ନାଲ୍‌କୋ କପ୍‌ ରାଜ୍ୟ ହକି ଚାମ୍ପିଅନ୍‌ସିପ୍‌ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : ହକି ଓଡ଼ିଶା ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମ୍ ଠାରେ ଶନିବାରଠୁ ଆରମ୍ଭ ହୋଇଛି ‘ନାଲକୋ କପ୍‌’ରାଜ୍ୟ ହକି ଚାମ୍ପିଅନ୍‌ସିପ୍‌। ଏଥିରେ ୨୨ଟି ଟିମ୍‌ ଅଂଶଗ୍ରହଣ କରିଛନ୍ତି। ପ୍ରାୟ ୪ଶହରୁ ଅଧିକ...

ଜମିବ କଟକ ଦଶହରା – ସୁନା, ଚାନ୍ଦି ମେଢ଼ ସାଙ୍ଗକୁ ଆକର୍ଷଣୀୟ ତୋରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଖାନନଗରରେ ରଙ୍ଗନାଥ ଟେମ୍ପୁଲ୍ ତୋରଣ ବାଦାମବାଡିରେ ରାଜସ୍ଥାନ ରାଣୀମହଲ ମାଲଗୋଦାମରେ ଷ୍ଟାଚ୍ୟୁ ଅଫ୍ ଲିବର୍ଟି କଟକ: ସୁନା, ଚାନ୍ଦିର ଚମକ ସାଙ୍ଗକୁ କଟକ ଦୁର୍ଗାପୂଜାରେ ଆକର୍ଷଣ ସାଜିଥାଏ ସୁଉଚ୍ଚ ତୋରଣ। ପ୍ରତିବର୍ଷ...

ସେପ୍ଟେମ୍ବର ୨୭ରେ ଓସିଏ ନିର୍ବାଚନ – ପ୍ରକାଶ ପାଇଲା ୭୩ ଜଣିଆ ଭୋଟର ତାଲିକା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ଆସନ୍ତା ୨୭ତାରିଖରେ ହେବାକୁ ଥିବା ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ନିର୍ବାଚନ ପାଇଁ ଆଜି ୭୩ ଜଣିଆ ଭୋଟର ତାଲିକା ପ୍ରକାଶ ପାଇଛି। ଶନିବାର ଆପତ୍ତି, ଅଭିଯୋଗ ଶୁଣାଣି ରହିଥିବା ବେଳେ ୧୫...

କମିସନରେଟ୍ ପୋଲିସର କଟକ ଦଶହରା ପ୍ରସ୍ତୁତି – ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ୧୨ରେ ସରିବ ମେଲୋଡି ପୂଜା କମିଟି ଭଲ୍ୟୁଣ୍ଟର ନେବେ ତାଲିମ ସାଉଣ୍ଡ ଉପରେ କଟକଣା ସବୁ ପୂଜା ମଣ୍ଡପରେ ସିସିଟିଭି ସୁନା, ଚାନ୍ଦି ମେଢ଼ ଜଗିବେ ବନ୍ଧୁକଧାରୀ ପୋଲିସ କଟକ...

କଟକରେ ଏନକାଉଣ୍ଟର – ଗ୍ୟାଙ୍ଗଷ୍ଟାର ଟିଟୋ ସହଯୋଗୀ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ସିଡିଏ ସେକ୍ଟର ୧୩ରେ ପୋଲିସ୍‌ ଏନକାଉଣ୍ଟର କରିଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ବୁଦ୍ଧିଆ ଦାସ ଆହତ ହୋଇଛି। ଗୁରୁତର ଅବସ୍ଥାରେ ବୁଦ୍ଧିଆକୁ ଏସିବି ମେଡିକାଲରେ...

ଫାଓ ଲିଗ୍‌ରେ ଅଘଟଣ – ପଡ଼ିଆରେ ପ୍ରାଣ ହରାଇଲେ ଫୁଟବଲ୍ ଖେଳାଳି

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ବାରବାଟୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଫାଓ ଲିଗରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ମ୍ୟାଚ ଖେଳୁଥିବା ବେଳେ ପଡିଆରେ ଟଳି ପଡିଛନ୍ତି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଟିମର ଖେଳାଳି...

ଏସ୍‌ସିବିରେ ଜଗା-କାଳିଆ, ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ୨ ବର୍ଷ ପରେ ଦିଲ୍ଲୀରୁ ଫେରିଲେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ। କଟକ: ଜଗା-କାଳିଆ ଶନିବାର କଟକରେ ପହଞ୍ଚିବା ପରେ ଉଭୟଙ୍କୁ ଏସ୍‌ସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ୨୦୧୭ ମସିହାରୁ ଦିଲ୍ଲୀ ଏମ୍ସରେ...

ସରକାରୀ ଅଫିସ ଉଠିବା ବିରୁଦ୍ଧରେ ‘ଆମ କଟକ’ ପକ୍ଷରୁ ଅଭିନବ ବିରୋଧ

ଓଡ଼ିଶାଲାଇଭ ବ୍ୟୁରୋ ହଜାରେ ବର୍ଷର କଟକରୁ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ସ୍ଥାନାନ୍ତରିତ କରିବା ବିରୁଦ୍ଧରେ ଲଢେଇ ଜୋରଦାର ହୋଇଛି। କଟକର କିଛି ନାଗରିକ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ଏ ନେଇ ଏକ...

ରେଭେନ୍ସା ଛାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ

ଓଡ଼ିଶାଲାଇଭ ବ୍ୟୁରୋ କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅନ୍ନପୂର୍ଣ୍ଣା ଚୌଧୁରୀ ନାମକ ଜଣେ ଛାତ୍ରୀ ଉପରେ ଟ୍ରକ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଅନ୍ନପୂର୍ଣ୍ଣା ରେଭେନ୍ସା...

ପାଖେଇ ଆସୁଛି ଦଶହରା: ଏଥର କଟକରେ ଆଉ ୩ ଚାନ୍ଦି ମେଢ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଚାନ୍ଦି ମେଢ଼ ସଂଖ୍ୟା ୨୭ ଛୁଇଁଲା ଛତ୍ରବଜାର, ବିଡ଼ାନାସୀ, ଗଙ୍ଗାମନ୍ଦିରରେ ହେବ ଚାନ୍ଦି ମେଢ଼ ୭ଟି ମଣ୍ଡପରେ ସୁନା ମୁକୁଟରେ ଝଲସିବେ ମା’ କଟକ : ଏଥର କଟକ ଦଶହରାରେ ଚମକିବ...