ସଙ୍ଗୀତଜ୍ଞ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ଓ ବୋଇରାଣୀର ‘ଗାନ୍ଧୀଜୀ ସଙ୍ଗୀତ କଳା ମନ୍ଦିର’

କପିଳାସ ଭୂୟାଁ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ସଙ୍ଗୀତ ଓ ସ୍ଵର ସଂଯୋଜନାର ଆଠଟି କ୍ଷେତ୍ରରେ ପାରଦର୍ଶିତା ପ୍ରମାଣ କରି ପାରିଥିବାରୁ ତାଙ୍କୁ ଖଲ୍ଲିକୋଟ ରାଜସଭା ପକ୍ଷରୁ ‘ଅଷ୍ଟାବଧାନୀ’ ଉପାଧି ପ୍ରଦାନ କରାଯାଇଥିଲା। ଗତ କିଛି...

ଖଲ୍ଲିକୋଟ ଛକରେ ‘ମାଗୁଣିର ଶଗଡ଼’

କପିଳାସ ଭୂୟାଁ ଦିନ ତ ଦିନ ରାତିରେ ବି ହାଇମାଷ୍ଟ ଆଲୋକରୁ ବିଚ୍ଛୁରିତ ନିୟନ ଆଲୋକରେ ଆଲୋକିତ ହୋଇ ଦେଖାଯାଏ କାଳିଆ ଆଉ କଷରା ରଙ୍ଗର ଦୁଇଟି ବଳଦଙ୍କ କାନ୍ଧରେ ଯୋଚା ହୋଇ ଧାବମାନ...

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ: ଯମୁନା ନାୟକ ନିର୍ବାଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ଯମୁନା ନାୟକ ନିର୍ବାଚିତ ହୋଇଛନ୍ତି। ଏହି ଉପନିର୍ବାଚନ ଲାଗି ଅନ୍ୟ କୌଣସି ପ୍ରତିଦ୍ଵନ୍ଦ୍ଵୀ ପ୍ରାର୍ଥିପତ୍ର ଦାଖଲ କରିନଥିବାରୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି ଯମୁନା...

ପରଲୋକରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ପରଲୋକରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ୭୫ ବର୍ଷ ବୟସରେ ଘଟିଲା ପରଲୋକ ୭ଥର ବିଧାୟକ ଭାବେ ନିର୍ବଚିତ ଓଡ଼ିଶା କ୍ୟାବିନେଟ୍‌ରେ ବିଭିନ୍ନ ବିଭାଗର ମନ୍ତ୍ରୀ ଦାୟିତ୍ଵରେ ଥିଲେ ପରଲୋକରେ...

ପ୍ରଦୀପ ବନାମ ବିଜେଡି: ତିନି ଘଣ୍ଟା ଧରି ରଣକ୍ଷେତ୍ର ପାଲଟିଲା ଲାଞ୍ଜିପଲ୍ଲୀ ରାଜପଥ

ଓଡ଼ିଶାଲାଇଭ୍ ବ୍ୟୁରୋ ୫-ଟି ସଚିବଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚ୍ୟାଲେଞ୍ଜ କଲେ, ରାଜ ରାସ୍ତାରେ ହଟହଟା ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ବାଲାଜୀ ବିଦ୍ୟାପୀଠାରେ ହେବାକୁ ଥିବା ସଭାରେ...

ଗଞ୍ଜାମ: ସଭାସ୍ଥଳରେ ପହଞ୍ଚିବା ପୂର୍ବରୁ ଲାଞ୍ଜିପଲ୍ଲୀଠାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ବାଲାଜୀ ବିଦ୍ୟାପୀଠାରେ ହେବାକୁ ଥିବା ସଭାରେ ଯୋଗ ଦେବାକୁ ଯାଉଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧାବାଟରେ ଜୋରଦାର ବିରୋଧ କରାଯାଇଛି। ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁରରେ...

୫-ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଚ୍ୟାଲେଞ୍ଜ, କାର୍ଯ୍ୟକ୍ରମରେ ଡକା ନଯିବାରୁ ବିରୋଧ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଏବେ ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହଲଚଲ ସୃଷ୍ଟି ହୋଇଛି। ଶୁକ୍ରବାର ଗଞ୍ଜାମର ବେଗୁନିଆପଡ଼ା ସ୍ଥିତ ବାଲାଜୀ ବିଦ୍ୟାପୀଠରେ ଏକ କାର୍ଯ୍ୟକ୍ରମରେ...

କାଳ ହେଲା ପାରିବାରିକ କଳହ: ତିନି ଛୁଆଙ୍କୁ କୂଅରେ ପକାଇ ଡେଇଁପଡ଼ିଲା ମା’

ଓଡ଼ିଶାଲାଇଭ୍ ବ୍ୟୁରୋ କାଳ ହେଲା ପରିବାରିକ କଳହ। କଳହ ଯୋଗୁଁ ନିଜର ହିତାହିତ ଜ୍ଞାନ ହରାଇ ବସିଲେ ଜଣେ ମହିଳା। ନିଜ ଜନ୍ମ କଲା ତିନି ସନ୍ତାନଙ୍କୁ କୂଅ ଭିତରକୁ ପକାଇବା ସହ ଆତ୍ମହତ୍ୟା...

କାଳ ହେଲା ବିବାହ ଭୋଜି, ଝିଅ ବିଦା କରି ଆସିବାବେଳେ ଚାଲିଗଲା ୧୨ ଜଣଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ କିଏ ଜାଣିଥିଲା ହସଖୁସିର ମାହୋଲ ଦେଖୁ ଦେଖୁ ବିଷାଦରେ ପରିଣତ ହୋଇଯିବ। ଝିଅ ବିଦା କରି ଫେରିବା ପରେ କୋକେଇ ଉଠିଯିବ? ରବିବାର ଦିନ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗାଁର...

ଦିଗପହଣ୍ଡି ମର୍ମନ୍ତୁଦ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗାଁର ୧୨ ଜଣ। ମୃତକଙ୍କ ମଧ୍ୟରେ ରହିଛନ୍ତି ଗୋଟିଏ ପରିବାରର...