ଦିଗପହଣ୍ଡି ବସ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ସହାୟତା ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ହୋଇଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ମୃତ...

ଗଞ୍ଜାମ: ସମୁଦ୍ରରୁ ନିଖୋଜ ଛାତ୍ରୀ ପ୍ରଜ୍ଞାରାଣୀଙ୍କ ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ଭାସି ନିଖୋଜ ହୋଇଥିବା ଛାତ୍ରୀ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାୟ ୧୦ ଘଣ୍ଟା ଉଦ୍ୟମ ପରେ ପ୍ରଜ୍ଞାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର...

ଗଞ୍ଜାମ: ସମୁଦ୍ରରେ ଭାସିଗଲେ ଛାତ୍ରୀ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରକୁ ୫ ଜଣ ଛାତ୍ରୀ ଗୁରୁବାର ଦିନ ଗାଧୋଇବାକୁ ଯାଇଥିବା ବେଳେ ୨ ଜଣ ଭାସି ଯାଇଥିଲେ। ଭାସି ଯାଇଥିବା ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ...

ସହଜ ହେବ ଯାତାୟତ, ରାଜ୍ୟର ଆଉ ୩ଟି ଜିଲ୍ଲାରେ ଗଡ଼ିବ ‘ମୋ ବସ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ଆଉ ୩ଟି ଜିଲ୍ଲାରେ ଗଡ଼ିବ ‘ମୋ ବସ୍’। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଝାରସୁଗୁଡ଼ା ଓ ସମ୍ବଲପୁର। ଏ ନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ...

ବ୍ରହ୍ମପୁର-ଜୟପୁର ଦ୍ଵିତୀୟ ବିଜୁ ଏକ୍ସପ୍ରେସ-ୱେ: ଖୁବଶୀଘ୍ର ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରୁ କୋରାପୁଟ ଜିଲ୍ଲାର ଜୟପୁରକୁ ସଂଯୋଗ କରୁଥିବା ଦ୍ଵିତୀୟ ବିଜୁ ଏକ୍ସପ୍ରେସ-ୱେ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଖୁବଶୀଘ୍ର ଏହି ୩୦୫ କିଲୋମିଟର ଲମ୍ଭା ରାସ୍ତାର...

ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩: ଗଞ୍ଜାମ ଶ୍ରେଷ୍ଠ ଜିଲ୍ଲା ପରିଷଦ ଓ ହିଞ୍ଜିଳିକାଟୁ ଶ୍ରେଷ୍ଠ ବ୍ଲକ୍ ଭାବେ ପୁରସ୍କୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩ରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅର୍ଜନ କରିଛି ଅଦ୍ଭୁତପୂର୍ବ ସଫଳତା। ଗଞ୍ଜାମ ଜିଲ୍ଲାକୁ ‌ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ ଭାବେ ‘ନ୍ୟାସନାଲ୍ ପଞ୍ଚାୟତ ଆୱାର୍ଡ଼-୨୦୨୩’ ମିଳିଛି।  ସେହିପରି ଜିଲ୍ଲାର...

ରବିବାର ରଙ୍ଗେଇଲୁଣ୍ଡା ବିମାନଘାଟିରୁ ଆରମ୍ଭ ହେବ ବିମାନ ଉଡ଼ାଣ

ଓଡ଼ିଶାଲାଇଭ୍ ବ୍ୟୁରୋ ରବିବାରଠାରୁ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବିମାନଘାଟିରୁ ଆରମ୍ଭ ହେବ ବିମାନ ଉଡ଼ାଣ। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତରାଜ ଦିବସ ଅବସରରେ ଏଠାରୁ ଭୁବନେଶ୍ଵରକୁ ବିମାନ ଉଡ଼ିବ। ଏନେଇ ଓଡ଼ିଶା ବାଣିଜ୍ୟ...

ଗଞ୍ଜାମ: ବିବାହ ଉତ୍ସବରେ ଅଘଟଣ, ସ୍କର୍ପିଓ ମାଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହ ଉତ୍ସବକୁ ନେଇ ହସଖୁସି ଚାଲିଥିବାବେଳେ ମାଡ଼ି ଆସିଲା ମୃତ୍ୟୁ। ବାଟବରଣୀ ଚାଲିଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ ଗାଡ଼ି ଚଢ଼ିଯାଇଥିଲା ବରଯାତ୍ରୀଙ୍କ ଉପରେ। ଫଳରେ ୩ ଜଣଙ୍କର ଘଟଣାସ୍ଥଳରେ...

ଗଞ୍ଜାମ: କାନକଟା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ, ୨ ମହିଳା ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ନିକଟ କାନକଟା ଘାଟିରେ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବାରୁ ଦୁଇଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ହୋଇଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫...

ଆଜିଠୁ ଚିଲିକାରେ ଆରମ୍ଭ ହେବ ଡଲଫିନ୍ ଗଣନା

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାରଠାରୁ ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହେବ। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ୩ ଦିନ ଧରି ଏହି ଗଣନା ଚାଲିବ। ଚିଲିକା, ସାତପଡ଼ା,...