ଜମି ପାଇଁ ସାନ ଭାଇର ତଣ୍ଟି କାଟିଲା ବଡ଼ ଭାଇ

ଓଡ଼ିଶାଲାଇଭ ବ୍ୟୁରୋ   ରକ୍ତ ସମ୍ପର୍କରେ ଲାଗିଲା ଦାଗ। ଦାଦା ପୁଅ ଭାଇର ତଣ୍ଟି କାଟି ହତ୍ୟା କରିଛି ବଡ଼ ବାପା ପୁଅ ଭାଇ। ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଛି। ଏପରି ଘଟଣା ଦେଖିବାକୁ...

ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ୧୦ ମାସର ଶିଶୁ ମୃତ

ଓଡ଼ିଶାଲାଇଭ ବ୍ୟୁରୋ ଲଗାଣ ବର୍ଷା ନେଲା ଶିଶୁର ଜୀବନ। କାନ୍ଥ ଭୁଶୁଡ଼ି ଏକ ୧୦ ମାସର ଶିଶୁ ଉପରେ ପଡ଼ିଯିବାରୁ ତା’ର ମୃତ୍ୟୁ ଘଟିଛି। ଏହାସହ ପରିବାରର ଅନ୍ୟ ୪ ସଦସ୍ୟ ଆହତ ହୋଇଛନ୍ତି।...

ଜିଲ୍ଲାପାଳଙ୍କ ଘୋଷଣା – ଭୂତପ୍ରେତ ପ୍ରମାଣ କଲେ ୫୦ ହଜାର ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏବଂ ଗୁଣିଗାରେଡି ଭଳି ଅନ୍ଧ ବିଶ୍ୱାସ ଦୂର କରିବା ସକାଶେ ଗଞ୍ଜାମ ଜିଲ୍ଲାପାଳ ଏକ ପୁରସ୍କାର ଘୋଷଣା କରିଛନ୍ତି। ଯିଏ ଭୂତପ୍ରେତ ବା...

ଗଞ୍ଜାମ ଜିଲ୍ଲା କୋର୍ଟରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି, ନଭେମ୍ଵର ୫ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ ବ୍ୟୁରୋ ଗଞ୍ଜାମ ଜିଲ୍ଲା କୋର୍ଟରେ ଚାକିରି ସୁଯୋଗ। ବିଭିନ୍ନ ପଦ ପାଇଁ କରିପାରିବେ ଆବେଦନ। ଗଞ୍ଜାମ ଜିଲ୍ଲା କୋର୍ଟରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଜୁନିଅର କ୍ଲର୍କ କପିଷ୍ଟ,...

ରାଜ୍ୟରେ ଲଗାଣ ବର୍ଷା – ୮ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହେବାରେ ଲାଗିଛି। ଅନେକ ସ୍ଥାନ ପାଣି ଜମି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଘରେ ପାଣି ପସିଥିବା ଖବର ଆସିଛି। ଏହାକୁ ଦୃଷ୍ଟିରେ...

ବର୍ଷା ଲାଗି ଗଞ୍ଜାମ, ଗଜପତି ଓ ଭଦ୍ରକ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବୁଧବାରଠୁ ଲାଗି ରହିଛି ବର୍ଷା। ଏଥିପାଇଁ ବିଭିନ୍ନ ସ୍ଥାନରେ ପାଣି ଜମିବା ସହ ଯାତାୟାତରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ, ଗଜପତି ଓ...

ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୨୫ ଯାଏଁ ୱାର୍ଣ୍ଣିଂ ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ...

ବିରଳ ରକ୍ତ ଦେଇ ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ଦିଲ୍ଲୀପ

ଓଡ଼ିଶାଲାଇଭ ବ୍ୟୁରୋ ଏ, ବି, ଓ କିମ୍ଵା ଏ+, ବି+ ଏଭଳି ରକ୍ତ ଗ୍ରୁପ ଶୁଣିଥିବେ, ହେଲେ କେବେ ବମ୍ଵେ ଫିନୋଟାଇପ୍‌ ରକ୍ତ ଗ୍ରୁପ ଶୁଣିନଥିବେ। ଏଭଳି ବିରଳ ରକ୍ତଗ୍ରୁପ ଦେଖିବାକୁ ମିଳିଛି ରାଉରକେଲାର...

ଶବ ବୋଲି ପୋଡ଼ିବାକୁ ନେଇଥିଲେ ସମ୍ପର୍କୀୟ, ହେଲେ ଜୁଇରୁ ଉଠି ଘରକୁ ଗଲେ ବୃଦ୍ଧ

ଓଡ଼ିଶାଲାଇଭ ବ୍ୟୁରୋ ଜୁଇରୁ ଜିଇଁଲା ଶବ। ଜୁଇରେ ଶବ ରଖି ମୁଖାଗ୍ନୀ ଦେଲା ବେଳେ ଫେରିଲା ଚେତା।  ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା...

ବ୍ରହ୍ମପୁର: ଜୁଆ ଆଡ୍ଡାରେ ଚଢ଼ାଉ, ୯୫ ଜୁଆଡ଼ି ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ବିଭିନ୍ନ ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ। ଏହାସହ ୯୫ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ ୪ଲକ୍ଷ ୨୪ ହଜାର ୨୧୫ ଟଙ୍କା ସହ...