟାଡିୟମ୍’ ପୁସ୍ତକ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : କୈଳାଶ ଚନ୍ଦ୍ର ଦାସଙ୍କ ପୁସ୍ତକ ‘ସାଗା ଅଫ ଦ ବାରବାଟୀ ଷ୍ଟାଡିୟମ୍’ ପୁସ୍ତକ ଲୋକାର୍ପିତ ହୋଇଛି । ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି...

କଟକରେ ନକଲି ତେଲ କାରଖାନା ଠାବ

ଓଡ଼ିଶାଲାଇଭ୍ ବ୍ୟୁରୋ ୩୦ହଜାର ଲିଟର ଅପମିଶ୍ରିତ ତେଲ ଜବତ କଟକ: ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ବମ୍ଫକୁଦଠାରେ ଚାଲିଥିବା ଏକ ନକଲି ଖାଇବା ତେଲ କାରଖାନା ଉପରେ ଚଢଉ କରିଛି ସଦର ଥାନା ପୋଲିସ।...

ଦବିଲା କାଠଯୋଡ଼ି ବ୍ରିଜ୍, ଭୟରେ ଯାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କଟକ-ଭୁବନେଶ୍ୱର ରାସ୍ତାରେ ଥିବା କାଠଯୋଡି ନନଦୀ ପୋଲରେ ଏକ ବଡ଼ ଧରଣର ଫାଟ ସୃଷ୍ଟି ହୋଇଛି। ପ୍ରେସ୍‌ଛକ ପଟୁ ପୋଲ ଆରମ୍ଭରେ ଏହି ଫାଟ ଯୋଗୁଁ ବ୍ରିଜ୍ ଅଳ୍ପ ଦବିଯାଇଛି।...

ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ୧୩ ଡାକ୍ତର ପଦବୀ ଖାଲି

ଓଡ଼ିଶାଲାଇଭ ବ୍ୟୁରୋ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ୧୩ ଡାକ୍ତର ପଦବୀ କାଲି ପଡ଼ିଛି। ଫଳରେ ଏଠାକୁ ଆସୁଥିବା ରୋଗୀ ସଠିକ୍ ଚିକିତ୍ସା ପାଇ ପାରୁନାହାନ୍ତି। ପ୍ରତିଦିନ ଶହଶହ ରୋଗୀ ବିଭିନ୍ନ ଗ୍ରାମମାନଙ୍କରୁ ଚିକିତ୍ସା ପାଇଁ...