ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଲେ ହାଇକୋର୍ଟ
ଓଡ଼ିଶାଲାଇଭ ବ୍ୟୁରୋ
ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ। କିନ୍ତୁ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯିବନାହିଁ। ଅର୍ଥାତ୍ ତାଙ୍କୁ ସେଠାରୁ ହଟାଇ ଦିଆଯିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଏବଂ ବିଚାରପତି ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କୁ...
ବଦଳିଥିଲେ ପୋଲିସ ଡିଜି, ଏବେ ବଦଳିଲେ କମିଶନର
ଓଡ଼ିଶାଲାଇଭ୍ ବ୍ୟୁରୋ
ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ହେଲେ କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର ନୂଆ କମିଶନର।
ଗତ କିଛିଦିନ ଦେଲା ପ୍ରଶାସନିକ ସ୍ତରରେ ବ୍ୟାପକ ଅଦଳ ବଦଳ କରୁଛନ୍ତି ରାଜ୍ୟ ସରକାର। ନିକଟରେ ପୋଲିସ ଡିଜି ଥିବା...
ଫୁଲ ତୋଳିବା ହେଲା କାଳ – ନଦୀରେ ବୁଡ଼ି ଗଲେ ଦୁଇ ଭଉଣୀ
ଓଡ଼ିଶାଲାଇଭ ବ୍ୟୁରୋ
ଖୁଦୁରୁକୁଣି ଓଷା ପାଇଁ ଫୁଲ ତୋଳିବା ହେଲା କାଳ। ନଦୀରେ ବୁଡ଼ି ଗଲେ ଦୁଇ ଭଉଣୀ। ଏମିତି ଏକ ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା କିଶନ ନଗର ନିକଟସ୍ଥ ସଫିପୁର...
ବିପଦରେ ବାରବାଟୀ ଷ୍ଟାଡିୟମ୍ ଗ୍ୟାଲେରୀ, ଖସୁଛି ଅତଡ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମ୍ ଗ୍ୟାଲେରୀକୁ ନେଇ ବିପଦ ଦେଖାଦେଇଛି। ଅତଡ଼ା ଖସୁଥିବାରୁ ଗ୍ୟାଲେରୀରେ ଜାଲ ଘେରାଇ ଦିଆଯାଇଛି। ଆଗକୁ ଡିସେମ୍ବରରେ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳାଯିବାକୁ ଥିବା...
ମହାନଦୀରେ କେମିତି ଆସେ ବନ୍ୟା?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=FhqDlVpqVDY
ମହାନଦୀରେ ଏବେ ବନ୍ୟା ଆସିଛି। ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲା ରହିଛି। ତେବେ କ’ଣ ହୀରାକୁଦରୁ ପାଣି ଆସିଲେ ମହାନଦୀରେ ବନ୍ୟା ହୁଏ କି? ଏହାର ଉତ୍ତର ଦେଇଛନ୍ତି ଜଳ...
ବନ୍ୟା ପାଣିରେ ବୁଡ଼ିଲା ଭଟ୍ଟାରିକା ମନ୍ଦିର
ଓଡ଼ିଶାଲାଇଭ ବ୍ୟୁରୋ
ଆଠଗଡ଼ରେ ଫୁଲୁଛି ମହାନଦୀ। ଗତ ଦୁଇଦିନ ହେବ ଉପରେ ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପଶ୍ଚିମ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାସହ ଆଜି ହୀରାକୁଦରେ ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି।...
ଜଳସମ୍ପଦ ବିଭାଗର ବନ୍ୟା ଆଲର୍ଟ – ହେଡ୍କ୍ୱାର୍ଟର ନଛାଡ଼ିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୪ ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ ଖୋଲା
ବନ୍ୟା ମୁକାବିଲା ପାଇଁ ଚାଲିଛି ଆଲୋଚନା
ଦୁର୍ବଳ ନଦୀ ବନ୍ଧକୁ ନେଇ ଚାଲିଛି ସମୀକ୍ଷା
ବାଲି ବସ୍ତା ମହଜୁଦ ରଖିବାକୁ ନିର୍ଦ୍ଦେଶ
ମହାନଦୀରେ...
କଟକ ଏସ୍ସିବିରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଏସ୍ସିବି ମେଡିକାଲ୍ କଲେଜରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଦେବକୀ ବେହେରା (୬୦)। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା...
ମହାନଦୀରେ ଆସୁଛି ବନ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
୬ ଜିଲ୍ଲାକୁ ଆଲର୍ଟ
ଜିଲ୍ଲାପାଳଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶ
୧୫ ତାରିଖରେ ମୁଣ୍ଡଳିରେ ପ୍ରବାହିତ ହେବ ବନ୍ୟା ଜଳ
ମହାନଦୀରେ ଆସୁଛି...
ରାସ୍ତାରୁ ପାଇଥିବା ମନିପର୍ସ ଫେରାଇ ସାଧୁତାର ପରିଚୟ ଦେଲେ ଅଟୋ ଡ୍ରାଇଭର
ଓଡ଼ିଶାଲାଇଭ ବ୍ୟୁରୋ
ପେଷାରେ ଅଟୋ ଚାଳକ। କଟକରେ ଅଟୋ ଚଲାଇ ପରିବାର ପୋଷଣ କରନ୍ତି ସନ୍ତୋଷ ସାହୁ। ହେଲେ ତାଙ୍କର ଏକ ସାଧୁ କାର୍ଯ୍ୟ ବର୍ତ୍ତମାନ କଟକ ସହରରେ ଚର୍ଚ୍ଚା ହେଉଛି। ରାସ୍ତାରୁ ପାଇଥିବା...





















