ବିଦ୍ୟୁତ ଆଘାତରେ ଜେଜେମା-ନାତି ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ଗୋଳନ୍ଥରାଠାରେ ବସ୍ରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ପୁଣି ବେଲଗୁଣ୍ଠା ବ୍ଲକ କୋକଳୁଣ୍ଡା...
ଏସ୍ପି ଅଫିସ ସମ୍ମୁଖରେ ବିଜେଡି ମହିଳା ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବିଜେଡି ମହିଳା ନେତ୍ରୀ ମିନାକ୍ଷୀ ମିଶ୍ର ଆଜି ବ୍ରହ୍ମପୁର ଏସପିଙ୍କ ଅଫିସ ସମ୍ମୁଖରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ଶରୀରର ୯୦ ଭାଗ ପୋଡ଼ିଯାଇଛି।...
ମାମୁଙ୍କ ଜମି ପାଇଁ ଭଣଜାଙ୍କ ମଧ୍ୟରେ ଗଣ୍ଡଗୋଳ – ୫ ଭାଇ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ମାମୁଙ୍କ ଜମି ହାତେଇବା ପାଇଁ ଭଣଜାଙ୍କ ମଧ୍ୟରେ ଗଣ୍ଡଗୋଳ। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି...
ବ୍ରହ୍ମପୁର ବସ୍ ଟ୍ରାଜେଡିର ଖଳନାୟକ ବସ୍ ଡ୍ରାଇଭର ଗିରଫ, ହେଲପର ଅଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ମେଣ୍ଢାରାଜପୁର ନିକଟରେ ୧୧ କେଭି ବିଦ୍ୟୁତ ତାରରେ ବସ୍ ଲାଗି ୧୦ଜଣଙ୍କ ମୃତ୍ୟୁ ଘଟଣାରେ ଗିରଫ ହେଲା ଖଳନାୟକ ଡ୍ରାଇଭର। ବସ୍ ଚାଳକ ଗଗନ...
ବ୍ରହ୍ମପୁର ବସ୍ ଟ୍ରାଜେଡି – ଗିରଫ ହେଲା ବସ୍ ଡ୍ରାଇଭର
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁରରେ ବସ୍ରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ଗିରଫ ହେଲା ବସ୍ ଡ୍ରାଇଭର। ସିଲ୍କ ସିଟି ବସ୍ର ଡ୍ରାଇଭର ଗଗନ ନାୟକଙ୍କୁ ଗିରଫ କରିଛି ଗୋଳନ୍ଥରା ଥାନା...
ଫାଇଲେରିଆ ବଟିକା ଖାଇ ୪୭ ଛାତ୍ରଛାତ୍ରୀ ଅସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନିଲ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରୁପଡ଼ା ପ୍ରାଥମିକ ବିଦ୍ୟାଳୟରେ ଫାଇଲେରିଆ ବଟିକା ଖାଇ ୪୭ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ପାତ୍ରପୁର...
ବିଦ୍ୟୁତ ତାର ଉଜାଡ଼ିଦେଲା ଡଙ୍କଲପାଡୁ ଗାଁର ହସଖୁସି – କିଏ ପୁଅକୁ ଛୁରୁଛି ତ ଆଉ କିଏ ଝିଅକୁ...
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଥିଲେ ଘରେ ବାଜିଥାନ୍ତା ଶୁଭଶଙ୍ଖ। ହୁଳହୁଳିରେ ଫାଟି ପଡ଼ିଥାନ୍ତା ଗାଁ ପରିବେଶ। ବରବେଶ ସାଜି ଚିକରଦା ଗାଁକୁ ଯାଇଥାନ୍ତେ ଡଙ୍କଲପାଡୁର ଜି ଅଶୋକ। ହେଲେ ରବିବାର ଦିନ ସବୁକିଛି ଓଲଟପାଲଟ...
ବ୍ରହ୍ମପୁର ବସ୍ ଦୁର୍ଘଟଣା – ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ସହ ସାଉଥକୋ ସିଇଓଙ୍କ ଗିରଫ ଦାବି କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁରରେ ଏକ ଯାତ୍ରୀବାହୀ ବସ୍ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ୧୧ଜଣଙ୍କ ମୃତ୍ୟୁ ଘଟଣାରେ ତିୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ଶକ୍ତି ବିଭାଗର ଉଦାଦସୀନତା ଯୋଗୁଁ ଏଭଳି...
ବସ୍ରେ ୧୧ କେଭି ତାର ଲାଗିବା ଘଟଣା, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳରେ ବସ୍ରେ ବିଦ୍ୟୁତ ତାର ଲାଗିବା ଘଟଣାରେ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହାସହ ବହୁ ଯାତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ଅନ୍ୟପଟେ ଏହି ଘଟଣାରେ...
ନିର୍ବନ୍ଧ ପାଇଁ ଝିଅ ଅନେଇ ବସିଥିଲା ପୁଅ ଘର ଲୋକଙ୍କୁ, ହେଲେ ଅଧା ବାଟରେ ଚାଲିଗଲା ୯ ଜଣଙ୍କ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଝିଅ ଅନେଇ ବସିଥିଲା ପୁଅ ଘର ଲୋକଙ୍କୁ। ସେମାନେ ଆସିବେ ଆଉ ତା ହାତରେ ସୁନା ମୁଦି ପିନ୍ଧେଇବେ। କିନ୍ତୁ ବାଟରେ ମୃତ୍ୟୁ ତାର ଛନ୍ଦି ହୋଇଗଲା। ନିର୍ବନ୍ଧ ପାଇଁ ଆସୁଥିବା...




















