ଗଞ୍ଜାମ: ସଭାସ୍ଥଳରେ ପହଞ୍ଚିବା ପୂର୍ବରୁ ଲାଞ୍ଜିପଲ୍ଲୀଠାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ବାଲାଜୀ ବିଦ୍ୟାପୀଠାରେ ହେବାକୁ ଥିବା ସଭାରେ ଯୋଗ ଦେବାକୁ ଯାଉଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧାବାଟରେ ଜୋରଦାର ବିରୋଧ କରାଯାଇଛି। ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁରରେ...

୫-ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଚ୍ୟାଲେଞ୍ଜ, କାର୍ଯ୍ୟକ୍ରମରେ ଡକା ନଯିବାରୁ ବିରୋଧ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଏବେ ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହଲଚଲ ସୃଷ୍ଟି ହୋଇଛି। ଶୁକ୍ରବାର ଗଞ୍ଜାମର ବେଗୁନିଆପଡ଼ା ସ୍ଥିତ ବାଲାଜୀ ବିଦ୍ୟାପୀଠରେ ଏକ କାର୍ଯ୍ୟକ୍ରମରେ...

କାଳ ହେଲା ପାରିବାରିକ କଳହ: ତିନି ଛୁଆଙ୍କୁ କୂଅରେ ପକାଇ ଡେଇଁପଡ଼ିଲା ମା’

ଓଡ଼ିଶାଲାଇଭ୍ ବ୍ୟୁରୋ କାଳ ହେଲା ପରିବାରିକ କଳହ। କଳହ ଯୋଗୁଁ ନିଜର ହିତାହିତ ଜ୍ଞାନ ହରାଇ ବସିଲେ ଜଣେ ମହିଳା। ନିଜ ଜନ୍ମ କଲା ତିନି ସନ୍ତାନଙ୍କୁ କୂଅ ଭିତରକୁ ପକାଇବା ସହ ଆତ୍ମହତ୍ୟା...

କାଳ ହେଲା ବିବାହ ଭୋଜି, ଝିଅ ବିଦା କରି ଆସିବାବେଳେ ଚାଲିଗଲା ୧୨ ଜଣଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ କିଏ ଜାଣିଥିଲା ହସଖୁସିର ମାହୋଲ ଦେଖୁ ଦେଖୁ ବିଷାଦରେ ପରିଣତ ହୋଇଯିବ। ଝିଅ ବିଦା କରି ଫେରିବା ପରେ କୋକେଇ ଉଠିଯିବ? ରବିବାର ଦିନ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗାଁର...

ଦିଗପହଣ୍ଡି ମର୍ମନ୍ତୁଦ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗାଁର ୧୨ ଜଣ। ମୃତକଙ୍କ ମଧ୍ୟରେ ରହିଛନ୍ତି ଗୋଟିଏ ପରିବାରର...

ଦିଗପହଣ୍ଡି ବସ୍ ଦୁର୍ଘଟଣା – ୨୫ ବର୍ଷ ପୁରୁଣା ବସ୍‌କୁ କେମିତି ମିଳିଲା ଫିଟନେସ୍ ପ୍ରମାଣପତ୍ର?

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଘରୋଇ ବସକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ବସ୍‌ର ପରମିଟ୍ କି ଇନସୁରାନ୍ସ ନଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା ସଡ଼କ...

ଦିଗପହଣ୍ଡି ବସ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ସହାୟତା ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ହୋଇଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ମୃତ...

ଗଞ୍ଜାମ: ସମୁଦ୍ରରୁ ନିଖୋଜ ଛାତ୍ରୀ ପ୍ରଜ୍ଞାରାଣୀଙ୍କ ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ଭାସି ନିଖୋଜ ହୋଇଥିବା ଛାତ୍ରୀ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାୟ ୧୦ ଘଣ୍ଟା ଉଦ୍ୟମ ପରେ ପ୍ରଜ୍ଞାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର...

ଗଞ୍ଜାମ: ସମୁଦ୍ରରେ ଭାସିଗଲେ ଛାତ୍ରୀ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରକୁ ୫ ଜଣ ଛାତ୍ରୀ ଗୁରୁବାର ଦିନ ଗାଧୋଇବାକୁ ଯାଇଥିବା ବେଳେ ୨ ଜଣ ଭାସି ଯାଇଥିଲେ। ଭାସି ଯାଇଥିବା ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ...

ସହଜ ହେବ ଯାତାୟତ, ରାଜ୍ୟର ଆଉ ୩ଟି ଜିଲ୍ଲାରେ ଗଡ଼ିବ ‘ମୋ ବସ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ଆଉ ୩ଟି ଜିଲ୍ଲାରେ ଗଡ଼ିବ ‘ମୋ ବସ୍’। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଝାରସୁଗୁଡ଼ା ଓ ସମ୍ବଲପୁର। ଏ ନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ...